ଯାତ୍ରା ସ୍ୱପ୍ନ ମହଲ ଷ୍ଟେଜ ଉପରେ ସବ୍ୟସାଚୀ ( Sabyasachi ) & ମଲ୍ଲୀକା ( Mallika ) ଙ୍କ ରୋମାଣ୍ଟିକ ଡ୍ୟାନ୍ସ….

ତେବେ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି ଯାତ୍ରା ଜଗତ ରେ ସବ୍ୟସାଚୀ ଙ୍କର ଯାତ୍ରା ର ମହା ମଞ୍ଚରେ ନିଜର ଅଭିନୟ ଆଉ ଡାନ୍ସ ର ଧମାଲ | ଆଉ ସମସ୍ତଙ୍କ ହୃଦୟରେ ଘର କରିବା ସହିତ ସମସ୍ତଙ୍କର ମନକୁ କିଣି ନେଇଛନ୍ତି ସବ୍ୟସାଚୀ |ଆଉ ଯିଏ ହେଉଛନ୍ତି ଜଣେ ପାଗଳ ପ୍ରେମୀ ସବ୍ୟ ସଚୀ |ଆଉ ଯାହାଙ୍କର ଅଭିନୟ ର ଯାଦୁ ସମସ୍ତ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଇକି ଏକ ସମସ୍ତଙ୍କର ପ୍ରିୟ କଳାକାର ସବ୍ୟସାଚୀ ମିଶ୍ର ଓ ଯାତ୍ରା ର ଷ୍ଟେଜ ରେ ସମସ୍ତଙ୍କର ମନକୁ ମଧ୍ୟ ଛୁଇଁଛି ବୋଲି କୁହାଯାଉଛି |ଆଉ ତାଙ୍କର ଏକ ଷ୍ଟେଜ ପ୍ରଗ୍ରାମ ର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗୁଛି, ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସବ୍ୟସାଚୀ ଙ୍କର ପୋରଫୋମେନ୍ସ ଉପରେ ଟିକିଏ ନଜର ପକାଇବା |

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିଲେ ଅଲିଉଡ ର ବେଶ ଜଣା ଶୁଣା ଅଭିନେତା, ହ୍ୟାଣ୍ଡସମ ହିରୋ ସବ୍ୟସାଚୀ ଙ୍କ ବିଷୟରେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ସବ୍ୟସାଚୀ ନିଜର ଡାନ୍ସ ଓ ଅଭିନୟ ର ଯାଦୁ ଦେଖାଇବାକୁ ଲାଗିଛନ୍ତି ଯାତ୍ରା ର ମହା ମଞ୍ଚ ରେ |ସ୍ବପ୍ନ ମହଲ ର ଏକ ଦମଦାର ଷ୍ଟେଜ ରେ ଅଭିନୟ ସହିତ ତାଙ୍କର କଥା ରେ ଦିୱାନା ବନେଇଛନ୍ତି ସବ୍ୟସାଚୀ | ଆଉ ପାଗଳ ପ୍ରେମୀ ଭାବରେ ନିଜର ପାଗଳାମି ରେ ମୋତୁଆଲା କରେଇଛନ୍ତି ଦର୍ଶକ ମାନଙ୍କୁ | ଆଉ ତାଙ୍କର କହିବା କଥା କି ସେ ସବୁବେଳେ ଦର୍ଶକ ମାନଙ୍କ ସାମ୍ନା ରେ ଟିଭି ରେ ଅଭିନୟ କରିଥାନ୍ତି ଆଉ ତାହାକୁ ଦେଖିଥାନ୍ତି ଆଉ ତାଙ୍କର ଗାଇବା ଓ ଡାନ୍ସ ଓ ଅଭିନୟ ର ଯାଦୁ ରେ ଝୁମିଥାନ୍ତି |

ଆଉ ଆଜି ସତରେ ସେ ଆସିଛନ୍ତି ଦର୍ଶକ ମାନଙ୍କ ପାଖକୁ ଆଉ ଝୁମେଇଛନ୍ତି ସମସ୍ତଙ୍କ ତାଙ୍କର ନିଆରା ଯାଦୁ ରେ ବୋଲି କହିଛନ୍ତି | ଆଉ ଏଠାରେ ଦେଖିବାକୁ ମିଳିଛି କି ସବ୍ୟସାଚୀ ତାଙ୍କର ଏକ ଫ୍ଲିମ ର ଗୀତ ମଧ୍ୟ ଗାଇଛନ୍ତି ଓ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନ ଜିଣି ନେଇଛନ୍ତି | ଆଉ ତାହା ସହିତ ଦେଖିବାକୁ ମିଳିଛି କି ସବ୍ୟ ଙ୍କର ଫ୍ରେଣ୍ଡ ମାନେ ମଧ୍ୟ ତାଙ୍କର ଅଭିନୟ ସହିତ କଥା ଆଉ ଗୀତ ରେ ଝୁମିଯାଇଛନ୍ତି |

ତେବେ ସବ୍ୟସାଚୀ ଙ୍କର ସମସ୍ତ ଫ୍ଲିମ କୁ ଓ ତାଙ୍କର ଗୀତ କୁ ଦର୍ଶକ ମାନେ ପସନ୍ଦ କରୁଥିବା ବେଳେ | ହେଲା ମୋତେ ପ୍ରେମ ଜ୍ଵର ଗୀତ କୁ ଅଧିକ ଭଲ ପାଇବା ଦେଇଛନ୍ତି ଦର୍ଶକ ମାନେ |ଆଉ ପ୍ରେମ ଜ୍ୱର ଗୀତ ରେ ଦର୍ଶକ ମାନଙ୍କୁ ମୋତୁଆଲା କରେଇଛନ୍ତି ସୁପର ଷ୍ଟାର ସବ୍ୟସାଚୀ ଓ ଦର୍ଶକ ମାନେ ମଧ୍ୟ ବେଶ ଏନଜୟ କରିଛନ୍ତି ସେହି ଗୀତ କୁ ଯାତ୍ରା ମଞ୍ଚରେ | ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment