ଯେକୌଣସି କମ୍ପିଟେଟିଭ ପରିକ୍ଷାରେ ସାଧାରଣ ଜ୍ଞାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ କାରଣ ଜଣେ ଶିକ୍ଷିତ ବ୍ୟକ୍ତି କୌଣସିବି କମ୍ପିଟେଟିଭ ପରିକ୍ଷାର ଫେସ କଲେ ତାକୁ ପ୍ରଥମେ ସାଧାରଣ ଜ୍ଞାନ ସମ୍ୱନ୍ଧୀୟ ପ୍ରଶ୍ନ ଗୁଡିକର ସାମ୍ନା କରିବାକୁ ପଡିଥିଏ । କିନ୍ତୁ ଅଧିକାଂଶ ପିଲା ଏହି ସବୁ ପ୍ରଶ୍ନର ଉତ୍ତର ଦେଇ ପାରନ୍ତି ନାହିଁ ଫଳରେ ସେମାନେ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରନ୍ତି ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ମଜାଳିଆ ପ୍ରଶ୍ନ ରହିଛି ଯାହାର ଉତ୍ତର ଅଧିକାଂଶ ଲୋକଙ୍କୁ ଜଣାନାହିଁ । ତେବେ ଆସନ୍ତୁ ଜାଣିବା କେତେକ ମଜାଳିଆ ପ୍ରଶ୍ନ ସହ ଉତ୍ତର ସମ୍ପର୍କରେ ।
1 ସେ କିଏ ଯାହାର ଡେଣା ନଥିଲେ ମଧ୍ୟ ଜନ୍ମ ହେବା ପରେ ସାଙ୍ଗେ ସାଙ୍ଗେ ଉଡିଥାଏ ?
ଉତ୍ତର – ଧୂଆଁ ।
2 ତାହା କେଉଁ ଶବ୍ଦ ଯାହାକୁ ଆମେ ଲେଖିଥାଉ କିନ୍ତୁ ପଢିପାରୁ ନାହିଁ ?
ଉତ୍ତର – ନାହିଁ ।
3 ତାହା କଣ ଯାହା ଭାଇ ପାଖରେ ଦୁଇଟି ଏବଂ ଭଉଣୀ ପାଖରେ ତିନୋଟି ଅଛି ?
ଉତ୍ତର – ଅକ୍ଷର ।
4 ତାହା କଣ ଯିଏ ଭାଙ୍ଗିଗଲା ପରେ ସମସ୍ତେ ଖୁସୀ ହୁଅନ୍ତି ?
ଉତ୍ତର – ରେକର୍ଡ ।
5 କବାଟ ପଡିଲେ ଦିନ ବି ଅନ୍ଧାର କବାଟ ଖୋଲିଲେ ପୃଥିବୀ ସୁନ୍ଦର ?
ଉତ୍ତର – ଆଖି ।
6 ଝିଅ ମାନଙ୍କର କେଉଁଠି ଆଙ୍ଗୁଠି ପୁରେଇଲେ ପାଣି ବାହାରେ ?
ଉତ୍ତର – ଆଖି ।
7 ଝିଅ ମାନଙ୍କର କେଉଁ ଜିନିଷ ଗାଧୋଇଲା ପରେ ବି ଓଦା ହୁଏ ନାହିଁ ?
ଉତ୍ତର – ଛାଇ ।
8 ଆପଣଙ୍କର କେଉଁ ଶବ୍ଦ ଯାହାକି ଆପଣଙ୍କ ଛଡା କେହି ବି ଶୁଣି ପାରିବେ ନାହିଁ ?
ଉତ୍ତର – ଘୁଙ୍ଘୁଡି ।
9 ଏମିତି କଣ ଯାହା ନାମ ଶୁଣି ସମସ୍ତେ ଡରନ୍ତି ପୁଣି ତା ପାଇଁ ଦିନରାତି ପରିଶ୍ରମ କରନ୍ତି ?
ଉତ୍ତର – ପରୀକ୍ଷା ।
10 ତାହା କେଉଁ ଜିନିଷ ଯାହା ନମିଳିଲେ ପୁଅମାନେ ହାତରେ କାମ ଚଲେଇ ଦିଅନ୍ତି ?
ଉତ୍ତର – ଚାମଚ ।
11 ଝିଅଟି କେଉଁ ଲମ୍ୱା ଜିନିଷକୁ ହାତରେ ଧରି ଗାତରେ ପୁରାଏ ?
ଉତ୍ତର – ପାଟିରେ କଦଳୀ ।
12 କେଉଁ ଜିନିଷ ସ୍ତ୍ରୀ ସ୍ୱାମୀର ଦେଖିପାରିବ କିନ୍ତୁ ଶଶୁର ର ନୁହେଁ ?
ଉତ୍ତର – ବାହାଘର ।
13 ଝିଅମାନେ ମଟର ସାଇକେଲରେ ଗୋଟିଏ ପଟକୁ ଗୋଡ ଦେଇ କାହିଁକି ବସନ୍ତି ?
ଉତ୍ତର – ଭାରତୀୟ ପୋଷାକ ଏବଂ ସଂସ୍କୃତି ସେଇପରି ହୋଇଥିବାରୁ ।
14 ମହାକାଶକୁ ଯାଇଥିବା ପ୍ରଥମ ପ୍ରାଣୀ କିଏ ?
ଉତ୍ତର – କୁକୁର ।
15 କେଉଁ ଦେଶରେ ସନ୍ତାନ ଜନ୍ମ ହୋଇ ସାରିଲା ପରେ ନିଲାମ କରାଯାଏ ?
ଉତ୍ତର – ସିଂହାପୁର ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।