Odisha News Portal

ଝିଅ ବାହାଘରରେ ସରକାର ଦେଉଛନ୍ତି ୧୦ ଗ୍ରାମର ସୁନା ଉପହାର, ଆପଣ ବି ଉଠାଇ ପାରିବେ ଏହାର ଫାଇଦା । ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…..

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ହିଁ ବଡ କଥା ବିଷୟରେ କହିବୁ , ଯାହା ଶୁଣିଲେ ଆପଣ ମାନେ ବହୁତ ଖୁସି ହୋଇଯିବେ । ତେବେ କଥାଟି ହେଉଛି କି ଏବେ ଢିଅ ବିବାହ ପାଇଁ ରହିବ ନାହିଁ ଟେନସନ , ବହୁତ ଆରାମରେ କରିପାରିବେ ଝିଅ ବିବାହ । ପ୍ରଧାନ ମନ୍ତ୍ରୀ ଏବେ ଜିଅ ବିବାହକୁ ନେଇ କରି କରିଛନ୍ତି ଏକ ଖୁଲାସା , ଯେଉଁଥିରେ ଆପଣ ମାନଙ୍କୁ ଝିଅ ବିବାହ କଲେ ମିଳିବ 10 ଗ୍ରାମର ସୁନା । ଆପଣ ମାନେ ଜାଣିଛନ୍ତି ଝିଅ ମାନଙ୍କ ବିକାଶ ସହିତ ସୁରକ୍ଷିତ ଭବିଷ୍ୟତ ଏବଂ ସେମାନଙ୍କ ଅଧିକାରର ରକ୍ଷା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ସମୟରେ କେତେକ ଭିନ୍ନ ଭିନ୍ନ ଯୋଜନା ମାନ ଜାରି କରା ଯାଇଥାଏ ।

ଶିକ୍ଷାଠାରୁ ଆରମ୍ଭ କରି ଝିଅ ମାନଙ୍କ ଜୀବନ ଧାରଣ ରେ ଯେକୌଣସି ମୁହୂର୍ତ୍ତ ପର୍ଯ୍ୟନ୍ତ ସରକାରୀ ସ୍କିମର ଫାଇଦା ମିଳିବାରେ ଲାଗିଛି । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ ନଥିବା କନ୍ୟା ସନ୍ତାନ ମାନଙ୍କର ପିତାମାତାଙ୍କୁ ସୁବିଧା ଯୋଗାଇ ଦେବା।ପ୍ରତ୍ୟେକ ଝିଅଙ୍କୁ ଏହି ଉପହାର ସରକାର ଦେବାକୁ ଯାଉଛନ୍ତି ।

ତେବେ ଏଥିପାଇଁ ମଧ୍ୟ କିଛି ସର୍ତ୍ତାବଳୀ ରହିଛି , ଯଦି ଆପଣ ମାନେ ସେହି ସର୍ତ୍ତାବଳୀ ଅନୁସାରେ ନିୟମରେ ଅଛନ୍ତି ତେବେ ଆପଣ ମାନଙ୍କୁ ଏହି ସୁବିଧା ପ୍ରାପ୍ତ ହେବ ନହେଲେ ଏହି ସୁବିଦାର ଲାଭ ଆପଣ ମାନେ ଉଠାଇ ପାରିବେ ନାହିଁ । ତେବେ ଆସନ୍ତୁ ଜାଣିବା କି କଣ ରହିଛି ସେହି ସର୍ତ୍ତାବଳୀ ଯାହା ଦ୍ୱାରା ଆପଣ ମାନେ ସେହି ଯୋଜନାର ଲାଭ ଉଟାଇ ପାରିବେ । 

1–ଗୋଟିଏ ପରିବାରରେ ଦୁଇଠି ଝିଅ ରହିଥିଲେ ସେହି ପରିବାରକୁ ଏହି ଯୋଜନାର ଲାଭ ମିଳିବ ନହେଲେ ମିଲିପାରିବ ନାହିଁ । ଏହା ସହ ଯଦି ବରର 21 ବର୍ଷ ଏବଂ କନ୍ୟାର ବୟସ 18 ବର୍ଷ ପୂରଣ ହୋଇଥିବ ତେବେ ସେମାନଙ୍କୁ ଏହି ଯୋଜନାର ଲାଭ ମିଳିବ ।

2–ଏହି ୟୋଜନାର ଲାଭ ଉଠାଇବା ପାଇଁ ଆପଣଙ୍କର ବାର୍ଷିକ ଆୟ 5 ଲକ୍ଷ ଟଙ୍କାରୁ କମ ହେବା ଆବଶ୍ୟକ ।

3–ଏହାଛଡା ଏହି ଯୋଜନା ରେ ଲାଭ ପାଇବା ପାଇଁ ସ୍ୱତନ୍ତ୍ର ବିବାହ ଅଧିନିୟମ ୧୯୫୪ ଅନୁଯାୟୀ ବିବାହ ପଞ୍ଜିକୃତ ହୋଇଥିବା ଦରକାର୍ ଏବଂ ପଞ୍ଜୀକରଣ ଦିନ ଝିଅକୁ ଏହି ଯୋଜନା ପାଇଁ ଆବେଦନ କରିବା ଦରକାର୍। କାରଣ ଏହା ବିବାହ ପଞ୍ଜିକରଣ କରୁଥିବା ମହିଳାଙ୍କ ଅଧିକାରକୁ ସୁରକ୍ଷା ଦେଇଥାଏ।

4–ଏହି ଯୋଜନା କେବଳ ସେହି ସଂପ୍ରଦାୟର ଝିଅ ମାନଙ୍କ ପାଇଁ ଉପଲବ୍ଧ ଯେଉଁ ମାନଙ୍କ ପାଖରେ ଏପରି ଏକ ପ୍ରଥା ରହିଥିବ ।

5–ତେବେ ଏହି ଯୋଜନା ଆପଣ ମାନଙ୍କୁ କେବଳ ଝିଅର ପ୍ରଥମ ବିବାହରେ ହିଁ ମିଳିବ , ଦ୍ୱିତୀୟ ବିବାହରେ ଏହି ୟୋଜନାର ଉପଲବ୍ଧ ହେବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।