Odisha News Portal

ଆଶ୍ଚର୍ଯ୍ୟ ! ନିଜକୁ ଫାଶୀ ଦଣ୍ଡ ରୁ ବଂଚିବା ପାଇଁ ଜେଲରେ ଗର୍ଭବତୀ ହୋଇଗଲେ ମହିଳା ଅପରାଧୀ, କେମିତି ହେଲେ ଗର୍ଭବତୀ ଜାଣିଲେ ହେବେ ତାଯୁବ…

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଦେଖି ବାକୁ ମିଳିଥାଏ। ଜୀବନ ହେଉଛି ସବୁଠାରୁ ମୂଲ୍ୟବାନ ଅଟେ। ସମାଜରେ ଏଭଳି ଲୋକ ଅଛନ୍ତି ଯେ ପ୍ରଦିଦିନ ଅନ୍ୟାୟ କାର୍ଯ୍ୟ କରି ଚାଲି ଥାଆନ୍ତି ଓ ଅନ୍ୟାୟ କରି ସୁଦ୍ଧା ଦୋଷକୁ ମଧ୍ୟ ସ୍ୱୀକାର କରନ୍ତି ନାହିଁ। ଏଭଳି କାର୍ଯ୍ୟ କରିବା ପାଇଁ ତାଙ୍କ ମନରେ ଭୟ ରହି ନଥାଏ ବା ଆଇନକୁ ମଧ୍ୟ ଖାତିର କରନ୍ତି ନାହିଁ। ଯେତେବେଳେ ସେମାନଙ୍କ ଦୋଷ ଆଇନ ଆଖିରେ ଧରା ପଡି ଯାଏ, ସେମାନେ ନିଜ ଯୁବନକୁ ବଞ୍ଚାଇବାକୁ ଯାଇ ଭିନ୍ନ ଭିନ୍ନ ଉପାୟ ଚିନ୍ତା କରି ଥାଆନ୍ତି। ଏଭଳି ଖବର ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ତେବେ ଘଟଣାଟି ହେଉଛି ଜଣେ ମହିଳା ଅପରାଧୀଙ୍କୁ ଫାଶୀ ଦଣ୍ଡ ଦିଆ ଯିବ ବୋଲି, ସେ ଜାଣି ପାରି ଜେଲରେ ଗର୍ଭବତୀ ହୋଇ ଯାଇଛନ୍ତି ବୋଲି ସୂଚନା ମିଳୁଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଭିଏତନାମରେ ଏଭଳି କିଛି ଘଟଣା ଦେଖିବା ପାଇଁ ମିଳିଛି। ନଗୁଏନ ନାମକ ଜଣେ ମହିଳା ତାଙ୍କର ବୟସ ୪୨ ବର୍ଷ ଅଟେ। ସେହି ମହିଳା ଜଣଙ୍କ ନିଶା ଜାତୀୟ ଦ୍ରବ୍ୟ ନେଇ ଚୋରା କାରାବାର କରି ଥାଆନ୍ତି ଓ ଲୋକ ମାନଙ୍କୁ ମଧ୍ୟ ଖରାପ କରାଇବାକୁ ଲାଗି ଥାଆନ୍ତି। ଏହି ଖବର ଜାଣି ପାରି ପୋଲିସ ତାଙ୍କୁ ଗିରଫ କରିଥିଲା ଓ ଏଥି ସହିତ ତାଙ୍କୁ ଫାଶୀ ଦଣ୍ଡ ଦିଆ ଯିବ ବୋଲି ମଧ୍ୟ କହି ଥିଲା। ସେହି ମହିଳା ଅପରାଧୀ ଜଣଙ୍କ ଏଥିରୁ ମୁକୁଳିବା ପାଇଁ ଭିନ୍ନ ମାନର ଯୋଜନା ଚିନ୍ତା କରିଥିଲେ।

ମହିଳା ଜଣଙ୍କ ଶେଷରେ ଗର୍ଭବତୀ ହେବା ପାଇଁ ଚେଷ୍ଟା କରିଲେ। ସେଥିପାଇଁ ଜେଲର ଜଣେ ୨୭ ବର୍ଷୀୟ ପୁରୁଷ କଏଦୀଙ୍କୁ ପ୍ଲାଷ୍ଟିକ ଥଳିରେ ବୀର୍ଯ୍ୟ ଓ ଏକ ସିରିଞ୍ଜ ଆଣି ବାକୁ କହି ଥିଲେ ଓ ସେହି ପୁରୁଷ କଏଦୀ ତାଙ୍କ କଥାରେ ରାଜି ହୋଇ, ନିଜର ବୀର୍ଯ୍ୟକୁ ଦୁଇ ଥର ସେହି ମହିଳାଙ୍କୁ ଦେଇ ଥିଲେ। ମହିଳା ଜଣଙ୍କ ଏହି କାର୍ଯ୍ୟରେ ତାଙ୍କୁ ୧୬୦୦ ଫାଉଣ୍ଡ ମଧ୍ୟ ଦେଇଥିଲେ। ଶେଷରେ ମହିଳା ଜଣଙ୍କ ଗର୍ଭବତୀ ହେବାରେ ସଫଳ ହୋଇ ଯାଇ ଥିଲେ। ଭିଏତନାମର ଆଇନର ନିୟମ ଅନୁସାରେ କୌଣସି ବି ଗର୍ଭବତୀ ମହିଳାଙ୍କୁ ଫାଶୀ ଦଣ୍ଡ ଦିଆ ଯାଏ ନାହିଁ ଓ ଗର୍ଭବତୀ ହେବା ପରେ ତାଙ୍କୁ ଆଜୀବନ କାରା ଦଣ୍ଡରେ ପରିବର୍ତ୍ତିତ କରା ଯାଇଥିଲା। ଏହି ଖବର ଶୁଣି ମହିଳା ଜଣଙ୍କ ବହୁତ ଖୁସି ହୋଇ ଯାଇ ଥିଲେ। ଏହି ଘଟଣାରେ ୪ ଜଣ ଜେଲର ଅଫିସରଙ୍କୁ ନିଲମ୍ବିତ କରା ଯାଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।