Odisha News Portal

ଝିଅର କେଉଁ ଅଂଗକୁ ଛୁଇଁଲେ ତାହାକୁ ଭଲ ଲାଗେ ! ଜାଣନ୍ତୁ ସେହି ବିଶେଷ ଅଙ୍ଗ ସମ୍ପର୍କରେ….

ଆଜି ଆମେ ଆପଣ ମାନଙ୍କୁ କହିବୁ କି ଜିଅ ମାନଙ୍କର କେଉଁ ଅଂଗକୁ ସ୍ପର୍ଶ କରେ ତାହାକୁ ଭଲ ଲାଗେ । ମାତ୍ର ଯଦି ଆପଣଙ୍କର ସ୍ତ୍ରୀ ବା ଆପଣଙ୍କର ଗାର୍ଲଫ୍ରେଣ୍ଡ ତ ତା ସହିତ ହିଁ ଏମିତି କିଛି କରନ୍ତୁ ନହେଲେ ଅନ୍ୟ କୌଣସି ଝିଅ ମାନଙ୍କ ସହ ଏପରି କାମ କରନ୍ତୁ ନାହିଁ । ଏହା ସହିତ କିଛି କରିବା ପୂର୍ବରୁ ପ୍ରଥମେ ତା ବିଷୟରେ ସମସ୍ତ କତା ଜାଣନ୍ତୁ କି ତାଙ୍କୁ କଣ କଲେ ଭଲ ଲାଗେ , କେଉଁ ଭଲ ଲାଗେ ନାହିଁ ଏହି ସମସ୍ତ କଥା ଜାଣିକରି ଏପରି କିଛି କାମ କରନ୍ତୁ ।

ଯଦି ସେ ଆପଣଙ୍କୁ ଏପରି କରିବା ପାଇଁ ମନା କରୁଛି ତେବେ ଏହା କରନ୍ତୁ ନାହିଁ କାରଣ ଯଦି କରିବେ ତେବେ ତାହା ଆପଣଙ୍କୁ କି ସେ ଝିଅକୁ ମଧ୍ୟ ଭଲ ଲାଗିବ ନାହିଁ । ତେଣୁ ପ୍ରଥମେ ତାଙ୍କ ବିଷୟରେ ଭଲ ଭାବରେ ଜାଣନ୍ତୁ ତାପରେ ଯାଇ କରି କିଛି କରନ୍ତୁ । ଅଦିକାଂଶ ଝିଅ ତାଙ୍କ ପାଟନର ସହିତ ଲାଜ କରନ୍ତି ମାତ୍ର ସେମାନେ ଚାହିଁଥାନ୍ତୁ କି ତାଙ୍କ ପାଟନର ତାଙ୍କ ସହ ଏମିତି କିଛି କରୁ ମାତ୍ର ସେମାନେ ତାହା କହିପାରନ୍ତି ନାହିଁ ।


ଆପଣ ତାଙ୍କର ମୁଣ୍ଟର ବାଳରେ ହାତ ଲଗାନ୍ତୁ ଯଦି ସେ କିଚି କହୁନାହିଁ ତେବେ ତଜାଣିନିଆନ୍ତୁ କି ଆପଣଙ୍କର ସ୍ପର୍ଶ ତାହାକୁ ପସନ୍ଦ ଆସୁଛି । ଯେତେବେଲେ ଆପଣଙ୍କର ସ୍ପର୍ଶ ତାହାକୁ ଭଲ ଲାଗିବ ସେହି ସମୟରେ ସେ ଆଖି ବନ୍ଦ କରିଦିଏ , ସ୍ମାଇଲ କରେ ବା ଅଧିକ ଖୁସି ହୋଇଯାଏ ଏବଂ କାମ କରିବା ପାଇଁ ସୁଯୋଗ ଦିଏ । ଅନ୍ୟ ଏକ କାମ ହେଉଛି ହାତ , ଅର୍ଥାତ ଅଧିକାଂଶ ସମୟରେ ଯଦି କେହି ବଏପ୍ରେଣ୍ଡ ତାର ଗାର୍ଲଫ୍ରେଣ୍ଡର ହାତକୁ ଧରିନିଏ ତ ସେହି ଝିଅକୁ ସବୁଠୁ ବେଶି ଭଲ ଲାଗେ ।

ଅନ୍ୟ ଏକ କଥା ଝିଅର ବେକର ଦୁଇ ସାଇଟ କାନ ତଳକୁ ତିବା ସ୍ଥାନ । ଏହା ଅଧିକ ସମ୍ବେଦନ ଶୀଳ । ଆପଣ ମାନେ ଯଦି ଝିଅର ଏହି ସ୍ଥାନକୁ ନିଜର ହାତ ଦ୍ୱାରା ସ୍ପର୍ଶ କରିବେ କିମ୍ବା ଓଠ ଦ୍ୱାରା ଛୁଇଁବେ ତ ଝିଅକୁ ଅଧିକ ଭଲ ଲାଗିଥାଏ । ଯାହା ଦ୍ୱାରା ସେ ଆପଣଙ୍କୁ ଆଉ ଟିକେ ଆଗେଇବା ପାିଁ ସୁୟୋଗ ଦେବ । ଅନ୍ୟ ଏକ ଅଂଗ ହେଉଚି ପିଠିର ଉପରଭାଗ , ବେକ ତଳକୁ ଥିବା ସ୍ଥାନ ଆପଣ ମାନେ ଯଦି ନିଜର ଓଠ ଦ୍ୱାରା ସେହି ସ୍ଥାନକୁ ସ୍ପର୍ଶ କରିବା ପାଇଁ ଚାହାନ୍ତି ତେବେ ଝିଅକୁ ବହୁତ ମଜା ଆସିବ । ଝିଅ ମାନଙ୍କର ହାତର ପାପୁଲି ବେଶି ସମ୍ବେଦନ ଶୀଳ ।

ଆପଣ ମାନେ ତାହାକୁ ସାମାନ୍ୟ ଜୋରରେ ଧରନ୍ତି ଯଦି ଝିଅଙ୍କୁ ବହୁତ ଭଲ ଲାଗେ । ଝିଅର ପାଦକୁ ଆପଣ ମାନେ ସାଉଁଳେଇ ପାରନ୍ତି ବା ହାତରେ ଧରି ପାରନ୍ତି । ପାଦକୁ ସାଉଁଳିଲେ ତାହାକୁ ଭଲ ଲାଗିବା ସହିତ ଏହା ଲାଗିବ କି ଆପଣ ଜମେ କ୍ୟାୟାରିଙ୍ଗ ମଣିଷ ଅଟନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।