Odisha News Portal

ଝିଅ ମାନଙ୍କର ପ୍ରଥମ ଋତୁସ୍ରାବ କେଉଁ ବାର ଏବଂ ତିଥିରେ ହେଲେ ବିଧବା ଏବଂ ବଂନ୍ଧା ହୋଇଥାଏ

ଆଜି ଆମେ ଆପଣ ମାନଙ୍କୁ କହିବୁ କି କନ୍ୟା ମାନେ ପ୍ରଥମ ଥତୁମତୀ କେଉଁ ତିଥିରେ ହେଲେ ସେମାନଙ୍କ ଉପରେ କଣ ପ୍ରଭାବ ପଡିଥାଏ । କନ୍ୟା ମାନେ ପ୍ରଥମ ଋତୁମତୀ ପ୍ରତିପଦ ତିଥିରେ ହେଲେ ସେମାନେ ଚିର ରୋଗୀଣି ହୋଇଥାନ୍ତି । ସେମାନଙ୍କୁ କାଳ ଯାପନ କରିଥାଏ ଅର୍ଥାତ ଶୀଘ୍ର କାଳ ଗ୍ରାସ କରିଥାଏ । ଯେଉଁ କନ୍ୟା ଦ୍ୱିତୀୟ ତିଥିରେ ପ୍ରଥମ ଋତୁମତୀ ହୋଇଥାଏ ତେବେ ସେହି କନ୍ୟା ଉଦାସୀନ ଜୀବନ ଯାପନ କରେ । ତୃତୀୟ ତିଥିରେ ପ୍ରଥମ ଋତୁମତୀ ହେଲେ ପୁତ୍ରହୀନା ଏବଂ ବଂଦ୍ଧା ହୋଇଥାଏ ।

ଚତୁର୍ଥୀ ତିଥିରେ ଋତୁମତୀ ହେଲେ କନ୍ୟା ଗର୍ଭ ନଷ୍ଟ ବା ମୃତ ପିଲା ଜନ୍ମ ହୋଇଥାଏ । ପଞ୍ଚମୀ ତିଥିରେ ଋତୁମତୀ ହେଲେ ମୃତ୍ୟୁବତ ଜୀବନଯାପନ ଏବଂ ଅଲ୍ପାୟୁଷା ହୋଇଥାଏ । ଷଷ୍ଟି ତିଥିରେ ଋତୁମତୀ ହେଲେ ଚିର ରୋଗୀଣୀ ହୋଇଥାଏ ।

ସପ୍ତମୀ ତିଥିରେ ଋତୁମତୀ ହେଲେ ବଂନ୍ଧା ଦୋଷ ଲାଗିଥାଏ । ଅଷ୍ଟମୀ ତିଥିରେ ଋତୁମତୀ ହେଲେ ମଦା ସୁଖିନୀ ଏବଂ ଐସ୍ୱର୍ଯ୍ୟସୀଳିନୀ ହୋଇଥାଏ । ନବମୀ ତିଥିରେ ପ୍ରଥମ ଋତୁମତୀ ହେଲେ ସେହି କନ୍ୟା ସୁଖ ଭାଗିନୀ ନିରୋଗୀ ଏବଂ ପତି ସୁହାଗିନି ହୋଇଥାଏ । ଦଶମୀ ତିଥିରେ ଋତୁମତା ହେଲେ କୂଳଟା ଏବଂ ରାକ୍ଷଶ ପ୍ରକୃତିର ହୋଇଥାଏ ।

ଏକାଦଶୀ ତିଥିରେ ସେହି କନ୍ୟା କୂଳ ଘାତିନି ଏବଂ ଡାକିନୀ ପ୍ରକୃତିର ହୋଇଥାଏ । ଦୱାଦଲୀ ଏବଂ ତ୍ରୟୋଦଶୀ ତିଥିରେ ପ୍ରଥମ ଋତୁମତା ହେଲେ ସେହି କନ୍ୟା ଧାର୍ମିକ , ପତିପରାୟଣ ଏବଂ ସଧବା ହୋଇଥାଏ । ଚତୁର୍ଦଶୀ ତିଥିରେ ଋତୁମତା ହେଲେ ସେହି କନ୍ୟା ଆଜୀବନ ଦୁଃଖ , ଲକ୍ଷ୍ମୀହୀନା ହୋଇଥାଏ ଏବଂ ପୂର୍ଣ୍ଣିମା ତିଥିରେ ଋତୁମତା ହେଲେ ସେହି କନ୍ୟା ଭାଗ୍ୟବତୀ , ପୁତ୍ରବତୀ ଏବଂ ଲକ୍ଷ୍ମୀ ଯୁକ୍ତା ହୋଇଥାଏ । ଅମାବସ୍ୟା ତିଥିରେ ଋତୁମତା ହେଲେ ସେହି କନ୍ୟା ଗର୍ବିତା , କୂଳତା , ରୋଗୀଣୀ ହୋଇଥାଏ ।


ରବିବାର ଦିନ ୟେଉଁ କନ୍ୟା ପ୍ରଥମ ଋତୁମତୀ ହୋଇତାଏ ସେ ବିଧବା ଏବଂ କଷ୍ଟ ଯନ୍ତ୍ରଣା ଭୋଗ କରିଥାଏ । ସୋମବାର ଦିନ ହେଲେ ସେହି କନ୍ୟା ପତିବ୍ରତା ଏବଂ ସୁଶୀଲା ହୋଇଥାଏ । ମଙ୍ଗଳବାର ଦିନ ଋତୁମତୀ ହେଲେ ସେହି କନ୍ୟା କୂଳଟା ହୋଇଥାଏ । ବୁଧବାର ଦିନ ହେଲେ ସେହି କନ୍ୟା ସୁଖି ଏବଂ ସୌଭାଗ୍ୟବତୀ ହୋଇଥାଏ .। ଗୁରୁବାର ଦିନ ପ୍ରଥମ ଋତୁମତା ହେଲେ ସେହି କନ୍ୟା ସୁନ୍ଦର ସ୍ୱାମୀ ଏବଂ ଲକ୍ଷ୍ମୀ ବାନ ହୋଇଥାଏ । ଶୁକ୍ରବାର ଦିନ ହେଲେ ସେହି କନ୍ୟା ପୁତ୍ରବତୀ ଏବଂ ଦୀର୍ଘାୟୁ ହୋଇଥାଏ । ତେବେ ଶନିବାର ଦିନ ପ୍ରଥମ ଋତୁମତା ହେଲେ ସେହି କନ୍ୟା ବଂଦ୍ଧା ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।