କାନ୍ଦୁଥିବା ମା ଙ୍କୁ ଖୁଆଇ ଦେଲେ ନମିତା ଅଗ୍ରୱାଲ ଙ୍କ ସାନ ପୁଅ… ଦେଖନ୍ତୁ ଭାଇରାଲ Video

ହଁ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅନେକ ସମୟରେ ସୋସିଆଲ ମିଡିଆରେ କିଛି ନା କିଛି ନୂଆ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଥାଏ | ତେବେ ଆପଣ ମାନେ ଓଡ଼ିଶାରେ ସଂଗୀତ ଜଗତରେ ଜଣେ ବହୁତ ବଡ଼ ଜଣା ଶୁଣା କଣ୍ଠଶିଳ୍ପୀ ଯାହାଙ୍କର ସ୍ୱରରେ ରହିଛି ଅପାର ଯାଦୁ | ଆଉ ଯାହାଙ୍କର କଣ୍ଠ ସ୍ବରର ଯାଦୁ ରେ ସାମସ୍ତଙ୍କ ମନରେ ଘର କରି ପାରିଛନ୍ତି ସେହି ନମିତା ଅଗ୍ରୱାଲ ଓ ତାଙ୍କର ପୁଅ ଙ୍କର ଏକ ଭିଡିଓ ଭାଇରାଲ ହେବାକୁ ଲାଗିଛି | ଆଉ ଯେଉଁ ଭିଡିଓ କୁ ଦେଖିଲେ ଆପଣ ମାନେ ମଧ୍ୟ ଖୁସି ହୋଇଯିବେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ନମିତା ଅଗ୍ରୱାଲ ଙ୍କ ର ସେହି ଦମଦାର ଭିଡିଓ ଉପରେ ଟିକିଏ ନଜର ପକାଇବା |

ତେବେ ଆପଣ ମାନେ ଜାଣି ଥିବେ କି ଭଜନ ଠାରୁ ଆରମ୍ଭ କରିକି ଆଧୁନିକ ଗୀତ ପର୍ଯ୍ୟନ୍ତ ସବୁଥିରେ ନମିତା ଅଗ୍ରୱାଲ ଙ୍କ ସଂଗୀତର ଯାଦୁ ରହିଛି ଆଖୁର୍ଣ୍ଣ | ଆଉ ନିଜର ସୁ ମଧୁର କଣ୍ଠ ସ୍ୱର ମାଧ୍ୟମରେ ସମସ୍ତଙ୍କ ର ପ୍ରିୟର ପାତ୍ର ହୋଇ ପାରିଛନ୍ତି ଆମ ସମସ୍ତଙ୍କ ର ଅତି ପ୍ରିୟର ନମିତା ଅଗ୍ରୱାଲ | ଆଉ ଯିଏ କି ସୀତାରାମ ସାର ଙ୍କୁ ମଧ୍ୟ ବିବାହ କରିବା ପରେ ତାଙ୍କର ଦୁଇ ପୁଅ ମଧ୍ୟ ହୋଇଛନ୍ତି | ଆଉ ଜଣଙ୍କର ନାଁ ସିଦ୍ଧାର୍ଥ ହୋଇଥିବା ବେଳେ ଆଉ ଜଣଙ୍କର ନାଁ ସାର୍ଥକ ବୋଲି କୁହାଯାଉଛି |ଆଉ ଦୁଇ ଜଣଙ୍କର ନା ରେ ଦୁଇଟି ଚେନାଲ ମଧ୍ୟ ରହିଛି ଯାହାକୁ ଆପଣ ମାନେ ଟେଲିଭିଜନ ରେ ଦେଖିବାକୁ ମିଳିଥାଏ |

ଏଠାରେ ଦେଖା ଯାଉଛି କି ନମିତା ଅଗ୍ରୱାଲ ତାଙ୍କର ହାତରେ ମେହେନ୍ଦି କରିଛନ୍ତି | ଆଉ ଯେଉଁଥିପାଇଁ ସେ ହାତରେ ଖାଇବା କୁ ଉଠାଇ ଖାଇ ପାରୁ ନାହାନ୍ତି | ଆଉ ଯେଉଁଥିପାଇଁ ନମିତା ଅଗ୍ରୱାଲ ଙ୍କର ସାନ ପୁଅ ତାଙ୍କୁ ଖୁଆଇ ଦେଉଛନ୍ତି | ଆଉ ଯାହା ଫଳରେ ମା ମଧ୍ୟ ପୁଅ ର ଏହିଭଳି ଭଲ ପାଇବା କୁ ଦେଖିକି ଭାବ ବିହ୍ଵଳ ହୋଇ ପଡୁଛନ୍ତି ଆଉ ଆଖିରେ ତାଙ୍କର ପାଣି ଆସି ଯାଉଛି | ଆଉ ମା ପୁଅ ଙ୍କର ଏହି ଭଳି ଭାବ ପାଇବା କୁ ଯିଏ ବି ଦେଖୁଛି ପ୍ରସଂଶା ନ କରିକି ରହି ପାରିବ ନାହିଁ ବୋଲି କୁହାଯାଉଛି |

ଆଉ ନମିତା ଅଗ୍ରୱାଲ ଓ ତାଙ୍କର ସାନ ପୁଅ ଙ୍କ ମଧ୍ୟରେ ଥିବା ଭଲ ପାଇବା ଓ ତାଙ୍କର ମା ଙ୍କ ପ୍ରତି ଥିବା କେୟାର ଆଉ ଭଲ ପାଇବା କୁ ଆପଣ ମାନେ ମଧ୍ୟ ଦେଖିଲେ ଖୁସି ହୋଇଯିବେ | ଆଉ ଏହି ଭଳି କେୟାରିଙ୍ଗ ପୁଅ କୁ ପାଇଁକି ନମିତା ଅଗ୍ରୱାଲ ଖୁସି ଥିବାର ଦେଖିବାକୁ ମିଳିଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment