Odisha News Portal

IAS ପରୀକ୍ଷାରେ ଝିଅକୁ ପଚାରାଗଲା ! ଝିଅ ମାନଙ୍କର କେଉଁ ଜିନିଷ ଗାଧୋଇବା ପରେ ବି ଓଦା ହୋଇନଥାଏ, ୯୯% ସଠିକ ଉତ୍ତର ଦେବାରେ ଫେଲ

ଆଜିର ଅତ୍ୟାଧୁନିକ ଯୁଗରେ ସମସ୍ତେ ନିଜ ନିଜ ଟେଲେଣ୍ଟ ପ୍ରଦର୍ଶନ କରିବାରେ ବ୍ୟସ୍ତ ରହିଛନ୍ତି । ଯଦି ବିଦ୍ୟାର୍ଥୀ ମାନଙ୍କ କଥା କୁହାଯାଏ ,ତେବେ ବର୍ତ୍ତମାନ ଯେପରି ସିଚୁଏସନ ହେଲାଣି ସରକାରୀ ଚାକିରୀ ପାଇବା ଏତେ ସହଜ ନୁହଁ । ଏଥି ପାଇଁ ଖାଲି ବହି ପୁସ୍ତକ ରୁ ଜ୍ଞାନ ଆହରଣ କରିଦେଲେ ହେବ ନାହିଁ , ଏଥିଲାଗି ବାହର ଦେଶ ଦୁନିଆ ବିଷୟରେ ଜାଣିବା ମଧ୍ୟ ଅତ୍ୟନ୍ତ ଜରୁରୀ ଅଟେ । ଯାହାକୁ ଆମେ ସାଧାରଣ ଜ୍ଞାନ ବୋଲି କହିଥାଉ , ଯାହାର ଭେଲ୍ୟୁ ଆଜିର କମ୍ପିଟେଟିଭ ଜମାନରେ ବହୁତ ଅଧିକ ଅଟେ ।

ଯେକୌଣସି ବଡ ବଡ ପଦବୀରେ ଉତ୍ତିର୍ଣ୍ଣ ହେବା ପାଇଁ ସର୍ବପ୍ରଥମେ ଇଣ୍ଟରଭ୍ୟୁ ଫେସ୍ କରିବା ପାଇଁ ପଡିଥାଏ । ସେଥିରେ ବହୁତ ସହଜ ପ୍ରଶ୍ନ ପଚାରା ଯାଇଥାଏ କିନ୍ତୁ ତାର ଉତ୍ତର ଦେବା ଜଣେ ବୁଦ୍ଧିମାନ ବ୍ୟକ୍ତି ପକ୍ଷେ ସମ୍ଭବ ହୋଇଥାଏ । ତେବେ ଆସନ୍ତୁ ଜାଣିବା କିଛି ସହଜ ସରଳ ସାଧାରଣ ଜ୍ଞାନ ସମ୍ୱନ୍ଧିତ ପ୍ରଶ୍ନ ଉତ୍ତର ବିଷୟରେ ।

1. କେଉଁ ଜୀବ ଖାଦ୍ୟ ଖାଏ ନାହିଁ କିମ୍ୱା ପାଣି ପିଏ ନହିଁ ?
ଉତ୍ତର – ନିର୍ଜୀବ ।

2. ତାହା କଣ ଯେଉଁଠାରୁ ଆପଣ ସବୁ ନେଇଯିବେ ତଥାପି କିଛି ରହିଯିବ ?
ଉତ୍ତର – ସବୁକିଛି ।

3. ଯଦି ରାମୁର ବଗିଚାରେ ମିଶ୍ରବାବୁଙ୍କ କୁକୁଡା ଅଣ୍ଡା ଦିଏ ତେବେ ଅଣ୍ଡାଟି କାହାର ହେବ ?
ଉତ୍ତର – କୁକୁଡାର ହେବ ।

4. ମୁଁ ଲେଖାପଢା କାମରେ ଆସେ କିନ୍ତୁ ବହି , ଖାତା କିମ୍ୱା କଲମ ନୁହେଁ , ମୁଁ କିଏ ?
ଉତ୍ତର – ଚଷମା ।

5. ତାହା କେଉଁ ଶବ୍ଦ ଯାହାକୁ ସମସ୍ତେ ଶୁଣିଥାନ୍ତି କିନ୍ତୁ ଆପଣ ଶୁଣି ପାରନ୍ତି ନାହିଁ ?
ଉତ୍ତର – ଆପଣଙ୍କ ଘୁଙ୍ଗୁଡି ।

6. କଳା ଘୋଡା ଧଳା ତଢାଳି ଜଣଙ୍କ ପରେ ଆଉ ଜଣଙ୍କ ପାଳି ଏହାର ଉତ୍ତର କଣ ?
ଉତ୍ତର – ତାୱା ଏବଂ ରୁଟି ।

7. ତାହା କେଉଁ ଜିନିଷ ଯାହା ପାଣିରେ ମଧ୍ୟ ଓଦା ହୁଏ ନାହିଁ ?
ଉତ୍ତର – ଛାଇ ।

8. ସବୁକିଛି ଲେଖା ହୋଇଛି କିନ୍ତୁ କେହିବି ପଢି ପାରୁ ନାହାନ୍ତି , ତାହା କଣ ?
ଉତ୍ତର – ଭାଗ୍ୟ ।

9. ସେ କିଏ ଯିଏ ନିଦରେ ମଧ୍ୟ ଛିଡା ହୋଇଥାଏ ?
ଉତ୍ତର – ଘୋଡା ।

10. ତାହା କଣ ଯାହାକୁ ଆପଣ କେଉଁଠି ନା କଉଁଠି ଛାଡି ଦେଇଥାନ୍ତି , ତଥାପି ତାହା ଆପଣଙ୍କ ପାଖରେ ଥାଏ ?
ଉତ୍ତର – ଟିପଚିହ୍ନ ।

11. ଝିଅ ମାନେ ଗାଧୋଇବା ସମୟରେ ସେମାନଙ୍କର କେଉଁ ଜିନିଷ ଓଦା ହୋଇ ନ ଥାଏ ?
ଉତ୍ତର – ସେମାନଙ୍କ ଶରୀରର ଛାଇ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।