Odisha News Portal

IAS ପ୍ରଶ୍ନ – ଝିଅ ମାନଙ୍କ ଦୁଇ ଗୋଡ଼ ମଝିରେ କଣ ଥାଏ ? ୯୯% ଲୋକ ଉତ୍ତର ଦେବାରେ ଫେଲ ମାରିଛନ୍ତି

0 0

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।

ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଆଜି ଆମେ ଆପଣଙ୍କୁ IAS ଇଣ୍ଟରର୍ଭୁ ପରକ୍ଷାରେ ପଚରା ଯାଇଥିବା କିଛି ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା କଣ ଏହି ଚତୁର ପ୍ରଶ୍ନ;

(୧) ପ୍ରଶ୍ନ:- କାହାକୁ ଦାନ କଲେ ନିଜର ବୃଦ୍ଧି ହୁଏ ଏବଂ ସାଇତି ରଖିଲେ କ୍ଷୟ ହୁଏ ?

ଉତ୍ତର: ଜ୍ଞାନ କିମ୍ବା ବିଦ୍ୟା।

(୨) ପ୍ରଶ୍ନ:- ଖାଇଲେ କିଏ ମରେ ଭୋକ ?

ଉତ୍ତର: ଭୋକ।

(୩) ପ୍ରଶ୍ନ:- ପବନ ଖାଇଲେ କିଏ ମରିଯାଇଥାଏ ?

ଉତ୍ତର: ଝାଳ।

(୪) ପ୍ରଶ୍ନ:- କାହାକୁ ଟାଣିଲେ ଛୋଟ ହୋଇଥାଏ ?

ଉତ୍ତର: ବିଡ଼ି କିମ୍ବା ସିଗାରେଟ।

(୫) ପ୍ରଶ୍ନ:- ମୁଁ ସବୁ ଠାରେ ଥାଏ ମାତ୍ର କେହି ଧରି ପାରନ୍ତି ନାହିଁ ?

ଉତ୍ତର: ପବନ।

(୬) ପ୍ରଶ୍ନ:- ପଥର ହେଲେବି ସେ ପାଣି ହୋଇଯାଏ, ତାହା କଣ ?

ଉତ୍ତର: ବରଫ କିମ୍ବା କୁଆପଥର।

(୭) ପ୍ରଶ୍ନ:- ଦାନ୍ତ ଅଛି କିନ୍ତୁ ସେ କାମୁଡି ପାରେନା ତାହା କଣ ?

ଉତ୍ତର: ପାନିଆ।

(୮) ପ୍ରଶ୍ନ:- କାହାର ଆଖି ଥାଏ କିନ୍ତୁ ସେ ଦେଖି ପରିନଥାଏ ?

ଉତ୍ତର: ନଡିଆ।

(୯) ପ୍ରଶ୍ନ:- କିଏ ସବୁ ବେଳେ ଉଢୁଥାଏ କିନ୍ତୁ ଛାଡି କୁଆଡେ ବି ଯାଏନା ?

ଉତ୍ତର: ପତାକା।

(୧୦) ପ୍ରଶ୍ନ:- କାହାକୁ ଚଳାଇଲେ ଚାଲେ କିନ୍ତୁ ଆଗକୁ ପାରେନା ?

ଉତ୍ତର: ପଙ୍ଖା।

(୧୧) ପ୍ରଶ୍ନ:- ମୃତ୍ୟୁ ପରେ ବି ସିଏ ଠିଆ ହୋଇପାରେ ସେ କିଏ ?

ଉତ୍ତର: ଗଛ।

(୧୨) ପ୍ରଶ୍ନ:- ଭଙ୍ଗା ହେଲେବି ସେ ଗୋଟିଏ ତାହା କଣ ?

ଉତ୍ତର: ଖିଲି ପାନ।

(୧୩) ପ୍ରଶ୍ନ:- ମନା କଲେବି ସାଙ୍ଗ ଛାଡେନା, ସେ କିଏ ?

ଉତ୍ତର: ଆମ ଛାଇ।

(୧୪) ପ୍ରଶ୍ନ:- ଉତ୍ତାପ ନପାଇ ଗରମ ହୁଏ, କୁହ ସେ କିଏ ?

ଉତ୍ତର: ମୁଣ୍ଡ।

(୧୫) ପ୍ରଶ୍ନ:- ଆଖି ଥିଲେ ବି ସେ ଆନ୍ଧ ସେ କିଏ ?

ଉତ୍ତର: ମୂର୍ଖ ଲୋକ।

(୧୬) ପ୍ରଶ୍ନ:- ପୋଡେ କିନ୍ତୁ ନିଆଁ ନୁହେଁ ତାହା କଣ ?

ଉତ୍ତର: ଲଙ୍କା।

(୧୭) ପ୍ରଶ୍ନ:- ଦିନରେ କାମ ନକରି କିଏ ମଜୁରୀ ପାଏ ?

ଉତ୍ତର: ରାତ୍ର ଜଗୁଆଳି।

(୧୮) ପ୍ରଶ୍ନ:- ଝିଅ ମାନଙ୍କ ଦୁଇ ଗୋଡ଼ ମଝିରେ କଣ ଥାଏ?

ଉ- ଶୂନ୍ୟସ୍ଥାନ / ଖାଲି ଜାଗା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।