ଯାତ୍ରା ଜଗତରେ ପ୍ରଥମ ଥର… ପୁଷ୍ପା ( Pushpa ) ଷ୍ଟାଇଲି ରେ କିସ ( Kiss ) କଲେ ପିୟୁଷ….

ହଁ ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ | ତେବେ ଅନେକ ସମୟରେ ଆପଣ ମାନେ ଦେଖିବାକୁ ପାଉଥିବେ ଯାତ୍ରା ମଞ୍ଚର କେତେକ ଅଭିନୟ ର ଝଲକ ଦେଖିବାକୁ ମିଳିଥାଏ ଯାତ୍ରା ମଞ୍ଚରେ | ଆଜି କାଲି ଯାତ୍ରା ଦୁନିଆ ଏତେ ଉପରକୁ ଗଲାଣି ଯେ ଆଜିକାଲି ଅଧିକାଂଶ ଲୋକ ମାନେ ଯାତ୍ରା ଦେଖିବାକୁ ଅଧିକ ରୁ ଅଧିକ ପସନ୍ଦ କରିଥାନ୍ତି ବୋଲି କୁହାଯାଉଛି |କାରଣ ଯାତ୍ରା ରେ ମଧ୍ୟ ଏମିତି କଳାକାର ମାନେ ଅଛନ୍ତି ଯେଉଁମାନେ କି ଅଭିନୟ ରେ ପୁରା ପୁରି ନିପୁଣ ଅଛନ୍ତି | ଆଉ ସେମାନଙ୍କର ଭିତରୁ ପିୟୁଷ ହେଉଛନ୍ତି ସେହି ଭଳି ଜଣେ ଯାତ୍ରା କଳାକାର ଯିଏକି ପୁଷ୍ପା ଷ୍ଟାଇଲ ରେ କିସ କରିବାକୁ ଲାଗିଛନ୍ତି ମଞ୍ଚରେ |ତାହେଲେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ଯାତ୍ରା ହେଉଛି ଗୋଟିଏ ଏମିତି ଜିନିଷ ଯାହା ଗାଁ ଗହଳି ଠାରୁ ଆରମ୍ଭ କରିକି ସହରରେ ଚାରିଆଡେ ଦେଖା ଯାଇଥାଏ | ତେବେ ଆଜି କାଲି ଟିଭି ରେ ମଧ୍ୟ ଘରେ ବସି ଲୋକ ମାନେ ଯାତ୍ରା ର ମୋଜା ନେଇ ପାରୁଛନ୍ତି ଓ ଯାତ୍ରା ପ୍ରେମୀ ମାନେ ମଧ୍ୟ ଖୁସି ହେଉଛନ୍ତି | ତେବେ ଯାତ୍ରା ଜଗତରେ ନିଛୁକ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନଙ୍କୁ କିଣି ନେଇଥିବା ଜଣେ ସୁନ୍ଦର ଅଭିନେତା ଜଣଙ୍କ ହେଉଛନ୍ତି ପିୟୁଷ | ତେବେ ପିୟୁଷ ଙ୍କର ଅନେକ ଯାତ୍ରା ଭିତରୁ ବର୍ତ୍ତମାନ ଏକ ଯାତ୍ରା ର ଦମଦାର ପାର୍ଟ ଟି ଭାଇରାଲ ହେବାକୁ ଲାଗିଛି |

ଆଉ ଯେଉଁଠି ଦେଖିବାକୁ ମିଳିଛି କି ପିୟୁଷ ଙ୍କ ଏକ୍ଟିଂ ରେ ଲୋକ ମାନେ ଦିୱାନା ହୋଇ ଯାଇଛନ୍ତି | ଆଉ ପୁଷ୍ପା ରାଜ ଭଳିଆ ପୁଷ୍ପା ଷ୍ଟାଇଲ ରେ ଚାଲିବାକୁ ଲାଗିଛନ୍ତି | ତାହା ସାଙ୍ଗକୁ ପୁଷ୍ପା ଷ୍ଟାଇଲ ରେ ମଧ୍ୟ କିସ ଦେବାକୁ ଲାଗିଛନ୍ତି ପିୟୁଷ | ଆଉ ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ତାଙ୍କର ଦିୱାନୀ ହୋଇଯିବେ ବୋଲି କୁହାଯାଉଛି | ତେବେ ସୁନ୍ଦର ଭାବରେ ଅବିନୟ ଦେଖାଇଛନ୍ତି ପିୟୁଷ ତାଙ୍କର ଯାତ୍ରା ମଞ୍ଚରେ | ଆଉ ତାଙ୍କର ହିରୋଇନ ଙ୍କ ସହିତ କରିବାକୁ ଲାଗିଛନ୍ତି ପୁଷ୍ପା ଷ୍ଟାଇଲ ରେ ଚାଲି ସାଙ୍ଗକୁ ପୁଷ୍ପା ଷ୍ଟାଇଲ ରେ କିସ |

ତେବେ ପିୟୁଷ ଙ୍କର ଏହିଭଳି ଯାତ୍ରା ମଞ୍ଚରେ ନୂଆ ଷ୍ଟାଇଲ ରେ ଅଭିନୟ ସାଙ୍ଗକୁ ଏହି ଭଳି ପୁଷ୍ପା ଷ୍ଟାଇଲ ରେ ଅଭିନୟ ଆଉ କିସ କୁ ଦର୍ଶକ ମାନେ ବେଶ ପସନ୍ଦ ମଧ୍ୟ କରୁଥିବାର ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ | ଆଉ ଯାହା ଦର୍ଶକ ମାନଙ୍କର ମନଙ୍କୁ ମଧ୍ୟ କିଣି ନେଲା ଭଳି ହୋଇଛି ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment