Odisha News Portal

Ajira Anuchinta – ଯେଉଁ କନ୍ୟାର ହାତ ଓ ଗୋଡ଼ରେ ଅଧିକ ବାଳ ଥିଲେ ସେମାନେ କିପରି ସ୍ଵଭାଵ ହୋଇଥାନ୍ତି ଜାଣନ୍ତୁ

ସମାଜରେ ସୁଖ ଶାନ୍ତିରେ ଜୀବନ ଯାପନ କରିବା ପାଇଁ ହେଲେ ସର୍ବପ୍ରଥମେ କେତେକ ନୀତି ନିୟମ ମାନି ଚଳିବାକୁ ପଡିଥାଏ , ଯାହାଫଳରେ ଆମ ଜୀବନ ସରସ ସୁନ୍ଦର ଭାବରେ ଗଢିତୋଳି ଥାଏ । ଯେଉଁ ମାନେ ଏହି ନୀତି ପରମ୍ପରାକୁ ଅମାନ୍ୟ କରିଥାନ୍ତି ସେମାନେ ଅନେକ ପ୍ରକାର ଦୁଃଖ କଷ୍ଟ ସହିଥାନ୍ତି । ତେବେ ଆସନ୍ତୁ ଜାଣିବା କେତେକ ବଡ ଓ ଗୁରୁତ୍ୱପୂର୍ଣ୍ଣ ଅନୁଚିନ୍ତା ବିଷୟରେ , ଯାହା ଆପଣଙ୍କ ମାନଙ୍କ ପାଇଁ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ ।

1. ଯେଉଁ ମହିଳା ମାନଙ୍କର କଣ୍ଠ କୋମଳ ଏବଂ କଥାବାର୍ତ୍ତା ଧୀର ହୋଇଥାଏ , ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ମହିଳା ଅଟନ୍ତି ।

2. ଯେଉଁ ମହିଳାମାନେ ଆସ୍ତିକ , କ୍ଷମାଶୀଳ , ଦାନଶୀଳ , ବୁଦ୍ଦିମାନ ଏବଂ କର୍ତ୍ତବ୍ୟପରାୟଣ ସେମାନେ ସାକ୍ଷାତ ଲକ୍ଷ୍ମୀ ସ୍ୱରୂପ ଅଟନ୍ତି ।

3. ଯେଉଁ ମହିଳା ମାନେ ଘରକୁ ଆସୁଥିବା ଅତିଥିଙ୍କୁ ଆଦର ପୂର୍ବକ ସତ୍କାର କରନ୍ତି ସେମାନେଅତ୍ୟନ୍ତ ଭାଗ୍ୟଶାଳୀ ହୁଅନ୍ତି ।

4. ଯେଉଁ ମହିଳା ମାନେ ସକାଳେ ଓ ସନ୍ଧ୍ୟାରେ ଘରେ ଦେବୀ ଦେବତାଙ୍କୁ ଧୂପ ଦୀପ ଦେଇ ପୂଜା କରନ୍ତି ସେମାନେ ଭାଗ୍ୟବତୀ ହୋଇଥାନ୍ତି .।

5. ଯେଉଁ ମହିଳା ମାନଙ୍କ ଗାଲ ଗୋଲ , ସୁନ୍ଦର ଓ ଶିର ଦେଖାଯାଏ , ସେମାନେ ଦୈବୀ ଗୁଣ ଯୁକ୍ତ ମହିଳା ଅଟନ୍ତି ।

6. ଯେଉଁ ମହିଳାଙ୍କ ବେକ ଚାରି ଆଙ୍ଗୁଳି ବିଶିଷ୍ଟ , ସୁନ୍ଦର ଓ ସୁଢଳ ସେମାନେ ଉତ୍ତମ ଲକ୍ଷଣ ଯୁକ୍ତ ମହିଳା ଅଟନ୍ତି ।

7. ଯେଉଁ ମହିଳାଙ୍କ ଓଠ ଦୁଇ ଆଙ୍ଗୁଳି , ସୁନ୍ଦର ଓ ମାଂସାଳ ତେବେ ସେମାନେ ସୌଭାଗ୍ୟଶାଳୀ ମହିଳା ଅଟନ୍ତି ।

8. ଯେଉଁ ମହିଳାଙ୍କ ହାତ ପାପୁଲି କୋମଳ ଏବଂ ହାତରେ ପଦ୍ମ , ପତାକା , ମାଛ ଓ ଶଙ୍ଖ ଚିହ୍ନ ଥାଏ ସେମାନଙ୍କ ସ୍ୱୀମୀ ଧନବାନ ହୋଇଥାନ୍ତି ।

9 . ଯେଉଁ ମହିଳାଙ୍କ ପାଦର ଆଙ୍ଗୁଠି ଗୁଡାକ ଲାଗି କରିଥାଏ ଏବଂ କୋମଳ ହୋଇଥାଏ ସେ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି ।

10 . ମହିଳାମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ଘର ଝାଡୁ ମାରିଲେ ଧନବୃଦ୍ଦି ହୋଇଥାଏ ଏବଂ ସୂର୍ଯ୍ୟ ଅସ୍ତ ପରେ କେବେ ଝାଡୁ ମାରନ୍ତୁ ନାହିଁ ।

11 . ମହିଳାମାନେ କେବେବି ଲୁଣ ରଖୁଥିବା ଖୋଲା ରଖନ୍ତୁ ନାହିଁ , ଏହା ଦ୍ୱାରା ଘରେ ଧନର ଅଭାବ ହୋଇଥାଏ ।

12 . ମହିଳାମାନେ କେବେବି ସନ୍ଧ୍ୟା ପୂଜା ସମୟରେ କାହାରିକୁ ଥଟା କିମ୍ୱା ଅପମାନିତ କରନ୍ତୁ ନାହିଁ , ଏହା ଅମଙ୍ଗଳ ହୋଇଥାଏ ।

13 . ଘରସଫା କରୁଥିବା ଝାଡୁରେ ମହିଳାମାନେ କେବେବି ଗୋଡ ମାରନ୍ତୁ ନାହିଁ , ଏହାଦ୍ୱାରା ଅମଙ୍ଗଳ ହୋଇଥାଏ ।

14. ଯେଉଁ କନ୍ୟାର ହାତ ଓ ଗୋଡ଼ରେ ଅଧିକ ବାଳ ଥିଲେ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ମହିଳା ଅଟନ୍ତି

ଏହାଥିଲା ଉତ୍ତମ ମହିଳା ମାନଙ୍କର କିଛି ଲକ୍ଷଣ ବିଷୟରେ , ଏହାକୁ ଯଦି ଆପଣ ମାନେ ପାଳନ କରନ୍ତି ତେବେ ଆପଣଙ୍କର ଓ ଆପଣଙ୍କ ପରିବାରର ମଙ୍ଗଳ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।