Odisha News Portal

ଝିଅ ହେବ ତ ଏମିତି କରୋନା ସମୟରେ ନିଜର ବାପାଙ୍କ ଚାଲିଗଲା ଚାକିରୀ , ତାପରେ ଓଟ ଚଳାଇ ଘରର ସବୁ ଦାୟିତ୍ବ ତୁଲାଉଛନ୍ତି ଏହି କର୍ମମୟୀ ଝିଅ ! ଏହି ଝିଅ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ…..

କରୋନା ମହାମାରୀ କେତେକ ଘରର ଆର୍ଥିକ ସ୍ଥିତିକୁ ବହୁତ ଅସୁବିଧାରେ ପକେଇ ଦେଇଛି । ବିଶେଷ କରି ଯେତେବେଳେ ଦେଶରେ କରୋନା ପାଇଁ ଲକଡାଉନ ଚାଲିଥିଲା ସେହି ସମୟରେ ଅନେକ ଲୋକମାନଙ୍କର ଚାକିରୀ ପଳେଇ ଯାଇଛି । ଯେଉଁଥିପାଇଁ ସେମାନେ ନିଜର ଘର ଖର୍ଚ୍ଚ ଠିକସେ କରିପାରି ନାହାନ୍ତି । ତେବେ ଏହି ସମୟରେ କେତେକ ଲୋକମାନେ ଛୋଟ ମୋଟ କାମ କରିବା ଆରମ୍ଭ କରିଦେଇଥିଲେ । ଏହି ସମୟରେ ସମସ୍ତ ସ୍କୁଲ ମଧ୍ୟ ବନ୍ଦ ରହିଥିଲା ଏବଂ କେତେକ ସ୍ଥାନରେ କମ ସଂଖ୍ୟାରେ ଖୋଲିଛି ମଧ୍ୟ ।

ଏହି ସମୟରେ ସ୍କୁଲକୁ ନେଇଯାଉଥିବା ଲୋକ ବା ସ୍କୁଲ ବସ ଚଲିକରି ପିଲାମାନଙ୍କୁ ନେବା ଆଣିବା କରୁଥିବା ଡ୍ରାଇଭର ମଧ୍ୟ ଏବେକା ସମୟରେ ବେରୋଜଗାର ବସିଛନ୍ତି ।

ଜାମ୍ମୁ କାଶ୍ମିରର ଅଧମପୁରରେ ରହୁଥିବା ଜଣେ ସ୍କୁଲ ବସ ଡ୍ରାଇଭର ସରଦାର ଗୋରଖ ସିଂ ସ୍କୁଲ ବସ ଚଲିକରି ତାଙ୍କର ଗୁଜୁରାଣ ମେଣ୍ଟାଉଥିଲେ । ମାତ୍ର ଏହି କରୋନା ରପାଇଁ ସେହି ସମୟରେ ତାଙ୍କର ଚାକିରୀ ଚାଲିଗଲା , ତେବେ ଏହି ସମୟରେ ପରିବାର ଲୋକଙ୍କ ଚଲିବା ପାଇଁ ସେ ଅଟୋ ଶିଖିବା ବା ଚଲେଇବା ଆରମ୍ଭ କରିଦେଇଥିଲେ ।

ତେବେ ଏଥିରେ ତାଙ୍କର ଘରର ଖର୍ଚ୍ଚ ପୂରଣ ହେଉନଥିଲା , ସେହି ସମୟରେ ତାଙ୍କର ଦୁଇ ଜଣ ଝିଅ ବନଜିତ କର ଏବଂ ଦବିଦର କର ତାଙ୍କର ବାପାଙ୍କୁ ଏହା କହିଥିଲେ କି ବାପା ସେମାନଙ୍କୁ ଅଟୋ ଚଳାଇବା ଶିଖିଦେବେ , ଯାହା ପରେ କି ସେେମାନେ ମଧ୍ୟ ବାପାଙ୍କ ସହ ମିଶି ଘର ଖର୍ଚ୍ଚରେ ସାହାର୍ଯ୍ୟ କରିପାରିବେ ।

ଏବେ ଏହି ସମୟରେ ସେହି ଦୁଇ ଜଣ ଝିଅ ଅଟୋ ଚଲେଇ ସମାଜର ନିତିନିୟମ ଭାଙ୍ଗି ଦେଇ ଏକ ନୂତନ ପରିଚୟ ସୃଷ୍ଟି କରିଛନ୍ତି । 21 ବର୍ଷର ବନଜିତ କର ସୋକଡ ଇୟର ଷ୍ଟୁଡେଣ୍ଟ ଅଟନ୍ତି ସେ ନିଜର ପାର୍ଟ ଟାଇମ ଜବରେ ଅଟୋ ରିକ୍ସ ଚଳାନ୍ତି ।

 

 ସେ କହିଛନ୍ତି କି ଝିଅ ମାନଙ୍କୁ ପ୍ରତ୍ୟେକ ଅସୁବିଧାରେ ସଜାଗ ରହିବା ଆବଶ୍ୟକ । ସେ ଏହି ଅସୁବିଧା କାରଣରୁ ନିଜ ବାପାଙ୍କର ସମସ୍ୟାକୁ ଦୂର କରିବା ପାଇଁ ଅଟୋ ରିକ୍ସ ଚଳେଇବାକୁ ଲାଗିଲେ ।

ଝିଅ ମାନଙ୍କର ବାପା ସଦ୍ଦାର ଗୌରଖ ସିଂ କହିଛନ୍ତି କି ଆଜିର ସମାଜରେ ଝିଅ ମାନେ ପ୍ରତ୍ୟେକ ଫିଲ୍ଡରେ ତରକି କରୁଛନ୍ତି । ସେମାନେ ନିଜ ପସନ୍ଦ ଅନୁସାରେ ନିଜର କାମ ବାଛୁଛନ୍ତି ।ସୂଚନା ଯୋଗ୍ୟ କି ଆରଟିଏର ଆସିସଟାଣ୍ଟ ରେଜନାଲ ଟ୍ରାସଫର ଅପିସର ଏକ ଅଭିଯାନ କରିଛନ୍ତି ଯେଉଁଥିରେ ସେ ଝିଅ ମାନଙ୍କୁ ଡ୍ରାଇଭିଂ ଶିଖାଉଛନ୍ତି । ତାଙ୍କର ଅଭିଯାନର ନାମ ହେଉଛି ଝିଅ ମାନେ ମଧ୍ୟ ଡ୍ରାଇଭ କରିପାରନ୍ତି ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।