Odisha News Portal

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଝିଅ ମାନଙ୍କର କେଶ ଦେଖିକରି ଜାଣନ୍ତୁ ତାଙ୍କର ଚରିତ୍ର ଏବଂ ସ୍ୱଭାବ ବିଷୟରେ….

0 10

ଆଜି ଆମେ ଆପଣ ମାନଙ୍କୁ କହିବୁ କି ଝିଅ ମାନଙ୍କର କେଶ ଦେଖିକରି ଜାଣନ୍ତୁ ତାଙ୍କର ଚରିତ୍ର ଏବଂ ସ୍ୱଭାବ ବିଷୟରେ । ସାମୁଦ୍ରିକ ଶାସ୍ତ୍ର ଭାରତୀୟ ଜ୍ୟୋତିଷ ଶାସ୍ତ୍ରର ଏକ ପ୍ରମୁଖ ଅଂଗ ଅଟେ । ଏହାର ଆଗାରେ ସେ ବ୍ୟକ୍ତିକୁ ଦେଖି ତାହାର ପ୍ରମୁଖ କତା ବିଷୟରେ ଜାଣିହେବ । କେଉଁ ଝିଅ ମାନଙ୍କର କେଶ ବା ଚୁଟିକୁ ଦେଖିକରି ତାଙ୍କର ସ୍ୱଭାବ ବିଷୟରେ କୁହାଯାଇପାରିବ । ତେବେ ଆସନ୍ତୁ ଜାଣିବା କେଉଁ ଜିଅ ମାନଙ୍କର ଚୁଟିକୁ ଦେଖିକରି ତାଙ୍କର ସ୍ୱଭାବ ଏବଂ ଚରିତ୍ର ବିଷୟରେ କିପରି ଜାଣିବା ।

ଯଦି କେଉଁ ସ୍ତ୍ରୀର ଚୁଟି ଲମ୍ବା ଏବଂ କଳା ଗାଢା ହୋଇଥାଏ ତେବେ ସେ ସ୍ୱଭାଗ୍ୟବତୀ ହୋଇଥାନ୍ତି । ସ୍ୱାମୀଙ୍କର ପ୍ରିୟ ମଧ୍ୟ ହୋଇଥାନ୍ତି । ଏହା ସହିତ ଶାଶଉ ଶଶୁରଙ୍କର ସେବା କରିବା ପରି ହୋଇଥାନ୍ତି ।

ଯେଉଁ ସ୍ତ୍ରୀ ମାନଙ୍କର ଚୁଟି ଅଧିକ ଗୁଚ୍ଛ ହଗୋଇଥାଏ ସେ ବହୁତ ଚାଲାକ ଏବଂ ସ୍ୱାମୀକୁ ନିଜ ହାତରେ ରଖିବାର ସକ୍ଷମ ହୋଇଥାଏ । ସେ ସର୍ବଦା ସ୍ୱାମୀକୁ କଣ୍ଟ୍ରୋଲ ଭିତରେ ହିଁ ରଖିଥାଏ । ଏମାନେ ଶାଶୁ ଶଶୁରଙ୍କ ପ୍ରତି ଅଧିକ ସ୍ନେହ ରଖିଥାନ୍ତି ।

ଯେଉଁ ଜିଅ ମାନଙ୍କର ଜାମୁ ରଙ୍ଗର କେଶ ରହିଥାଏ ସେମାନେ ସର୍ବଦା ଉଚ୍ଚ ସ୍ଥାନ ପ୍ରାପ୍ତ କରିଥାନ୍ତି । ସେମାନେ ଆକ୍ଟିଙ୍ଗ , ଫେସନ ଏବଂ ପେନଟିଙ୍ଗରେ ବହୁତ ରୁଚି ରଖିଥାନ୍ତି ।

ଯେଉଁ ସ୍ତ୍ରୀ ମାନଙ୍କର କେଶ ଅଦିକ ସୁନେଲି ରଙ୍ଗର ହୋଇଥାଏ ସେମାନେ ଅଳ୍ପ ଆୟୁ ବିଶିଷ୍ଟ ହୋଇଥାନ୍ତି । ସେମାନେ ଅଳ୍ପ ସମୟରେ ହିଁ ବହୁତ କିଛି ଜିନିଷ ପାଇ ଯାଇଥାନ୍ତି ।


ଯେଉଁ ସ୍ତ୍ରୀ ମାନଙ୍କର ଚୁଟି ଆଗକୁ ଦୁଇପଟ ଧଳା ରହିଥାଏ ସେମାନେ ରାଗି ସ୍ୱଭାବର ହୋଇଥାନ୍ତି । ଏହା ସହିତ ସବୁବେଳେ ଝଗଡା ଲାଗି ପରିବାର ନିଜ ସହ କଣ୍ଟ୍ରୋଲ କରିବା ପାଇଁ ଚେଷ୍ଟା କରିଥାନ୍ତି ।

ଯେଉଁ ସ୍ତ୍ରୀ ମାନଙ୍କର ଆଗର ଚୁଟିରେ ଭଉଁରୀ ରହିଥାଏ ସେମାନେ ଚଞ୍ଚଳ ସ୍ୱଭାବର ହୋଇଥାନ୍ତି । ସେମାନେ ବିଳାଶ ଜୀବନ ଜିଇଁବା ପାଇଁ ଭଲ ପାଇତାନ୍ତି ଏବଂ ନିଜ ସୁନ୍ଦରତା ପ୍ରତି ରୁଚି ରଖିଥାନ୍ତି । ଏମାନଙ୍କର ଭବିଷ୍ୟତରେ ଚାକିରୀ କରିବାୈର ଅଧିକ ଚାନ୍ସ ରହିଥାଏ । ଯେଉଁ ସ୍ତ୍ରୀର କାନର ବାମ ପାଖ ଚୁଟିରେ ଭଉଁରୀ ରହିଥାଏ ସେମାନେ ଅଦିକ ରାଗି ଏବଂ ଚିଡଚିଡା ସ୍ୱବାବର ହୋଇଥାନ୍ତି । ମାତ୍ର ସେମାନେ ନିଜର ପିଲାର ପାଳନ ପୋଷଣ ବହୁତ ଭଲ ଭାବକରେ କରିଥାନ୍ତି ।

ଯେଉଁ ସ୍ତ୍ରୀର ଡାହାଣ କାନର ଚୁଟିରେ ଭଉଁରୀ ରହିଥାଏ ସେମାନେ ଭାଗ୍ୟବତୀ ହୋଇଥାନ୍ତି ଏବଂ ନିଜର ସ୍ୱାମୀକୁ ବହୁତ ଅଧିକ ଭଲ ପାଇଥାନ୍ତି ।

ତେବେ ଏହିପରି ଭାବରେ ଝିଅ ମାନଙ୍କର କେଶ ଦେଖି କରି ଆପଣ ମାନେ ତାଙ୍କ ବିଷୟରେ ଜାଣିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।