Odisha News Portal

ଝିଅଟି ରାସ୍ତାରେ ଚାଲୁଛି , ତାର ଦୁଇଟା ହଲୁଛି ତାହା କଣ ? ଯାହାର ଉତ୍ତର 99 ପ୍ରତିଶତ ଲୋକ ଜାଣନ୍ତି ନାହିଁ , ସାହାସ ଅଛି ତ ଉତ୍ତର ଦିଅ

ଆଜିର ଜେନେରେସନରେ ଶିକ୍ଷିତ ଯୁବପିଢୀ ମାନଙ୍କ ପାଇଁ ଅତ୍ୟନ୍ତ ଜରୁରୀ ସାଧାରଣ ଜ୍ଞାନ ସମ୍ୱନ୍ଧୀୟ ପ୍ରଶ୍ନ ହୋଇଥାଏ । କାରଣ ସେମାନେ ଯେକୌଣସି କମ୍ପିଟେଟିଭ ପରିକ୍ଷାରେ ଉତ୍ତିନ୍ନ ହେବା ପାଇଁ ପ୍ରଥମେ ସାଧାରଣ ଜ୍ଞାନ ତଥା କେତେକ ବୁଦ୍ଧିମାନର ପ୍ରଶ୍ନ ମଧ୍ୟ ସାହାର୍ଯ୍ୟ କରିଥାଏ । ଅନେକ ପିଲା ମାନେ ଛୋଟ ଛୋଟ ପ୍ରଶ୍ନର ଉତ୍ତର ଦେବାରେ ଅସଫଳ ହୋଇଥାନ୍ତି ସେଥି ପାଇଁ ସେମାନେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରନ୍ତି ନାହିଁ । ସେଥି ପାଇଁ ଆଜି ଆମେ ଜାଣିବା ଆଉ କେତେକ ମଜାଳିଆ ପ୍ରଶ୍ନ ଯାହାର ଉତ୍ତର ଅଧିକାଂଶ ଲୋକ ଜାଣି ନାହାନ୍ତି ।

1 ସେ କିଏ ଯିଏ କାନ୍ଥରେ ଚାଲୁଥାଏ କିନ୍ତୁ ଆଗକୁ ବଢି ନଥାଏ ?
ଉତ୍ତର – କାନ୍ଥ ଘଣ୍ଟା ।

2 ଏମିତି କେଉଁ ବିଛଣା ଯେଉଁଠି ଧନୀ କି ଗରିବ ସମସ୍ତେ ଶୁଅନ୍ତି ?
ଉତ୍ତର – କୋକେଇ ।

3 କେଉଁ ପ୍ରାଣୀର ଖାଦ୍ୟକୁ ମନୁଷ୍ୟ ଚୋରି କରି ଖାଇଥାଏ ?
ଉତ୍ତର – ମହୁମାଛି ।

4 ସେ କେଉଁ ମା ଯିଏ ସବୁବେଳେ ବୁଲୁଥାଏ କେବେ ବିଶ୍ରାମ ନିଏ ନାହିଁ ?
ଉତ୍ତର – ଧରିତ୍ରୀ ମା ।

5 ସେ କେଉଁ ପକ୍ଷୀ ଯିଏ ଚାଲିଥାଏ , ଉଡିଥାଏ କିନ୍ତୁ ଗଛରେ ବସି ନ ଥାଏ ?
ଉତ୍ତର – ଟିଟୋନି ।

6 ଝିଅଟି ରାସ୍ତାରେ ଚାଲୁଛି , ତାର ଦୁଇଟା ହଲୁଛି , ତାହା କଣ ?
ଉତ୍ତର – କାନ ଫୁଲ ।

7 ଗାଁ ସହର ସବୁଆଡେ ବୁଲୁଥାଏ ମନ୍ଦିର ଯିବାକୁ ଡରିଥାଏ ସେ କିଏ ?
ଉତ୍ତର – ଚପଲ ।

8 ନିଜ ସ୍ତ୍ରୀ କିମ୍ୱା ଗାର୍ଲଫ୍ରେଣ୍ଡର କେଉଁ ଜାଗାକୁ ଚିପିବା ପାଇଁ ପୁଅମାନେ ସବୁବେଳେ କୁହନ୍ତି ?
ଉତ୍ତର – ବେକ .

 

9 କେଉଁ ଜୀବର 32 ଟି ମସ୍ତିଷ୍କ ଅଛି ?
ଉତ୍ତର – ଜୋକ .

10 କିଏ ଦିନ ସାରା ଜଳୁଥାଏ ରାତି ହେଲେ ଲିଭିଯାଏ ?
ଉତ୍ତର – ନିଆଁ ।

11 ଝିଅ ମାନଙ୍କର କେଉଁ ଜିନିଷ ପ୍ରତି 2 ମାସରେ ଥରେ ଚେଞ୍ଜ ହୋଇଥାଏ ?
ଉତ୍ତର – ଆଇବ୍ରୋ ।

12 ରାତିରେ ସ୍ୱାମୀ କେଉଁ କାମ ଜୋରରେ କଲେ ସ୍ତ୍ରୀକୁ କଷ୍ଟ ହୁଏ ?
ଉତ୍ତର – ଘୁଙ୍ଗୁଡି ମାରିଲେ ।

13 ଝିଅଙ୍କୁ ସନ୍ତୁଷ୍ଟ ରଖିବା ପାଇଁ ସପ୍ତାହରେ ଦୁଇଥର କେଉଁ ପୋଜିସନରେ କରିବା ଉଚିତ ?
ଉତ୍ତର – ଡଗି ।

14 ସେ କିଏ ଯିଏ ମୁକ ବଧିର ଓ ଅନ୍ଧ ହେଲେ ମଧ୍ୟ ସବୁବେଳେ ସତ କହେ ?
ଉତ୍ତର – ଆଇନା ।

15 ସେ କିଏ ଯିଏ ନିଜେ ରାସ୍ତା ଦେଖିପାରେ ନାହିଁ କିନ୍ତୁ ଅନ୍ୟକୁ ରାସ୍ତା ଦେଖାଏ ?
ଉତ୍ତର – ଅନ୍ଧ ଲୋକଙ୍କ ବାଡି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।