Odisha News Portal

ଝିଅ ମାନେ କେତେ ସମୟ ଶାରିରୀକ ସଂପର୍କ ରଖିବା ପାଇଁ ଇଚ୍ଛା କରନ୍ତି ! 99 % ପ୍ରତିଶତ ଲୋକ ଜାଣି ନାହାଁନ୍ତି….

ଆଜି ଆମେ ଆପଣ ମାନଙ୍କୁ କହିବୁ କି ଝିଅ ମାନେ କେତେ ସମୟ ପର୍ଯ୍ୟନ୍ତ ଶାରିରୀକ ସଂପର୍କ ରଖିବା ପାଇଁ ପସନ୍ଦ କରନ୍ତି । ସାଧାରଣ ମହିଳା ମାନେ ଏହି କଥାକୁ ନେଇ ଚିନ୍ତାରେ ପଡିଯାଆନ୍ତି କି କାରଣ ତାଙ୍କର ପୁରୁଷ ସାଥି ସେମାନଙ୍କ ପାଇଁ ଅଧିକ ସମୟ ଦେଇପାରନ୍ତି ନାହିଁ । ତେଣୁ ଏହି କାରଣ ପାଇଁ ଉଭୟ ପୁରୁଷ ଏବଂ ମହିଳା ମାନେ ଚିନ୍ତାରେ ପଡିଥାନ୍ତି । ଯାହା ଫଳରେ କି ମହିଳା ମାନେ ଅନ୍ତରଙ୍ଗ ମୂହୂର୍ତ୍ତର ସୁଖ ପାଇ ପାରନ୍ତି ନାହିଁ ବା ଅନୁଭବ କରିପାରନ୍ତି ନାହିଁ । ଆପଣ ମାନେ ଏହା ଜାଣିରଖିବା ନିତାନ୍ତ ଜରୁରୀ କି କେତେ ସମୟ ପର୍ଯ୍ୟନ୍ତ ଶାରିରୀକ ସଂପର୍କ ରଖିବା ଉଚିତ ।

ତେବେ ଶାରିରୀକ ସଂପର୍କ ରଖିବା ପୂର୍ବରୁ ଲୋକମାନେ ଏହି ବିଷୟରେ କମ କଥା କହିଥାନ୍ତି । ଏହା ସହିତ ଏହି ସମସ୍ତ କାରଣ ବିଷୟରେ ସମସ୍ତେ ଅବଗତ ନୁହନ୍ତି । ଯେଉଁଥିପାଇଁ କି ଏକ ସର୍ଭେ କରାଯାଇଥିଲା । ଏହି ସର୍ଭେରେ ୟୁକେ , ଆମେରିକା , ୟୁଏସେ ର ଚାରି ହଜାର ପୁରୁଷ ଏବଂ ମହିଳା ମାନଙ୍କୁ ସାମିଲ କରାଯାଇଥିଲା । ସର୍ଭେର ଉଦ୍ଦେଶ୍ୟ ଥିଲା ଜନ ସଂପର୍କ ବିଷୟରେ ଜାଣିବା ଓ ଅଧିକ ତତ୍ତ୍ୱ ଲୋକ ଲୋଚନକୁ ଆଣିବା ।

ତେବେ ଏହି ସର୍ଭେରେ ପୁରୁଷ ଏବଂ ମହିଲା ମାନଙ୍କର ବୟସ 18 ରଖା ଯାଇଥିଲା ।ସେମାନଙ୍କୁ 2 ଟି ପ୍ରଶ୍ନ କରାଯାଇଥିଲା । ପ୍ରଥମ ପ୍ରଶ୍ନ ତିଲା କି ସେମାନେ କେତେ ସମୟ ପର୍ଯ୍ୟନ୍ତ ଶାରିରୀକ ସଂପର୍କ ରଖିପାରିବେ । ଏହା ସହିତ ଦ୍ୱିତୀୟ ପ୍ରଶ୍ନ ଏହା ଥିଲା କି ଏହି କାମରେ ଶାନ୍ତି ପାଇବା ପାଇଁ ସେମାନଙ୍କୁ କେତେ ସମୟ ଦରକାର । ତେବେ ଏହି ସର୍ଭେରେ ସାମିଲ ଥିବା ମହିଳା ମାନେ ସେମାନଙ୍କର ଉତ୍ତର ରଖିଥିଲେ ।

ମହିଳା ମାନେ କହିଥିଲେ କି 25 ମିନିଟ 51 ସେକେଣ୍ଡ ଦରକାର ବୋଲି କହିଥିଲେ । ଏତିକି ସମୟ ଶାରିରୀକ ସଂପର୍କ ରଖିବା ଦ୍ୱାରା ସେମାନେ ଚରମ ତୃପ୍ତି ଅନୁଭବ କରିପାରନ୍ତି । ପୁରୁଷ ମାନଙ୍କ କହିବା ଅନୁସାରେ ଏହି ସମୟ 24 ମିନିଟ 43 ସେକେଣ୍ଡ ହେବା ଦରକାର । ଏହି କଥାରେ ମହିଳା ମାନେ କହିଥିଲେ କି ତାଙ୍କର ପାଟନର ପ୍ରାୟତଃ 11 ରୁ 12 ମିନିଟ ସେମାନଙ୍କ ସହ ସଂପର୍କ ସ୍ଥାପନ କରିଥାନ୍ତି । ଏଥିରେ ଅନ୍ୟ ଏକ କଥା ସାମ୍ନାକୁ ଆସିଥିଲା କି ଏଥିରେ ବୟସ ଏବଂ ଅଭିଜ୍ଞତାର କଥା ମଧ୍ୟ ଆସିଥାଏ ।

ଅନଭିଜ୍ଞ ଥିବା ମହିଳା ମାନଙ୍କୁ ଶାନ୍ତି ପାଇବା ପାଇଁ 5 ରୁ 6 ମିନିଟ ଲାଗୁଥିବା ବେଳେ ଅଭିଜ୍ଞ ମହିଳା ମାନଙ୍କୁ 11 ରୁ 14 ମିନିଟ ଲାଗୁଥିଲା । ଶାରିରୀକ ସଂପର୍କ ରଖିବା ପାଇଁ ମହିଳା ଏବଂ ପୁରୁଷ ମାନଙ୍କର ପସନ୍ଦ ଭିନ୍ନ ଭିନ୍ନ ହୋଇଥାଏ । ପୁରୁଷ ମାନଙ୍କୁ ସଂପର୍କ ରଖିବା ପାଇଁ ରାତି ସମୟ ଭଲ ଲାଗୁଥିବା ବେଳେ ମହିଳା ମାନଙ୍କୁ ଏହି ସମୟରେ କ୍ଲାନ୍ତ ଅନୁଭବ ହୁଏ । ମହିଳା ମାନେ ଭୋର 3 ରୁ 6 ଭିତରେ ଏହି ସଂପର୍କ ରକିବା ପାଇଁ ଚାହିଁଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।