Odisha News Portal

ଝିଅ ଚାଲୁଛି ତାର ଦୁଇଟା ହଲୁଛି, ସେଇ ଜିନିଷ ଟା କ’ଣ କୁହ ? ୯୯% ଲୋକ ଉତର ଦେବାରେ ଫେଲ

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।

ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଆଜି ଆମେ ଆପଣଙ୍କୁ ୨୦ ଟି ଦେଶ ଦୁନିଆ ସମ୍ପର୍କିତ କିଛି ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା ୨୦ ଟି ଚତୁର ପ୍ରଶ୍ନ;

(୧) ପ୍ରଶ୍ନ:- ଉପରକୁ ତଳକୁ କରୁଥିଲି ଭୁଲରେ ବଜେଇ ଦେଲି ରକ୍ତ ବାହାର କରିଦେଲି ?
ଉତ୍ତର: ସେଭିଙ୍ଗ ବ୍ଲେଡ଼।

(୨) ପ୍ରଶ୍ନ:- ଚାଲିବା ଗଛର ଫଳ ହଲୁଛି ସେ ଫଳଟି କଣ ?
ଉତ୍ତର: କାନଫୁଲ।

(୩) ପ୍ରଶ୍ନ:- କଳାଟା ପଶିଲା ଲାଲଟା ବାହାରିଲା ?
ଉତ୍ତର: ଲୁହା।

(୪) ପ୍ରଶ୍ନ:- ନୂଆ ବେଳେ ବଡ଼, ପୁରୁଣା ହେଲେ ଛୋଟ ଓ ନୂଆ ବେଳେ ନରମ, ପୁରୁଣା ବେଳେ ଟାଣ ?

ଉତ୍ତର: ତକିଆ।

(୫) ପ୍ରଶ୍ନ:- ଝିଅ ମାନଙ୍କୁ ମୋଟା ଓ ଲମ୍ବା କଣ ପସନ୍ଦ ?
ଉତ୍ତର: ବାଳ।

(୬) ପ୍ରଶ୍ନ:- ଗୋଟେ ପୁଅ ଗୋଟେ ଝିଅର ଗାଲରେ କଣ ଦେଇ ପାରିବ ?
ଉତ୍ତର: ଚାପୁଡ଼ା।

(୭) ପ୍ରଶ୍ନ:-ଝିଅ ଚାଲୁଛି ତାର ଦୁଇଟା ହଲୁଛି, ସେଇ ଜିନିଷ ଟା କ’ଣ କୁହ ?
ଉତ୍ତର:କାନ ଫୁଲ

(୮) ପ୍ରଶ୍ନ:- ପୁଅ ଓ ଝିଅ ମାନେ କେତେବେଳେ ଲୁଗା ବାହାର କରନ୍ତି ?
ଉତ୍ତର: ଲୁଗା ଶୁଖି ଗଲେ।

(୯) ପ୍ରଶ୍ନ:- ଝିଅମାନେ କେତେବେଳେ ଗୋଟେ ପୁଅକୁ କହନ୍ତି ଟିକେ ଅଧିକ କର ନହେଲେ ଟିକେ କମ କର ?

ଉତ୍ତର: ଗୁପଚୁପ ଖାଇଲା ବେଳେ।

(୧୦) ପ୍ରଶ୍ନ:- ଏମିତି କଣ ଅଛି ଝିଅ ମାନଙ୍କର ଦୁଇଟା ଓ ଗାଈ ମାନଙ୍କର ଚାରିଟା ଅଛି ?
ଉତ୍ତର: ଗୋଡ଼।

(୧୧) ପ୍ରଶ୍ନ:- କଣ ବାଜିଲେ ପିଲା ବାହରନ୍ତି ?
ଉତ୍ତର: ସ୍କୁଲର ବେଲ ବାଜିଲେ।

(୧୨) ପ୍ରଶ୍ନ:- ଝିଅ ମାନଙ୍କ ଦୁଇ ଗୋଡ଼ ମଝିରେ କଣ ଅଛି ?
ଉତ୍ତର: ଆଣ୍ଠୁ।

(୧୩) ପ୍ରଶ୍ନ:- ମନ୍ଥି ମନ୍ଥି ଠିଆ କଲି କଣା ଦେଖିକି ପୁରେଇ ଦେଲି ?
ଉତ୍ତର: ଛୁଞ୍ଚି ସୂତା।

(୧୪) ପ୍ରଶ୍ନ:- ପୁଅ ମାନଙ୍କୁ ଝିଅ ମାନଙ୍କର କୋମଳ ଓ ମିଠା କଣ ପସନ୍ଦ ?
ଉତ୍ତର: ସ୍ୱର।

(୧୫) ପ୍ରଶ୍ନ:- ବ୍ରହ୍ମପୁର ଷ୍ଟାଇଲରେ ଆଇ ଲଭ ୟୁ କେମିତି କୁହାଯାଏ ?
ଉତ୍ତର: ଆଇଲା ଭାଲୁ।

(୧୬) ପ୍ରଶ୍ନ:- ଝିଅମାନେ କଣ ଖୋଲା କଲେ ପୁଅମାନେ ଆକର୍ଷିତ ହୁଅନ୍ତି ?

ଉତ୍ତର: କେଶ।

(୧୭) ପ୍ରଶ୍ନ:- ପୁଅମାନଙ୍କ ପେଟ ତଳେ କଣ ଅଛି ଆଉ ଯାହା ଅଛି ଗୋଟିଏ ଅଛି ?
ଉତ୍ତର: ଅଣ୍ଟା।

(୧୮) ପ୍ରଶ୍ନ:- ଝିଅମାନଙ୍କ ଦୁଇ ହାତ ମଝିରେ କଣ ଅଛି ଆଉ ଯାହା ଅଛି ଟୋଟାଲ ଦୁଇଟା ଅଛି ?
ଉତ୍ତର: କହୁଣୀ।

(୧୯) ପ୍ରଶ୍ନ:- ଏମିତି କଣ ଯାହା ଗୋଟେ ସ୍ତ୍ରୀ ଅନ୍ୟମାନଙ୍କୁ ଦେଇ ପାରିବ ହେଲେ ନିଜ ସ୍ୱାମୀକୁ ଦେଇ ପାରିବ ନାହିଁ ?
ଉତ୍ତର: ଆଶୀର୍ବାଦ।

(୨୦) ପ୍ରଶ୍ନ:- ପୁଅ ମାନଙ୍କର ଏମିତି କଣ ଛୋଟ କିନ୍ତୁ ଝିଅ ମାନଙ୍କର ବଡ଼ ?
ଉତ୍ତର: ମନୀପର୍ସ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।