Odisha News Portal

IAS ପ୍ରଶ୍ନ – ଝିଅଙ୍କର କେଉଁ ଜିନିଷ ଗାଧୋଇବା ବେଳେ ଛୋଟ ହୋଇଯାଏ ? ଯାହାର ଉତ୍ତର ୯୯% ଲୋକ ଜାଣି ନାହାନ୍ତି, ଆପଣ କହି ପାରିବେ କି ଏହାର ଉତ୍ତର ?

ବନ୍ଧୁଗଣ ଯେଉଁ ପ୍ରଶ୍ନ ଆମେ ଆଜି ଆପଣ ଙ୍କ ନିକଟରେ ଅବଗତ କରିବୁ ତାହା ଟେଷ୍ଟ କିମ୍ବା ଇନଣ୍ଟରଭ୍ୟୁରେ ପଚାରାଯାଏ। ପ୍ରଶ୍ନର ଉତ୍ତର ବହୁତ ସରଳିଆ ଆପଣ କେବଳ ଟିକେ ମାଇଣ୍ଡ ଖଟିଲେ ଏହାର ଉତ୍ତର ମଜାଳିଆ ହେବ।ଯଦି ଏହାକୁ ସକାରାତ୍ମକ ବିଚାର ରେ ଦେଖିବେ ତେବେ ଏହାର ଉତ୍ତର ଆପଣଙ୍କୁ ନିଶ୍ଚିତ ହସେଇ ହସେଇ ବେଦମ୍ କରିଦେବ। ଆମେ ଆପଣଙ୍କ ପାଇଁ ଏମିତି କିଛି ଫନୀ ବା କୌତୁକିଆ ପ୍ରଶ୍ନ ନେଇ ଆସିଚୁ ଯାହା ଶୁଣିଲେ ଆପଣ ମାନେ ଖୁସି ହୋଇଯିବେ ଏବଂ ହସି ହସି ଗଡିଯିବେ।

ପ୍ରଶ୍ନ ୧- ତାହା କଣ ଯାହା ଅନ୍ୟକୁ ଦେଇ ହୁଏ କିନ୍ତୁ ଫେରସ୍ତ ନେଇ ହୁଏ ନାହିଁ?
ଉତ୍ତର- ଜ୍ଞାନ। ଯାହା କେବେ କାହା ପାଖରୁ ଫେରେଇ ନେଇ ହୁଏ ନାହିଁ।

ପ୍ରଶ୍ନ ୨- କୁହନ୍ତୁ ଦେଖିବା, ତାହା କଣ ଅଟେ, ଯାହା ମରିବା ପର୍ଯ୍ୟନ୍ତ ଆମର ପିଛା ଛାଡେ ନାହିଁ?
ଉତ୍ତର- ନିଜର ଛାଇ।

ପ୍ରଶ୍ନ ୩- ଲୋକ ମାନେ ମୋତେ ଖାଇବା ପାଇଁ କିଣି ଥାଆନ୍ତି, କିନ୍ତୁ ମୋତେ ଖାଇ ନଥାନ୍ତି, ମୁଁ କିଏ?
ଉତ୍ତର- ଏହାର ଉତ୍ତର ହେଉଛି ଚାମଚ୍।

ପ୍ରଶ୍ନ ୪- ୧୦ ଟଙ୍କାରେ ଏମିତି କଣ କିଣିବା ଯାହା ଦ୍ଵାରା ପୂରା କୋଠରୀ ଭରି ଯିବ?
ଉତ୍ତର- ଦିଆସିଲି ଓ ମହମବତୀ। ଦିଆସିଲି ଦ୍ବାରା ମହମବତୀ ଜଳିଲେ ପୂରା କୋଠରୀ ଆଲୁଅ ରେ ଭରି ଯାଇଥାଏ।

ପ୍ରଶ୍ନ ୫- ଯଦି ୩ଟି କୁକୁଡ଼ା ୩ ଦିନରେ ୩ ଟି ଅଣ୍ଡା ଦିଅନ୍ତି, ତେବେ ୩୦୦ ଟି କୁକୁଡ଼ା ୩ ଦିନରେ କେତୋଟି ଅଣ୍ଡା ଦେବେ?
ଉତ୍ତର- ୩୦୦ଟି। କାରଣ ଗୋଟିଏ କୁକୁଡ଼ା ଗୋଟିଏ ଦିନରେ ଗୋଟିଏ ଅଣ୍ଡା ଦେଲେ, ୩୦୦ ଟି କୁକୁଡ଼ା ୩ ଦିନରେ ୩୦୦ଟି ଅଣ୍ଡା ଦେବେ।

ପ୍ରଶ୍ନ ୬- ଦୁଇଜଣ ପୁଅ ଓ ଦୁଇଜଣ ବାପା ସର୍କସ୍ ଦେଖିବାକୁ ଗଲେ। ସେମାନଙ୍କ ପାଖରେ ୩ଟି ଟିକେଟ ଥିଲା, ତଥାପି ସେମାନେ ସମସ୍ତେ ସର୍କସ ଦେଖିଲେ, କିପରି?
ଉତ୍ତର- କାରଣ ସେମାନେ ୩ ଜଣ ଥିଲେ। ଜଣେ ବୃଦ୍ଧ ଲୋକ, ତାର ପୁଅ ଏବଂ ନାତି।

ପ୍ରଶ୍ନ ୭- ଆଫ୍ରିକାରେ ଜଣେ ପିଲା ଜନ୍ମ ନେଲା। ତେବେ କୁହନ୍ତୁ ତାର ଦାନ୍ତର ରଙ୍ଗ କଣ ହୋଇଥିବ?
ଉତ୍ତର- ଜନ୍ମ ହେବା ମାତ୍ରେ ତାର ଦାନ୍ତ ଉଠି ନଥିବ।

ପ୍ରଶ୍ନ ୮- ଝିଅଙ୍କର କେଉଁ ଜିନିଷ ଗାଧୋଇବା ବେଳେ ଛୋଟ ହୋଇଯାଏ ?
ଉତ୍ତରର – ସାବୁନ

ପ୍ରଶ୍ନ ୯- ଜଣେ ଝିଅ କଲେଜ୍ ରେ ନୂଆ ଆଡ଼ମିଶନ କଲେ।ସମସ୍ତେ ତାଙ୍କର ନାମ ଜାଣିବାକୁ ଚାହିଁଲେ। ତେଣୁ ସେ ବ୍ଲାକ୍ ବୋର୍ଡରେ ଲେଖିଦେଲେ (୧୨.୦୧.୨୦୦୧)। ତେବେ ତାଙ୍କର ନାମ କଣ?
ଉତ୍ତର- ଲତା (lata) କାରଣ ଇଂରାଜୀ ବର୍ଣ୍ଣମାଳା ରେ ୧୨ ନମ୍ୱର୍ ସ୍ଥାନରେ L ଅଛି ,୦୧=A ,୨୦=T,୦୧= A

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।