Odisha News Portal

ମଜାଳିଆ ପ୍ରଶ୍ନ – ଝିଅ ମାନଙ୍କର କେଉଁ ନରମ ଜିନିଷ ସମସ୍ତେ ଖାଆନ୍ତି ? ଯାହାର ଉତ୍ତର 99 % ଲୋକଙ୍କୁ ଜଣା ନାହିଁ , ସାହାସ ଅଛି ତ ଉତ୍ତର ଦିଅ…

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।

ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଆଜି ଆମେ ଆପଣଙ୍କୁ IAS ପରୀକ୍ଷା ଇଣ୍ଟରଭୁ ପରୀକ୍ଷା ରେ ପଚାରା ଯାଇଥିବା କେତୋଟି ଚତୁର ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ଆଜିକାଲିର ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା ଚତୁର ପ୍ରଶ୍ନ;

(୧) ପ୍ରଶ୍ନ:- ଝିଅ ମାନଙ୍କର କେଉଁ ଜିନିଷ ଖାଇବାକୁ ବହୁତ ନରମ ଲାଗେ ?
ଉତ୍ତର : ଲେଡି ଫିଙ୍ଗର।

(୨) ପ୍ରଶ୍ନ :- ଓଠରେ ଓଠ ମିଶିଲେ କଣ ହୁଏ ?
ଉତ୍ତର: ପାଟି ବନ୍ଦ ହୋଇଯାଏ ।

(୩) ପ୍ରଶ୍ନ:- ଏମିତି କେଉଁ ଜିନିଷ ଝିଅ ମାନଙ୍କର ଆଗରେ ଥାଏ କିନ୍ତୁ ଗାଈ ମାନଙ୍କର ପଛରେ ଥାଏ ?
ଉତ୍ତର: W।

(4) ପ୍ରଶ୍ନ:- ଏମିତି କେଉଁ ଜିନିଷ ଦିନରେ କରିବା ଠାରୁ ରାତିରେ ବିଛଣାରେ କରିବାକୁ ଭଲ ଲାଗେ ?
ଉତ୍ତର: ଶୋଇବାକୁ।

(୫) ପ୍ରଶ୍ନ:- ଏମିତି କେଉଁ ଫଳ ସମସ୍ତେ ମିଠା ବୋଲି କହନ୍ତି କିନ୍ତୁ କେହି ଖାଇ ନାହାଁନ୍ତି ?
ଉତ୍ତର: ଧର୍ମର ଫଳ।

(୬) ପ୍ରଶ୍ନ:- ପୃଥିବୀରେ କେଉଁ ଜୀବ ଅଛି ତାହାର କ୍ଷୀର ପିଇଲେ ନିଶା ହୋଇଯାଏ ?
ଉତ୍ତର: ହାତୀର।

(୭) ପ୍ରଶ୍ନ:- ଏମିତି କେଉଁ ଜିନିଷ ଅଛି ଯାହା ସ୍ତ୍ରୀ ସମସ୍ତଙ୍କ ସାମ୍ନାରେ ପିନ୍ଧି ପାରିବ, ହେଲେ ସ୍ୱାମୀ ସମ୍ନାରେ ପିନ୍ଧି ପାରିବ ନାହିଁ
ଉତ୍ତର: ବିଧବା ।

(୮) ପ୍ରଶ୍ନ:- ଏମିତି କେଉଁ ଡ୍ରାଇଭର ଅଛନ୍ତି ଯାହାର ଲାଇସେନ୍ସ ଦରକାର ପଡେ ନାହିଁ ?
ଉତ୍ତର: ସ୍କ୍ରୁ ଡ୍ରାଇଭର।

(୯) ପ୍ରଶ୍ନ:- ଇଂରାଜୀର କେଉଁ ଅକ୍ଷର ରେ ବହୁତ ପାଣି ଅଛି ?
ଉତ୍ତର: ସମୁଦ୍ର (Sea) ।

(10) ପ୍ରଶ୍ନ:- ଯାହା ରିୟଲ ନୁହେଁ ତାକୁ ଆମେ କଣ କହିବା ?
ଉତ୍ତର: ନା ରିୟଲ (ନଡ଼ିଆ) ।

(୧୧) ପ୍ରଶ୍ନ:- Six କାହିଁକି Seven କୁ ଭୟ କରେ ?
ଉତ୍ତର: କାରଣ ଜଣେ ବ୍ୟକ୍ତି କହିଲା Seven eight nine ତାକୁ ଶୁଭାଗଲା Seven ate Nine।

(୧୨) ପ୍ରଶ୍ନ:- ଲୋକ ମାନେ କାହିଁକି ସୁନାର ପାଉଁଜି ବନାନ୍ତି ନାହିଁ ?
ଉତ୍ତର: କାରଣ ଅଧିକ ଖର୍ଚ୍ଚ ହୁଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।