Odisha News Portal

ias interview Question – ଝିଅ ମାନଙ୍କର କେଉଁ ଜିନିଷକୁ ଚାଟିବା ଦ୍ୱାରା ତାହା ନାଲି ପଡ଼ିଯାଏ ? ଝିଅଟିର ଉତ୍ତର ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବନ୍ଧୁଗଣ ଆପଣ ଜାଣିଛନ୍ତି କିଛି ପ୍ରଶ୍ନ ଏମିତି ଥାଏ ଯାହାର ଦୁଇ ପ୍ରକାର ଅର୍ଥ ରହିଥାଏ। ସେଥିପାଇଁ ଏହାକୁ ଡବଲ ମିନିଙ୍ଗ ପ୍ରଶ୍ନ ବୋଲି ମଧ୍ୟ କୁହାଯାଏ। ତେବେ ଯଦିଓ ଏହା ଡବଲ ମିନିଙ୍ଗ ର ପ୍ରଶ୍ନ ଅଟେ କିନ୍ତୁ ଆପଣ ଯଦି ଏହାକୁ ସକାରାତ୍ମକ ବିଚାର ରେ ଦେଖିବେ ତେବେ ଏହାର ଉତ୍ତର ଆପଣଙ୍କୁ ନିଶ୍ଚିତ ହସେଇ ହସେଇ ବେଦମ୍ କରିଦେବ। ଏହି ସବୁ ପ୍ରଶ୍ନର ଉତ୍ତର ମଧ୍ୟ ଭିନ୍ନ ପ୍ରକାରର ହୋଇଥାଏ।ତେବେ କିଛି ଏମିତି ମଜାଳିଆ ପ୍ରଶ୍ନ ରହିଥାଏ ଯାହା ଡବଲ ମିନିଙ୍ଗ ଭଳି ହୋଇଥିବାରୁ ମଜାରେ ସାଙ୍ଗମାନେ ଏମିତି ପ୍ରଶ୍ନ ଆମକୁ ପଚାରି ଥାଆନ୍ତି। ସେହିଭଳି ଆମେ ଆପଣଙ୍କ ପାଇଁ ଏମିତି କିଛି ଫନୀ ବା କୌତୁକିଆ ପ୍ରଶ୍ନ ନେଇ ଆସିଚୁ ଯାହା ଶୁଣିଲେ ଆପଣ ମାନେ ଖୁସି ହୋଇଯିବେ ଏବଂ ହସି ହସି ଗଡିଯିବେ।

ଆପଣମାନେ ବିଭିନ୍ନ ପ୍ରକାର କମେଡି ଶୋ ବା ଯୋକ୍ସ ପଢି ହସିବାର ମଉକା ନେଉଥିବେ। ସେହିଭଳି ଭାବରେ ଆମେ ଆପଣଙ୍କ ପାଇଁ ଆଜି ନେଇ ଆସିଛୁ କିଛି ଏମିତି ଜୋକ୍ସ ଭଳି ପ୍ରଶ୍ନ ଯାହାକୁ ପଢ଼ିଲେ ଆପଣ ହସି ହସି ଗଡ଼ିଯିବେ।ତେବେ ଆସନ୍ତୁ ଜାଣିବା ସେହି ସବୁ ପ୍ରଶ୍ନ ଗୁଡ଼ିକୁ।

ପ୍ରଶ୍ନ ୧- କୁହନ୍ତୁ ଦେଖିବା,ଚଉଠି ରାତିରେ ସବୁ ଖୋଲା ଖୋଲି, ଅଖୋଲା ରହିଲା କେଉଁଟା?
ଉତ୍ତର- ମଙ୍ଗଳ ସୂତ୍ର।

ପ୍ରଶ୍ନ ୨- ଝିଅ ମାନେ ତାଙ୍କର ସାଲୱାର୍ ତଳେ କଣ ପିନ୍ଧିଥାନ୍ତି?..
ଉତ୍ତର- ହିଲ୍ ବା ଜୋତା।

ପ୍ରଶ୍ନ ୩- କୁହନ୍ତୁ ଦେଖି ଏମିତି କଣ ଅଛି ଯାହା ଝିଅ ମାନଙ୍କର ଛୋଟ କିନ୍ତୁ ସ୍ତ୍ରୀ ଲୋକଙ୍କ ବଡ଼?
ଉତ୍ତର- ବୟସ। ଝିଅ ମାନଙ୍କ ଅପେକ୍ଷା ସ୍ତ୍ରୀ ଲୋକଙ୍କ ବୟସ ଅଧିକ ହୋଇଥାଏ।

ପ୍ରଶ୍ନ ୪- ଝିଅ ମାନଙ୍କର କେଉଁ ଜାଗାରେ ଆଙ୍ଗୁଳି ପୁରାଇଲେ ସେଠାରୁ ପାଣି ବାହାରିଥାଏ?
ଉତ୍ତର- ସମସ୍ତଙ୍କ ଆଖିରେ ଆଙ୍ଗୁଳି ଗେଞ୍ଜିଲେ ହଠାତ୍ ପାଣି ବାହାରିଥାଏ।ସେ ଝିଅ ହେଉ କି ପୁଅ।

ପ୍ରଶ୍ନ ୫- ଗୋଟିଏ ମହିଳା ର ସବୁ ରୂପ ତାର ସ୍ବାମୀ ଦେଖିପାରେ କିନ୍ତୁ କେଉଁ ବେଶକୁ ସ୍ବାମୀ ଦେଖିପାରେ ନାହିଁ?
ଉତ୍ତର- ତା ସ୍ତ୍ରୀର ବିଧବା ବେଶ।

ପ୍ରଶ୍ନ ୬- ଚଉଠି ରାତିରେ ଜଣେ ସ୍ତ୍ରୀ ତା ସ୍ବାମୀଙ୍କୁ କଣ ଖାଇବାକୁ ଦେଇଥାଏ?
ଉତ୍ତର- ଉଷୁମ କ୍ଷୀର।

ପ୍ରଶ୍ନ ୭- ଝିଅ ମାନଙ୍କର ଏମିତି କଣ ବା କେଉଁ ଅଙ୍ଗ ଅଛି ଯାହାକୁ ଚାଟିବା ଦ୍ବାରା ତାହା ନାଲି ପଡ଼ିଯାଏ?
ଉତ୍ତର- ଓଠ। ଏହାକୁ ଚୁମ୍ବନ କରିବା ଦ୍ୱାରା ଏହା ନାଲି ପଡ଼ିଯାଏ।

ପ୍ରଶ୍ନ ୮- ଗୋଟିଏ ଝିଅ କେଉଁ ଜିନିଷକୁ ୧୮ ବର୍ଷ ପୂର୍ବରୁ କାହାକୁ ଦେଇ ନଥାଏ?
ଉତ୍ତର- ଭୋଟ ଦେବା। ଉଭୟ ପୁଅ ଝିଅ କେହିବି ୧୮ ବର୍ଷ ପୂର୍ବରୁ ଭୋଟ କାହାକୁ ଦିଅନ୍ତି ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।