ଜୟ ଶିବଶମ୍ଭୁ ! ଜାଣନ୍ତୁ ଗୋରଖନାଥ ମହାଦେବଙ୍କର ଅଲୌକିକ ମହିମା । ଏପରି ମହିମା ଶୁଣିଲେ ଆଶ୍ୟର୍ଯ୍ୟ ହୋଇଯିବେ….ମନରେ ଭକ୍ତି ଥିଲେ “ଓଁ” ଲେଖନ୍ତୁ
ସଂସ୍କୃତି ତଥା ଆଧ୍ୟାତ୍ମିକତା ର ଦେଶ ହେଉଛି ଭାରତ । ଆମ ଦେଶର ପ୍ରତ୍ୟେକ ନାଗରୀକ ମାନେ ଧାର୍ମିକ କାର୍ଯ୍ୟ କ୍ରମରେ ସବୁବେଳେ ମଜ୍ଜିତ ରହିଥାନ୍ତି । ପ୍ରତେକ ଲୋକ ଭଗବାନଙ୍କୁ ପୂଜା , ଭକ୍ତି କରନ୍ତି । କିନ୍ତୁ ବେଳେ ବେକେ ପୂର୍ଣ୍ଣ୍ୟଭୂମି ,ଦେବଭୂମି ଭାରତବର୍ଷରେ ଏପରି କିଛି ଘଟଣା ଦେଖିବାକୁ ମିଳେ ଯାହା ବହୁତ ଆଶ୍ଚର୍ଯ୍ୟଜନକ ହୋଇ ଥାଏ,ଆଉ ଏହି ଘଟଣା ଆମେ ଭଗବାନଙ୍କ ଲୀଳା ଭାବି ଥାଉ। ଆଉ ସମୟେ ସମୟରେ ଏହା ବହୁତ ରହସ୍ୟ୍ ମୟ ହୋଇ ଥାଏ, ଯାହାର କାରଣ ଆମେ ଜାଣି ପରିନଥାଉ । ତେବେ ଦେବଭୂମିରେ ଅନେକ ସ୍ୱତନ୍ତ୍ରତା ଓ ଭିନ୍ନତା ମଧ୍ୟରେ ବିଭିନ୍ନତା ପରିଲଖିତ୍ ହୁଏ ।
ଆମ ଦେଶ ଏଭଳି ଅଜବ ଘଟଣାରେ ଭରି ରହିଛି, ଆଉ ଭଗବାନଙ୍କ ଉପରେ ଲୋକଙ୍କର ମଧ୍ୟ ବହୁତ ବିଶ୍ବାସ ତଥା ଭରସା ରହିଛି । ଆଉ ଏହି ଦେବଭୂମି ଭାରତ ବର୍ଷରେ ରହିଛି ଅନେକ ମନ୍ଦିର ଆଉ ମସଜିଦ୍ ।ଆମ ଦେଶରେ ସବୁ ପ୍ରକାର ଧର୍ମାବଲମ୍ବୀ ବାସ କରନ୍ତି । ସେଥିମଧ୍ୟରୁ ହିନ୍ଦୁ ଧର୍ମାବଲମ୍ବୀ ଅଧିକ ବସବାସ କରନ୍ତି। ତେଣୁ ହିନ୍ଦୁ ମାନଙ୍କ ମନ୍ଦିର ଭାରତରେ ଚାରିଆଡେ ଦେଖିବାକୁ ମିଳେ। ହିନ୍ଦୁ ଧର୍ମରେ ଭଗବାନ 33 କୋଟି ଦେବା ଦେବୀ ବୋଲି ବିଶ୍ୱାସ କରାଯାଏ। ଏହି ଦେବାଦେବୀ ମାନେ ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ନାମରେ ଏବଂ ରୂପରେ ଦେଖିବାକୁ ମିଳିଥାଏ ।
ଏମିତି କିଛି ମନ୍ଦିର ରହିଛି ଯାହା ପୁରାତନ କାଳରୁ ପୂଜା କରାଯାଉଛି ଏବଂ ତାଙ୍କ ବାହାନମାନେ ମଧ୍ୟ ପୂଜା ପାଆନ୍ତି । ତେବେ ଏହି ମନ୍ଦିର ପଛରେ ବହୁତ ରୋଚକପୂର୍ଣ୍ଣ କାହାଣୀ ଲୁଚି ରହିଥିବାର ଶୁଣିବାକୁ ମଧ୍ୟ ମିଳିଥାଏ ।
ତେବେ ଆଜି ଆମେ ଓଡିଶାର ଜଗତସିଂହପୁର ଜିଲ୍ଲାରେ ଅବସ୍ଥିତ ଗୋରଖନାଥ (ଶିବ)ଙ୍କ ଅଲୌକିକ ମହିମା ବିଷୟରେ ଏହି ଲେଖା ମାଧ୍ୟମରେ କିଛି କହିବାକୁ ଯାଉଛୁ ।ଏଠାକୁ ପ୍ରତିଦିନ ହାଜାର ସଂଖ୍ୟାରେ ଲୋକ ପୂଜା କରିବାକୁ ଆସିଥାନ୍ତି । ତ୍ରେତୟା ଯୁଗରେ ଗୋରଖନାଥ ମହାଦେବଙ୍କ ମହିମା ଦେଖିବାକୁ ମିଳିଥିବା , ସେଠାରେ ମନ୍ଦିରର ପୂଜକ କୁହନ୍ତି ।
ରାବମ ଯେତେବେଳେ ଦେବୀ ସୀତାଙ୍କର ହରଣ କରିଥିଲେ ସେତେବେଳେ ରାମଚନ୍ଦ୍ର ସୀତାଙ୍କୁ ପାଇବା ଉଦେଶ୍ୟରେ ଗୋରଖନାଥ ମହାଦେବଙ୍କୁ ପୂଜା କରିଥିଲେ ଏବଂ ସେଥିରେ ମହାଦେବ ସନ୍ତୁଷ୍ଟ ହୋଇ ଆବିର୍ଭୂତ ହୋଇଥିଲେ । ଆଉ ରାମଚନ୍ଦ୍ରଙ୍କୁ ଆସିର୍ବାଦ କରିଥିଲେ ସୀତାଙ୍କୁ ଫେରିପାଇବା ପାଇଁ ।
ଗୋରଖନାଥ ମନ୍ଦିର ନିକଟରେ ଏକ ବଟବୃକ୍ଷ ରହିଛି ଏବଂ ଲୋକମାନେ ସେହି ବୃକ୍ଷରେ ଅନେକ ମନସ୍କାମନା କରିଥାନ୍ତି । ଲୋକଙ୍କ ଠାରୁ ଶୁଣିବାକୁ ମିଳିଥାଏ ସେମାନଙ୍କର ମନସ୍କାମନା ସବୁ ପୂରଣ ମଧ୍ୟ ହୋଇଥାଏ । ସେହିପରି ଯେଉଁ ମହିଳା ମାନଙ୍କର ସନ୍ତାନ ନଥାଏ ସେମାନେ ଗୋରଖନାଥ ମହାଦେବଙ୍କ ନିକଟରେ ପ୍ରାର୍ଥନା କରିଲେ ସନ୍ତାନ ଲାଭର ସୌଭାଗ୍ୟ ଅର୍ଜନ କରିଥାନ୍ତି ଏବଂ ସେଠାରେ ଅନେକ ଲୋକଙ୍କ ଜନ୍ମଜାତ ରୋଗ ବିଭୂତି ସେବନ କରି ଭଲ ହୋଇଯିବା ଶୁଣିବାକୁ ମଧ୍ୟ ମିଳିଥାଏ ।
ସେହିପରି ଗୋରଖନାଥଙ୍କର ଅନେକ ଅଲୌକିକ ଘଟଣା ଶୁଣିବାକୁ ମିଳିଥାଏ । ସେଥିପାଇଁ ସେଠାରେ ପ୍ରତିଦିନ ହଜାର ହଜାର ଭକ୍ତଙ୍କର ସମାବେଶ ଲାଗି ରହିଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।