Odisha News Portal

ଝିଅ ମାନଙ୍କର ହୃଦୟର ରାଜକୁମାର ହୋଇଥାନ୍ତି ଏହି 3ଟି ନାମ ଥିବା ପୁଅ , ଅଧିକ ଜାଣିବା ପାଇଁ ନିଶ୍ଚୟ ପଢନ୍ତୁ

ପ୍ରତ୍ୟେକ ଝିଅ ମାନେ ଭାବିଥାନ୍ତି କି ତାଙ୍କ ଜୀବନରେ ଗୋଟିଏ ସୁନ୍ଦର ଜୀବନ ସାଥୀ ଟିଏ ଆସୁ ଏବଂ ସେ ତାଙ୍କର ସଠିକ ଭାବରେ ଯତ୍ନ ନେବା ସହିତ ତାଙ୍କର ସମସ୍ତ କଥା ମାନି ଚଳୁ । ଝିଅ ମାନେ ଭାବିଥାନ୍ତି ତାଙ୍କୁ ବିବାହ କରୁଥିବା ରାଜକୁମାର ସୁନ୍ଦର ହେବା ସହିତ ଶିକ୍ଷିତ ଓ ଆଦର୍ଶବାଦୀ ହୋଇଥାଉ । କିନ୍ତୁ ସମସ୍ତ ଝିଅ ମାନଙ୍କ ଭାଗ୍ୟରେ ସଠିକ ଜୀବନ ସାଥୀ ପାଇ ପାରନ୍ତି ନାହିଁ କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଏମିତି 3ଟି ନାମର ପୁଅମାନେ ଯେଉଁମାନେ ଝିଅ ମାନଙ୍କର ସ୍ୱପ୍ନର ରାଜକୁମାର ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି 3ଟି ନାମର ପୁଅ ମାନଙ୍କ ବିଷୟରେ ।

1 R ନାମ ଥିବା ପୁରୁଷ ;

 ଏହି ନାମର ପୁଅମାନେ ଦେଖିବାକୁ ସୁନ୍ଦର ହେବା ସହିତ ଏମାନଙ୍କ କଥାବାର୍ତ୍ତା ଶୈଳି ସବୁଠାରୁ ନିଆରା ହୋଇଥାଏ ଏବଂ ଏମାନେ କଥା କହିବା ସମୟରେ ସର୍ବଦା ହସ ହସ ମୁହଁରେ କଥାବାର୍ତ୍ତା କରିଥାନ୍ତି । ଝିଅ ମାନଙ୍କୁ ଇମ୍ପ୍ରେସ କରିବା ଏମାନଙ୍କର ବାମ ହାତର ଖେଳ ହୋଇଥାଏ ଏବଂ ଏମାନେ ବହୁତ ରୋମାଣ୍ଟି ମଧ୍ୟ ହୋଇଥାନ୍ତି । ଏମାନେ ଯେଉଁ ଝିଅ ସମ୍ପର୍କରେ ରୁହନ୍ତି ତାହାକୁ ହୃଦୟର ସହିତ ଲିଭାନ୍ତି । ସେମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ଦିଅନ୍ତି ନାହିଁ ଏବଂ ପୁଅର ଏହି ନେଚର ଝିଅ ମାନଙ୍କୁ ବହୁତ ଭଲ ଲାଗିଥାଏ ।

2 S ନାମ ଥିବା ପୁରୁଷ ;

ସାଧାରଣ ଭାବରେ କହିବାକୁ ଗଲେ ଏମାନେ ବହୁତ ଖୁସୀରେ ଜୀବନ ଅତିବାହିତ କରିଥାନ୍ତି କିନ୍ତୁ ଏମାନଙ୍କ ସହିତ ଯାହାର ସମ୍ପର୍କ ଜଡିତ ହୋଇ ରହିଥାଏ ତାଙ୍କୁ ମଧ୍ୟ ଖୁସୀରେ ରଖିଥାନ୍ତି । ଝି୍ ମାନଙ୍କୁ ପୁଅ ମାନଙ୍କର ଏହି ଗୁଣ ବହୁତ ଭଲ ଲାଗିଥାଏ ତେଣୁ ସେମାନେ ଏହି ପୁଅ ମାନଙ୍କୁ ଅଧିକ ପସନ୍ଦ କରନ୍ତି । ଏହି ପୁଅ ମାନେ ନିଜ ଜୀବନ ସାଥୀଙ୍କର ପ୍ରତ୍ୟେକ କଥାମାଳି ଚଳିଥାନ୍ତି ଏବଂ ତାଙ୍କର ଯତ୍ନ ମଧ୍ୟ ନେଇଥାନ୍ତି । ଏହି ପୁଅମାନେ ଦେଖିବାକୁ ବହୁତ ସୁନ୍ଦର ଓ ରୋମାଣ୍ଟିକ ମଧ୍ୟ ହୋଇଥାନ୍ତି ।

3 P ନାମ ଥିବା ପୁରୁଷ ;

ଏହି ନାମର ପୁଅ ମାନେ ବହୁତ ସୁନ୍ଦର ହେବା ସହିତ ସଂସ୍କାରୀ ମଧ୍ୟ ହୋଇଥାନ୍ତି ଏବଂ ଏମାନେ ଯେଉଁ ଝିଅକୁ ନିଜର ଜୀବନ ସାଥୀ ରୂପେ ମାନିନେଇଥାନ୍ତି ତାଙ୍କର ଇଜତ ବହୁତ କରିଥାନ୍ତି । ଏମାନେ କେବେହେଲେ ନିଜ ଜୀବନ ସାଥୀଙ୍କୁ ଧୋକା ଦିଅନ୍ତି ନାହିଁ ଏବଂ ଏମାନଙ୍କୁ ସମ୍ପର୍କର ମହତ୍ୱ ବହୁତ ଭଲ ଭାବରେ ଜଣାଥାଏ । ଏମାନଙ୍କର ଇମାନଦାରୀ ଝିଅ ମାନଙ୍କର ହୃଦୟକୁ ଜିତି ନେଇଥାଏ । ଏମାନେ ଦେଖିବାକୁ ସୁନ୍ଦର ହେବା ସହିତ ସଂସ୍କାରୀ ଓ ଇମାନଦାର ମଧ୍ୟ ହୋଇଥାନ୍ତି ଏବଂ ଜୀବନ ସାଥୀଙ୍କର ଯତ୍ନ ମଧ୍ୟ ବହୁତ ଭଲ ଭାବରେ କରିଥାନ୍ତି ।

ଏହି 3ଟି ନାମର ପୁରୁଷ ଝିଅ ମାନଙ୍କର ସ୍ୱପ୍ନର ରାଜକୁମାର ହୋଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।