Odisha News Portal

ଆଜି ଠାରୁ ଗୋଟିଏ ମାସ ପର୍ଯ୍ୟନ୍ତ ସାତୋଟି ରାଶିର ମହାରାଜଯୋଗ କିନ୍ତୁ ଏହି 5ଟି ରାଶିର ବ୍ୟକ୍ତିଙ୍କୁ ରହିବାକୁ ପଡିବ ସାବଧାନ୍ !

0 9

ଯେମିତିକି ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ମେଷ ମାସର ଆରମ୍ଭ ହୋଇଯାଇଛି । ଆଉ ଏହି ସମୟରେ କିପରି ରହିବ ସଂମ୍ପୂର୍ଣ୍ଣ 12ଟି ରାଶି ମାନଙ୍କ ପାଇଂ ରାଶି ଫଳ ।ତେବେ ଚାଲନ୍ତୁ ଜାଣିବା ।1. ମେଷ ରାଶି- କର୍ମକ୍ଷେତ୍ରରେ ଲାଭବାନ ହେବାର ସୁଯୋଗ ଆସିବ । ବ୍ୟବସାୟରେ ସ୍ଥିତି ମଜୁବତ ରହିବ ଏବଂ ପାରିବାରିକ ଦାୟୁତ୍ବ ବଢିବ । କଠିନ ପରିଶ୍ରମ ଦ୍ବାରା ଲାଭବାନ ହୋଇ ପାରନ୍ତି । ତେବେ କିଛି ମାନସିକ ଅଶାନ୍ତି ବୃଦ୍ଧି ପାଇପାରେ । ମହିଳା ମାନଙ୍କ ଏହି ସମୟ ଭଲ ରହିବନି କିନ୍ତୁ ଛାତ୍ରଛାତ୍ରୀଙ୍କ ପାଇଁ ଏହି ସମୟ ବହୁତ ହିଁ ଭଲ ରହିବ ।

2. ବୃଷରାଶି- ବ୍ୟବସାୟରେ ଉନ୍ନତି ହେବ । ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ , ଆକସ୍ମିକ ଧନ ଲାଭ ହେବ । ପରିବାରର ସହଯୋଗ ମିଳିବ ଏବଂ ମହିଳାମାନେ ସୁଖୀ ହେବେ । ବିଦ୍ୟାର୍ଥୀ ମାନେ ଶିକ୍ଷାରେ ଉନ୍ନତି କରିବେ । ତେବେ କିଛି ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ ।

3. ମିଥୁନ ରାଶି-ଚାକିରି କ୍ଷେତ୍ରରେ ଆପଣଙ୍କର ପଦନ୍ନୋତି ପ୍ରାପ୍ତ ହେବାର ସୂଚନା ରହିଛି । ବ୍ୟାପାରରେ ଚାଲି ଆସୁଥିବା ସବୁ ସମସ୍ୟା ଦୂର ହେବ । ଆୟ କରିବାର ନୂଆ ନୂଆ ଦି୍ଗ ଖୋଲିବ । ଆଗାମୀ ପରୀକ୍ଷାରେ ମଧ୍ୟ ଆପଣ ସଫଳତା ହାସଲ କରିବେ । ଲୋକପ୍ରିୟତା ହ୍ରାସ ପାଇବ ।

4..କର୍କଟ ରାଶି –
ଶିକ୍ଷା , ଚାକିରି , ପ୍ରେମ ଏବଂ ବ୍ୟାପାର ବାଣିଜ୍ୟା କ୍ଷେତ୍ରରେ ଆପଣଙ୍କୁ ବହୁତ ଶିଘ୍ର ନୂଆ ଖୁସି ଖବର ଶୁଣିବାର ସମ୍ଭାବନା ବନୁଛି । ଆପଣ ମାନଙ୍କର ମାନସିକ ଅଶାନ୍ତି ବଢିପାରେ ।

5. ସିଂହରାଶି- କୌଣସି ଲୋକର କଥାରେ ପଡି ଆପଣ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଅନ୍ତୁ ନାହିଁ । ଆଉ ଯାହା ବି କରୁଛନ୍ତି ନିଶ୍ଚିତ ଭାବରେ ଭାବିଚିନ୍ତି କରନ୍ତୁ ଏବଂ ନିଜର ବିବେକ ବିଚାର ସହିତ କାର୍ଯ୍ୟ କରିବାର ଆପଣଙ୍କୁ ଆବଶ୍ୟକତା ରହିଛି ।

6.କନ୍ୟାରାଶି-ସମାଜରେ ଆପଣ ମାନଙ୍କର ମାନ ସମ୍ମାନ ବଢିବ । ବୈବାହିକ ଜୀବନରେ ଖୁସି ଆସିବାର ଦେଖା ଯାଉଛି ।

7.ତୁଳାରାଶି-ଆପଣଙ୍କର ସବୁ ଅଟକି ରହି ଥିବା କାର୍ଯ୍ୟ ଖୁବ୍ ଶିଘ୍ର ଆରମ୍ଭ ହେବ ।ସନ୍ତାନଙ୍କ ତରଫରୁ କୌଣସି ଉପହାର ମଧ୍ୟ ମିଳିପାରେ ।

8. ବିଛାରାଶି- ବ୍ୟବସାୟରେ ଲାଭବାନ ହେବେ ଏବଂ କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ । ଛାତ୍ରଛାତ୍ରୀଙ୍କ ପାଇଁ ବହୁତ ହିଁ ଭଲ ରହିବ ଏହି ସମୟ ।

9.ଧନୁରାଶି- କର୍ମକ୍ଷେତ୍ରରେ ସାମାନ୍ୟ ଉନ୍ନତି ହୋଇପାରେ । ବ୍ୟବସାୟରେ ସାମାନ୍ୟ ଲାଭ ହୋଇପାରେ । ପାରିବାରିକ ଚିନ୍ତା ଏବଂ ମାନସିକ ଅଶାନ୍ତି ବୃଦ୍ଧି ପାଇବ .

10. ମକରରାଶି- କର୍ମକ୍ଷେତ୍ରରେ ବାଧାବିଘ୍ନ ଦୂର ହେବ । ସମାଜରେ ମାନସମ୍ମାନ୍ନ ବୃଦ୍ଧି ପାଇବ । ବନ୍ଧୁ ସହଯୋଗ ପ୍ରାପ୍ତ ହେବ, କୌଣସି ଶୁଭ ସମ୍ବାଦ ଆସିବ ।


11. କୁମ୍ଭରାଶି-ଗୃହରେ ସୁଖଶାନ୍ତିର ମାହଲ ରହବି । କୌଣସି ଗୋଟିଏ ଯାତ୍ରାରେ ସୁଖୀ ହୋଇପାରନ୍ତି । କିନ୍ତୁ ଅପବ୍ୟୟର ଯୋଗ ବନୁଅଛି ।

12. ମୀନରାଶି- ବ୍ୟବସାୟରେ ଲାଭବାନ ହେବେ ଏବଂ ଚାକିରି କ୍ଷେତ୍ରରେ ଉନ୍ନତି ହୋଇପାରେ । ଅର୍ଥଲାଭର ସୁଯୋଗ ବନୁଅଛି । ମାନସମ୍ମାନ ଏବଂ ପାରିବାରିକ ସମ୍ମାନ ବୃଦ୍ଧି ପାଇବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।