ମହା ଖୁଲାସା ! ଯେବେ ମଦ ପିଇ ଆସୁଥିଲେ ଅତିଥି ,ବାଥରୁମ ଟାଣିନେଉଥିଲେ ଅର୍ଚ୍ଚନା… ଆଉ ତା ପରେ, ଦେଖନ୍ତୁ Video

ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ବର୍ତ୍ତମାନ ଗୋଟିଏ ଘଟଣା ସାରା ଓଡିଶା ରେ ଚହଳ ପକାଇଛି ତାହା ହେଉଛି ଅର୍ଚ୍ଚନା ନାଗ ଓ ତାଙ୍କର ସ୍ୱାମୀ ଜଗବନ୍ଧୁ ଚାନ୍ଦ ଙ୍କ କଥା | ଆଉ ଯେଉଁଠି ଜଣା ପଡିଛି କି ଅର୍ଚନା ଙ୍କ ସମସ୍ତ କାର୍ଯ୍ୟରେ ସାହାଯ୍ୟ କରୁଥିଲେ ତାଙ୍କର ସ୍ୱାମୀ | ତେବେ ସ୍ୱାମୀ ଓ ସ୍ତ୍ରୀ ମିଶିକି ତାଙ୍କର କଳା ସାମ୍ରାଜ୍ୟ କୁ ବଢ଼ାଇ ଥିଲେ ଆଉ ଯାହା ଜଣା ପଡିଛି କି ତାଙ୍କର ଏହିଭଳି ଏକ ବିରାଟ ସାମ୍ରାଜ୍ୟ ଗଢି ବଡ ବଡ଼ିଆ ମାନଙ୍କୁ ଫୋସାଉଥିଲେ ପ୍ରେମ ଜାଲରେ | ଆଉ ନିଶା ଶକ୍ତ ଅବସ୍ଥାରେ ଆସୁଥିବା ଅତିଥି ମାନଙ୍କୁ ଆୟତ୍ତ କରି ସେମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାର ସମସ୍ତ ଫୋଟ ଆଉ ଭିଡିଓ କରି ବ୍ଲାକ ମେଲିଙ୍ଗ କରିବାରେ ଲାଗୁଥିଲେ ସେମାନେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଯାହା ଜାଣିବାକୁ ମିଳିଛି କି ଅର୍ଚନା ନାଗ ଙ୍କ ନାଗ ଫାସ ଥିବା ବହୁତ ବଡ଼ | ଆଉ ଯାହା ଫଳରେ ସେହି ରାଣୀ ମହୁ ମାଛି ଅତିଥି ମାନଙ୍କର ବେଶ ଭଲ ଭାବରେ ଚର୍ଚ୍ଚା କରୁଥିଲେ | ଆଉ ଯାହା ଜଣା ପଡିଛି କି ଅର୍ଚନା ଙ୍କ ଘରକୁ ଯେତେବେଳେ ଅତିଥି ମାନେ ଆସୁଥିଲେ ସେତେବେଳେ ଅର୍ଚନା ସେମାନଙ୍କର ବେଶ ଭଲ ଭାବରେ ଅତିଥି ଚର୍ଚ୍ଚା କରୁଥିଲେ | ଆଉ ଯାହା ସୂଚନା ମିଳିଛି କି ଅତିଥି ମାନେ ତାଙ୍କ ଘରକୁ ଯେତେବେଳେ ଆସିଥିଲେ ସେତେବେଳେ ନିଶା ଶକ୍ତ ଅବସ୍ଥାରେ ଆସୁଥିଲେ ବୋଲି ଜଣା ପଡିଛି |

ଆଉ ଯେତେବେଳେ ଅତିଥି ମାନେ ନିଶା ଶକ୍ତ ଅବସ୍ଥାରେ ଆସୁଥିଲେ ସେତେବେଳେ ଅର୍ଚନା ସେମାନଙ୍କୁ ସିଧା ସଳଖ ନେଇ ଯାଉଥିଲେ ବାଥରୁମ କୁ | ଆଉ ସେଠାରେ ସାୱାର ମଧ୍ୟ ଖୋଲି ଦେଉଥିଲେ ସବୁ | ଆଉ ଯେତେବେଳେ ପାଣିରେ ସେମାନଙ୍କୁ ଭିଜାଇ ଦେଉଥିଲେ ସେତେବେଳେ ସେମାନଙ୍କର ନିଶା କମି ଯାଉଥିଲା | ଆଉ ସେତେବେଳେ ସେମାନଙ୍କୁ ନିଜର ବେଡରୁମ କୁ ନେଇ ଯାଉଥିଲେ ଅର୍ଚନା ଆଉ ସେମାନଙ୍କ ସହିତ ରଖୁଥିଲେ ଶାରୀରିକ ସମ୍ପର୍କ |ଆଉ ସେହି ଭଳି ଶାରୀରିକ ସମ୍ପର୍କ ବେଳେ ତାଙ୍କର ସ୍ୱାମୀ ପଳେଇ ଯାଉଥିଲେ ଅନ୍ୟ ଗୋଟିଏ ରୁମ କୁ |

ଆଉ ପରେ ବହୁତ ସୁନ୍ଦର ଭାବରେ ସେଭଳି ଶାରୀରିକ ସମ୍ପର୍କ ର ଫୋଟ କୁ ଚାଲାକି ର ସହିତ ରେକଡ଼ କରୁଥିଲେ କେମେରା ରେ | ଆଉ ତାହା ପରେ ସେମାନେ ସେହି ଫୋଟ କୁ ନେଇକି ଆରମ୍ଭ କରୁଥିଲେ ବ୍ଲାକ ମେଲିଂ ର କାମ | ଆଉ କୋଟି କୋଟି ଟଙ୍କା ର ମାଲିକ ହୋଇ ଏମିତି ଏକ ମହଲ ନିର୍ମାଣ କରିଥିଲେ ବୋଲି କୁହାଯାଉଛି | ଆଉ ଯାହା ଏବେ ସୋସିଆଲ ମିଡିଆରେ ଏହି ଘଟଣା ଟି ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment