Odisha News Portal

ଝିଅ ବାହା କଲେ ମିଳୁଛି ୪୦ ହଜାର ଟଙ୍କା ! କେନ୍ଦ୍ର ସରକାର ଲଞ୍ଚ କଲେ ‘କନ୍ୟା ବିବାହ ଯୋଜନା’। ଜାଣନ୍ତୁ ସମ୍ପୂର୍ଣ୍ଣ ଖବର।ନହେଲେ ପରେ ପସ୍ତେଇବେ।

ଏବେକା ସମୟ ହେଉଛି ସୋସିଆଲ ମିଡିଆର ସମୟ ଏବେକା ସମୟରେ ଯେଉଁଠି ଯାହା ହେଲେ ମଧ୍ୟ ଆପଣ ମାନେ ପ୍ରଥମେ ତାହାକୁ ଘରେ ବସି କରି ଜାଣିପାରୁଛନ୍ତି । ତାହା କେବଳ ସମ୍ଭବ ହୋଇଛି ଆଜିର ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ପାଇଁ । ଯେ କୌଣସି ସ୍ଥାନରେ କିଛି ଘଟଣା ଘଟିଲେ ଆମେ ମାନେ ତାହାକୁ ପ୍ରଥମେ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଦେଉ । ଦେଶରେ ଯାହା କିଛି ହେଲେ ମଧ୍ୟ ଆମେ ମାନେ ତାହା ଜାଣିପାରୁ ।

ମାତ୍ର ବେଳେ ବେଲେ ଦେଖାଯାଏ କି ଏହି ସୋସିଆଲ ମିଡିଆରେ ଅନେକ ସମୟରେ ମିଥ୍ୟା କଥା ଗୁଡିକ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଆମେ ମାନେ ତାହାକୁ ସତ୍ୟ ବୋଲି ଭବାିନେଉ ମାତ୍ର ଅନେକ କ୍ଷେତ୍ରରେ ତାହା ମିଛ ହୋଇଥାଏ ।

ତେବେ ସେମିତି ସମସ୍ତ କଥା ମିଥ୍ୟା ହୋଇନଥାଏ ମାତ୍ର ବେଳେବେଳେ ଏମିତି ପେକ ନ୍ୟୁଜ ଆମ ମାନଙ୍କୁ ଶୁଣିବାକୁ ମିଲିଥାଏ । କରୋନା କାଳରେ ସାରା ଦେଶରେ ଯେମିତି ସ୍ଥିତି ରହିଛି ଏହି ସମୟରେ ଏମିତି ଅନେକ ମିଥ୍ୟା ଖବର ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇଛି।

ଏମିତି ମିଥ୍ୟା ଖବର ପ୍ରସାରଣ ନକରିବାକୁ ଭାରତ ସରକାରଙ୍କ ପ୍ରେସ ଇନ୍ଫୋର୍ମେସନ ବ୍ୟୁରୋ ଅନୁରୋଧ କରିବା ସହ ଏମିତି ଖବର ରୋକିବା କୁ ପ୍ରୟାସ ଆରମ୍ଭ ହୋଇଛି ।

ସୋସିଆଲ ମିଡିଆରେ ଏବେ ଏପରି ଏକ କଥା ବାଇରାଲ ହେବାରେ ଲାଗିଛି ଯାହାକୁ ଶୁଣି କରି କେନ୍ଦ୍ର ସରକାର ଚିନ୍ତାରେ ପଡିଯାଇଛନ୍ତି । ଝିଅ ବାହାଘର ପାଇଁ କେନ୍ଦ୍ର ସରକାର ଦେଉଛନ୍ତି 40 ହଜାର ଟଙ୍କା ଯେଉଁ ଯୋଜନାର ନାମ ହେଉଛି “ପ୍ରଧାନମନ୍ତ୍ରୀ କନ୍ୟା ବିବାହ ଯୋଜନା” । ଏହା ବହୁତ ମାତ୍ରାରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏମିତି ନ୍ୟୁଜ ଭାଇରାଲ ହେବା ପରେ ପିଆଇବି ଫ୍ୟାକ୍ଟ ଚେକ ର ଏକ ଟିମ ତଦନ୍ତ ଆରମ୍ଭ କରି ଥିଲା।

ଆଉ ତଦନ୍ତ ବେଳେ ଭାରତ ସରକାରଙ୍କ ପ୍ରେସ ଇନ୍ଫୋର୍ମେସନ ବ୍ୟୁରୋ ଏହି ଭାଇରାଲ ଖବର କୁ ଖଣ୍ଡନ କରି ସ୍ପଷ୍ଟ କରିଛି ଯେ କେନ୍ଦ୍ର ସରକାରଙ୍କ ଦ୍ବାରା ‘ପ୍ରଧାନ ମନ୍ତ୍ରୀ କନ୍ୟା ବିବାହ ଯୋଜନା’ ନାଁ ରେ କୌଣସି ଅର୍ଥ ପ୍ରଦାନ କରା ଯାଉନାହିଁ ।

କେନ୍ଦ୍ର ସରକାରଙ୍କ ଦ୍ବାରା ଏହି ନାଁ ରେ କୌଣସି ଯୋଜନା ନାହିଁ କି ଆରମ୍ଭ ହେବାର ମଧ୍ୟ ନାହିଁ । ଯଦି ଏହି ଭଳି କୌଣସି ମିଥ୍ୟା ଖବର ଆପଣଙ୍କୁ ମିଳେ ତାହେଲେ factcheck.vip.geomi.in କିମ୍ବା ହ୍ଵାଟ୍ସଆପ ନମ୍ବର 8799711259 କିମ୍ବା pibfactcheck@gmail.com ରେ ଅଭିଯୋଗ କରି ପାରିବେ।ଏହି ସୂଚନା ପିଆଇବି ଫ୍ୟାକ୍ଟ ଚେକ ର ୱେବସାଇଟରେ ମଧ୍ୟ ଦିଆ ଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।