Odisha News Portal

ଯେତେବେଳେ ମେକଅପ ଆର୍ଟିଷ୍ଟ ନୋରାଙ୍କୁ ସମସ୍ତଙ୍କ ଆଗରେ ତାଙ୍କ ପ୍ରାଇଭେଟ୍ ଅଙ୍ଗକୁ ଭୁଲ ଉପାୟରେ ଛୁଇଁଲେ , ତାପରେ ଏମିତି କିଛି ହେଲା ଜାଣିଲେ ଆପଣଙ୍କ ମୁଣ୍ଡ କାମକରିବନି….

ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରତି ଦିନ କିଛି ନାଁ କିଛି ରୋଚକପୂର୍ଣ୍ଣ କଥା ସାମ୍ନାକୁ ଆସିଥାଏ । ତେବେ ଆପଣ ମାନେ ନିଶ୍ଚିତ ଭାବରେ ବଲିଉଡର ଲୋକପ୍ରିୟ ତଥା ଫେମସ୍ ଅଭିନେତ୍ରୀ ନୋରା ଫତେହିଙ୍କୁ ଜାଣିଥିବେ । ତେବେ ସେ ନିଜର ସୁନ୍ଦରତା ଓ ଫିଟନେଶ ଏବଂ ଚୁଲବୁଲି ଗୁଣ ପାଇଁ ଅନେକ ଲୋକପ୍ରିୟ ହାସଲ କରିଛନ୍ତି । ଆଉ ଆଜିକାଲି ନୋରା ନିଜର ଗୀତ ନାଚ ମେରି ରାନୀ ପାଇଁ ଅନେକ ଲୋକପ୍ରିୟ ହେବାରେ ଲାଗିଛନ୍ତି ।

ତେବେ ନୋରଙ୍କ ସହିତ ଜଡିତ କିଛି ଉପଶ ଅଵସ୍ଥା ବର୍ତ୍ତମାନ ବହୁତ ଭାଇରାଲ ହେବାରେ ମଧ୍ୟ ଲାଗିଛି । ପ୍ରାୟ ସମୟରେ ନୋରା ଫତେହିଙ୍କୁ ନିଜର ପୋଷାକ ପାଇଁ ହିଁ ଲଜ୍ଜିତ ହେବାକୁ ପଡିଥାଏ । ଆଜି ଆମେ ଏଠାରେ ଆପଣଙ୍କୁ ଏହି ଭଳି କେତେକ ଅଵସ୍ଥା ବିଷୟରେ ଜଣେଇବାକୁ ଯାଉଛୁ । ଆଉ ଏହି ବିଷୟରେ ଆଗକୁ ବଢି କଥା ହେବାକୁ ଯାଉଛେ ସାକୀ ସାକୀ ଗୀତର ଏକ ଇଭେଣ୍ଟରେ ।


ଯେତେବେଳେ ନୋରା ଫତେହି ପେପରାଜିଙ୍କୁ ପୋଜ ଦେଉଥିଲେ ଏବଂ ସେତେବେଳେ ତାଙ୍କ ମେକପ ଆର୍ଟିଷ୍ଟ ତାଙ୍କୁ ଭୁଲ ଜାଗାରେ ଛୁଇଁବାକୁ ଲାଗିଥିଲା । ଏହି ସବୁ କ୍ୟାମେରାରେ ସୁଟ ହୋଇଯାଇଥିଲା । କ୍ୟାମେରାରେ ଦେଖିବାକୁ ଗଲେ ଏହି ଗୀତ ନୋରାଙ୍କର ସାକୀ ସାକୀ ପ୍ରମୋସନାଲ ଇଭେଣ୍ଟର ସମୟ ଅଟେ । ଯେଉଁଠାରେ ନୋରା,ହଳଦିଆ ରଙ୍ଗର ବ୍ଲେଜର ସହିତ ହଳଦିଆ ରଙ୍ଗର ପ୍ୟାଣ୍ଟ ଓ ଧଳା କଳା ବିନ୍ଦୁ ଯୁକ୍ତ ଟପ ପିନ୍ଧିଥିବାର ଦେଖାଯାଇଥିଲେ ।

ଆଉ ଠିକ୍ ସେହି ସମୟରେ ଏମିତି କିଛି ହେଲା ତାଙ୍କର ଟପ ଧୀରେ ଧୀରେ ତଳକୁ ଖସିବାରେ ଲାଗିଲା । ଏହାକୁ ଠିକ କରିବାକୁ ନୋରା ତାଙ୍କ ମେକପ ଆର୍ଟିଷ୍ଟଙ୍କୁ ଡାକିଲେ ଏବଂ ମେକପ ଆର୍ଟିଷ୍ଟ ଆସି ନୋରାଙ୍କୁ ଅନେକ ଜାଗାରେ ଛୁଇଁବାକୁ ଲାଗିଥିଲେ । ଆଉ ଏହି ସବୁ କ୍ୟାମେରାରେ ସୁଟ୍ ହୋଇଥିଲା । ଏହାକୁ ଦେଖି ନୋରାଙ୍କ ପ୍ରସଂସକ ମାନେ ତାଙ୍କର ମେକପ ଆର୍ଟିଷ୍ଟଙ୍କ ଉପରେ ବହୁତ କିଛି ଲାଞ୍ଚନ ଲଗେଇଥିଲେ।

ନୋରାଙ୍କୁ ପ୍ରାୟ ସମୟରେ ତାଙ୍କ ମେକପ ଆର୍ଟିଷ୍ଟଙ୍କ ସହିତ ବାହାରେ ବୁଲୁଥିବାର ଦେଖାଯାଇଅଛି ଏବଂ ତାଙ୍କ ଦୁଇଜଣଙ୍କୁ ପ୍ରାୟ ସମୟରେ କାରରେ ମସ୍ତି କରିଥିବାର ଏବଂ ସମୁଦ୍ର କୂଳରେ ନାଚୁଥିବାର ଦେଖାଯାଇଛି ।

ତେବେ ସୋନିର ଏକ ପପୁଲାର ସୋରେ ଜର୍ଜ ଟେରେନ୍ସ ଲୁଇସ୍ କିଛି ଏମିତି କାମ କଲେ ଲୋକମାନେ ତାଙ୍କୁ ବହୁତ ଭଲ ଓ ଖରାପ କହିଥିଲେ । ଲୁଇସ ନୋରାଙ୍କ ବ୍ୟାକକୁ ଛୁଇଁ ଥିବାର କ୍ଲିପ ନୋରଙ୍କ ଫ୍ୟାନ ଦେଖିଲେ ଲୁଇଶଙ୍କୁ ଜର୍ଜ ପଦବୀରୁ ହଟେଇବାକୁ ଦାବି କଲେ । ଆଉ ଏହି ଭିଡିଓ ପାଇଁ ନୋରାଙ୍କୁ ବହୁତ ଲଜ୍ଜିତ ହେବାକୁ ପଡିଥିଲା ।

ଆଉ ଏହାପରେ ଥରେ ନୋରାଙ୍କର ଗୋଟିଏ ନାଚ ଅଭ୍ୟାସ ଭିଡିଓ ଭାଇରାଲ ହୋଇଥିଲା । ସେଥିରେ ତାଙ୍କ ସହିତ ନାଚୁଥିବା ଅଭିନେତାଙ୍କୁ ବହୁତ ଖରାପ କୁହାଯାଇଥିଲା । ଯେଉଁଥିରେ ସେ ଜଣଙ୍କ ସହିତ ତାକି ତାକି ଗୀତରେ ନାଚୁଥିଲେ । ଆଉ ପ୍ରଶଂସକଙ୍କ କହିବା ଅନୁସାରେ ତାଙ୍କ ସହିତ ନାଚୁଥିବା ଲୋକ ଜଣଙ୍କ ନୋରାଙ୍କୁ ଆପତ୍ତିଜନକ ଭାବେ ଛୁଇଁ ଫାଇଦା ଉଠେଇବାକୁ ଚେଷ୍ଟା କରୁଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।