କେଶ ଝଡ଼ିବା ( Hair Loss/ Hair Fall ) ସମସ୍ୟା – କାରଣ ଓ ନିରାକରଣ ଜାଣନ୍ତୁ ? Dr. Aparna

ବନ୍ଧୁଗଣ ବର୍ତମାନ ପ୍ରାୟ ସମସ୍ତଙ୍କ ଠାରେ କେଶ ଝାଡ଼ିବା ସମସ୍ୟା ଏକ ସାଧାରଣ ସମସ୍ୟା ହୋଇଗଲାଣି |ଏହି ସମସ୍ୟାରେ ଅନେକ ଲୋକ ପୀଡିତ ମଧ୍ୟ ଅଛନ୍ତି ଏବଂ ଏଥିପାଇଁ ଅନେକ ଲୋକଙ୍କ ଚିନ୍ତା ମଧ୍ୟ ବଢିଯାଏ|କାରଣ ଯେହେତୁ ଆମର ହେୟାର ଷ୍ଟାଇଲ ସହିତ ଆମର ଲାଇଫ ଷ୍ଟାଇଲ ଜଡିତ ରହିଛି ତେଣୁ ଏଥିପାଇଁ ସମସ୍ତେ ନିଜର କେଶ ପାଇ ଅଧିକ ଚିନ୍ତା କରନ୍ତି |ମୁଁ ଆଜି ଆପଣକୁ କେଶ ଝାଡ଼ିବା ଜନିତ ସମସ୍ୟା କାହିଁକ ହୁଏ ଏବଂ ଏହାର ଚିକିତ୍ସା ବିଷୟରେ ସମ୍ପୂର୍ଣ କଥା କହିବି |ତେବେ ଆସନ୍ତୁ ଜାଣିବା ଏହି ସମସ୍ୟାର ସମାଧାନ ପାଇଁ ବିଷୟର ସମ୍ପୂର୍ଣ କଥା |

କେଶ ଝଡିବାର କାରଣ କଣ :-

ସାଧାରଣତଃ କେଶ ଝଡିବାର ମୁଖ୍ୟ କାରଣ ହେଉଛି ରୋଗ, ଯଦି କୌଣସି ବ୍ୟକ୍ତି କିଛି ରୋଗରେ ପୀଡିତ ଅଛନ୍ତି ତେବେ ସେମାନଙ୍କ ଠାରେ କେଶ ଝାଡ଼ିବା ପରି ସମସ୍ୟା ଦେଖଯାଏ |ଅନେକ ଲୋକଙ୍କ ଜେନେରିକ ମ ଚାନ୍ଦ ହେବା ପଣ ରହିଥାଏ ତେଣୁ ଏହି କାରଣ ପାଇ ମଧ୍ୟ୍ୟ କେଶ ଝଡିଥାଏ |ଯଦି ବ୍ୟକ୍ତି ଅଧିକ ସମୟ ଷ୍ଟ୍ରେସରେ ରହୁଛି ତେବେ ଏହି କ୍ଷେତ୍ରରେ କେଶ ଝଡିଥାଏ,ଏହା ସହିତ ଆମର ଦୈନନ୍ଦିନ ସବୁଜ ପନିପରିବା ଇତ୍ୟାଦି ଖାଦ୍ୟ ପେୟର ଅଭାବ ଏବଂ ଅଧିକ ରୁପି କାରଣରୁ ମଧ୍ୟ କେଶ ଝଡିଥାଏ |

କେଶ ଝଡିବାର ଚିକିତ୍ସା :-

ଆପଣଙ୍କର ଯଦି କେଶ ଅଧିକ ମାତ୍ରାରେ ଝଢୁଥାଏ ତେବେ ଆପଣ ଏଥିପାଇଁ ଡର୍ମାଡିଷ୍ଟଙ୍କ ପରାମର୍ଶ କରନ୍ତୁ କିନ୍ତୁ ଅଯଥାରେ କିଛି ଘରୋଇ ଉପଚାର କରନ୍ତୁ ନାହିଁ |କାରଣ ଏହାଦ୍ୱାରା ଆପଣଙ୍କ ହେୟାର ଫଲ କମିନାଥାଏ, କି ଏହାର କୌଣସି ଏମାନଙ୍କର କୌଣସି ଉପକାରିତା ଗୁଣ ମଧ୍ୟ ନଥାଏ |ଏଥିପାଇଁ ଆପଣ ଜଣେ ଭଲ ଡର୍ମାଡିଷ୍ଟଙ୍କ ସହିତ ପରାମର୍ଶ କାରି ଏହାର ପ୍ରପର ଇଂଭେସ୍ଟିକେସନ କାରି ଔଷଧ ଖାଆନ୍ତୁ, ଏହିପରି ଆପଣ କିଛି ଦିନ କଲେ ଆପଣଙ୍କ ଏହି ସମସ୍ୟା ସମ୍ପୂର୍ଣ ଦୂର ହୋଇଯିବ |ଯଦି ଇଂଭେସ୍ଟିକେସନ କିଛି ନଥାଏ ତେବେ ଆପଣ ଅଧିକ ସମୟ ଷ୍ଟ୍ରେସରେ ରହିବାର କାରଣ ପାଇ ହେଉଛି ବୋଲି ଜଣାଯାଏ |

ଅଧିକ ଚିନ୍ତାକରନ୍ତୁ ନାହିଁ :-

ଆପଣ ଯଦି କେଶ ଝଡିବା ସମସ୍ୟାରେ ପୀଡିତ ଅଛନ୍ତି ତେବେ ଆପଣ ଅଧିକ ସମୟ ଚିନ୍ତା କରନ୍ତୁ ନାହିଁ, ସାଧାରଣତଃ ପନ୍ଦର ବର୍ଷ ପିଲାମାନେ ନିଜ କେଶରେ ଷ୍ଟାଇଲ କରିବା ପାଇଁ ବିଭିନ୍ନ ପ୍ରକାର ଜେଲ ଓ କଣ୍ଡିସନର ବ୍ୟବହାର କରୁଛନ୍ତି |ଏହି ସବୁ ଆପଣ ଆବଶ୍ୟକତା ଅନୁଯାଇ ବ୍ୟବହାର କରିବା ଉଚିତ ନହେଲେ ଏହା ମଧ୍ୟ ଆପଣଙ୍କ କେଶ ଝଡିବାର କାରଣ ହୋଇଥାଏ |ହେୟାର ଫଲ ପାଇ ଆପଣ କେଶର ପ୍ରପର କେୟାର କରିବା ସହିତ ଡାକ୍ତରଙ୍କ ପରାମର୍ଶ ଅନୁଯାଇ ଆପଣ ଔଷଧ ଗ୍ରହଣ କରନ୍ତୁ |ଏହିପରି କଲେ ଆପଣଙ୍କ କେଶ ଜନିତ ସମସ୍ୟା ଦୂର ହୋଇଯିବ ଏବଂ ଆପଣ ଚିନ୍ତା ମୁକ୍ତ ମଧ୍ୟ ହୋଇଯିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment