ଝିଅକୁ ପ୍ରେମିକ ସହ ଅସଂଯତ ଅବସ୍ଥାରେ ଦେଖି ନେଲା ବାପା, ଆଉ ତା’ପରେ… ଦେଖନ୍ତୁ Video

ବନ୍ଧୁଗଣ ଆପଣ ତ ଜାଣି ପାରୁଥିବେ କିପରି ଭାବରେ ଦୁନିଆରେ ଧିରେ ଧିରେ ବଢ଼ି ଚାଲିଛି ହତ୍ୟା, କ୍ରାଇମ ଏବଂ ଲୋମହର୍ଷନକାରି ଘଟଣା ସବୁ। ଯାହାକୁ ଦେଖିଲେ ଯେତିକି ଭୟଭୀତ ଲାଗୁଛି ସେତିକି ଲଜ୍ୟା ବି ଅନୁଭବ ହେଉଛି ଏସବୁ ଘଟଣା ପଛର କାରଣ ଜାଣିବା ପରେ। ତେବେ ସେହିପରି ଏବେ ପୁଣି ସାମ୍ନାକୁ ଆସିଛି ଏମିତି ଏକ ଲଜ୍ୟାକର ଘଟଣା ଯାହା ସାଧାରଣରେ ଏକ ଅଶୋଭନୀୟ ସ୍ଥିତି ସୃଷ୍ଟି କରିଛି। ସଭ୍ୟ ସମାଜରେ ଏପରି ଏକ ଅସଭ୍ୟ କାର୍ଯ୍ୟ କଲାପ ନିନ୍ଦା ଜନକ ସ୍ଥିତିକୁ ବୟାନ କରୁଛି। ଶିକ୍ଷିତ ହୋଇ ଯଦି ଜଣେ ଏପରି ଲଜ୍ୟାଜନକ, ନିନ୍ଦନୀୟ କାର୍ଯ୍ୟ କରେ ତେବେ ଏଥିପାଇଁ କାହାକୁ ଆଉ ଦାୟୀ କରାଯିବ।

ଏଥିପାଇଁ କାହାକୁ ଆପଣ ଦୋଷ ଦେବେ। କାରଣ ସମାଜ ଯେତେ ଆଗକୁ ବଢ଼ିଲେ କଣ ହେବ ଯଦି ମଣିଷର ମାନସିକତା ପରିବର୍ତ୍ତନ ନହୁଏ ତେବେ କରିବାର କି କହିବାର କିଛି ନାହିଁ। ସଭ୍ୟ ଶିକ୍ଷିତ ସମାଜରେ ଏମିତି ଅନେକ ନିୟାମକ ଥିଲେ ମଧ୍ଯ କିନ୍ତୁ ଏହାର ବ୍ୟତିକ୍ରମ ସଦୃଶ କାମ କରୁଛି ଆଜିର ମଣିଷ। ଯେମିତି ଆଇନ୍ କାନୁନ୍ ର ଡର କିଛି ନାହିଁ ତା ପାଇଁ। ତେବେ ବେଳେବେଳେ ଏମିତି କିଛି ଘଟଣା ଆମ ଚତୁଃପାର୍ଶ ରେ କିଛି ଲୋକଙ୍କ ପାଖରେ ଦେଖିବକୁ ମିଳିଥାଏ ଯାହା ବାସ୍ତବରେ ବିଶ୍ବାସ ଯୋଗ୍ୟ ହୋଇ ପାରି ନଥାଏ। ତେବେ ସେହିଭଳି ଏକ ଘଟଣା ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯାହା ଏବେ ବେଶ ଚର୍ଚ୍ଚା ହେବାରେ ଲାଗିଛି।

ଯାହା ସାଧାରଣରେ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।ତେବେ ଆଜିର ଦୁନିଆର କିଛି ଏପରି ଲୋକ ରହିଛନ୍ତି ଯେଉଁମାନେ ଅନେକ ସମୟରେ ସଂସ୍କାର ବିହୀନ କାର୍ଯ୍ୟ କରିଥାନ୍ତି ଏବଂ ଅନେକ ଘୃଣ୍ୟ କାମ ସବୁ କରୁଛନ୍ତି ଯାହା ବାସ୍ତବରେ ଲଜ୍ୟାଜନକ ଏବଂ ନିନ୍ଦନୀୟ ଘଟଣା ଏବଂ ପରିତାପର ବିଷୟ ଅଟେ। ସେହିପରି ଏବେ ସାମ୍ନାକୁ ଆସିଥିବା ନିନ୍ଦନୀୟ ଘଟଣାରେ ଏହା ସ୍ପଷ୍ଟ ହୋଇଛି। ଯେଉଁଠି ନିଜ ଝିଅ ସହିତ ଜଣେ ପୁଅକୁ ଅସଂଜତ ଅବସ୍ଥାରେ ଦେଖି ଉକ୍ତ ଯୁବକକୁ ଏକ ଧାରୁଆ ଅସ୍ତ୍ରରେ ଭୂଷି ହତ୍ୟା କରିଛି ବାପା। ତେବେ ଏହି ଘଟଣା ଘଟିଛି ଉଦୁଳାର ବଉଳ ଶାସନ ଗ୍ରାମରେ।

ଗତ ଶନିବାର ଦିନ ଝିଅର ବାପା ନବୀନ ଆଚାର୍ଯ୍ୟ ଘରକୁ ଫେରୁଥିବା ବେଳେ ସେ ତାଙ୍କ ଝିଅ ଏବଂ ଉକ୍ତ ଯୁବକକୁ ଅସଂଜତ ଅବସ୍ଥାରେ ଦେଖିଥିଲେ। ଆଉ ଏଥିରେ ଉତକ୍ଷିପ୍ତ ହୋଇ ନବୀନ ଆଚାର୍ଯ୍ୟ ଉକ୍ତ ଯୁବକକୁ ମାଡ଼ ମାରିବାକୁ ଗୋଡ଼ାଇ ଥିଲେ। ଆଉ ଶେଷରେ ଏକ ଧାରୁଆ ରଡ ରେ ଭୁଷି ତାକୁ ହତ୍ୟା କରିଥିଲେ ଝିଅର ବାପା। ପରଦିନ ମୃତ ଯୁବକଙ୍କୁ ବିଲରୁ ଉଦ୍ଧାର କରା ଯାଇଥିବା ବେଳେ ବାପା ନବୀନ ଆଚାର୍ଯ୍ୟ କୁ ଗିରଫ କରିଛି ପୋଲିସ୍। ଏ ଘଟଣାରେ ପୋଲିସ ତଦନ୍ତ କରୁଥିବା ଜଣା ପଡିଛି।

 

Leave a Comment