ତେବେ ଆପଣ ମାନେ ଜାଣିଥିବେ କି ଆମ ଓଡିଶା ସହିତ ଆମ ଭାରତ ଓ ପୃଥିବୀ ବିଷୟରେ ଜାଣିବା ଆମର ନିହାତି ଆବଶ୍ୟକ ଥାଏ | ତେବେ କେତେ ଗୁଡିଏ କଥା ଏମିତି ରହିଛି ଯାହା ବିଷୟରେ ଆମେ ମାନି ଜାଣି ନ ଥାଉ | ଆଉ ସେଥିପାଇଁ କୁହାଯାଏ କି କେବଳ ପୁସ୍ତକ ଗତ ବିଦ୍ୟା ଯେ ଆମର ସାଧାରଣ ଜ୍ଞାନ କୁ ବଢ଼ାଇଥାଏ ତାହା ନୁହଁ ଆମର ଜ୍ଞାନ କୁ ବଢ଼ାଇବା ପାଇଁ ହେଲେ ଆମର ସାଧାରଣ ଜ୍ଞାନ କୁ ବଢାଇବା ପାଇଁ ପଡିବ ବୋଲି କୁହାଯାଉଛି |ତେବେ ଆଜି ଆମେ ଆଲୋଚନା କରିବାକୁ ଯାଉଛି ଆମର IAS ପରୀକ୍ଷା ରେ ପଡୁଥିବା କେତେକ ସାଧାରଣ ଜ୍ଞାନ ଜନିତ ପ୍ରଶ୍ନ ଉତ୍ତର ବିଷୟରେ, ତେବେ ଆସନ୍ତୁ ସେ ବିଷୟରେ ଜାଣିବା |
ପ୍ରଶ୍ନ 1:- କେଉଁ ରାଜ୍ୟରେ ହାମ୍ପି ନୃତ୍ୟ ଉତ୍ସବ ପାଳନ କରାଯାଇଥାଏ?
ଉତ୍ତର :-କର୍ଣ୍ଣାଟକ
ପ୍ରଶ୍ନ 2:-ଭାରତର ପ୍ରତି ବର୍ଷ ରାଷ୍ଟ୍ରୀୟ ବିଜ୍ଞାନ ଦିବସ କେବେ ପାଳନ କରାଯାଏ?
ଉତ୍ତର :-ଫେବୃଆରୀ 28
ପ୍ରଶ୍ନ 3:-ଯୌନ ଧର୍ମ ର ହାତ ରେ ଏକଚକ୍ର ଥିଲା ହାତ ଦ୍ୱାରା କଣ ଚିହିଁତ କରାଯାଇଥାଏ?
ଉତ୍ତର :-ଅହିଂସା
ପ୍ରଶ୍ନ 4:-ମହାତ୍ମା ଗାନ୍ଧୀ ଙ୍କର ମାତା ଙ୍କର ନାମ କଣ?
ଉତ୍ତର :-ପୁତୁଲି ବାଇ
ପ୍ରଶ୍ନ 5:-କାହାର ପ୍ରୟୋଗ ଶିରୋକା ପ୍ରସ୍ତୁତ ପାଇଁ ବ୍ୟବହାର କରାଯାଇଥାଏ?
ଉତ୍ତର :-ଏସିଟିକ ଏସିଡ
ପ୍ରଶ୍ନ 6:-ଭାରତର ସବୁଠାରୁ ବଡ଼ କ୍ରିକେଟ ମୋଇଦାନ ର ନାମ ବଦଳାଇକି କଣ କରାଯାଇଛି?
ଉତ୍ତର :-ନରେନ୍ଦ୍ର ମୋଦି ଷ୍ଟାଡିୟମ
ପ୍ରଶ୍ନ 7:-କେଉଁ ଋତୁ ରେ ଆମ୍ଭ କୁ ଅଧିକ ବସ୍ତ୍ର ର ଆବଶ୍ୟକତା ରହିଛି?
ଉତ୍ତର :- ଶୀତ ଋତୁ ରେ
ପ୍ରଶ୍ନ 8:-ବିଶ୍ୱ ର ସବୁଠାରୁ ବଡ଼ କଦଳୀ ଉତ୍ପାଦକ କିଏ?
ଉତ୍ତର :ନେଦରଲ୍ୟାଣ୍ଡ
ପ୍ରଶ୍ନ 9:-ଆତଙ୍କବାଦୀ ବିରୋଧୀ ଦିବସ କେବେ ପାଳନ କରାଯାଏ?
ଉତ୍ତର :-21ମେ
ପ୍ରଶ୍ନ -10:-ଲୋକ ସଭା ର ପ୍ରାଥୀ ନିମନ୍ତେ ସର୍ବ ନିମ୍ନ ବୟସ କେତେ?
ଉତ୍ତର :- 25
ପ୍ରଶ୍ନ 11:- ଭାରତର ସବୁଠାରୁ ବଡ଼ ଜିଲ୍ଲା କେଉଁଠି?
ଉତ୍ତର :-କଛ
ପ୍ରଶ୍ନ 12:-ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ସର୍ବ ପ୍ରଥମେ କାହାକୁ ଦିଆ ଯାଇଥିଲା?
ଉତ୍ତର :-ବିଶ୍ୱ ନାଥନ ଆନନ୍ଦ
ପ୍ରଶ୍ନ -13:-ଝିଅ ମାନଙ୍କର କେଉଁ ଜିନିଷ ପ୍ରତି ଦୁଇ ମାସ ରେ ବଦଳି ଥାଏ?
ଉତ୍ତର :-ଆଇବ୍ରୋ
ତେବେ ଏହା ଥିଲା ଆମ IAS ପରୀକ୍ଷା ରେ ପଢ଼ୁଥିବା ସାଧାରଣ ଜ୍ଞାନ ସମ୍ବଧୀୟ ପ୍ରଶ୍ନ ଉତ୍ତର ଯାହା ଆମର ସାଧାରଣ ଜ୍ଞାନ ର ବିକାଶ କରିଥାଏ ଓ ଆମେ ଅନେକ କଥା ମଧ୍ୟ ଶିଖିବାକୁ ପାଇଥାଉ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।