ଯାତ୍ରା କଳିଙ୍ଗ ଗଣନାଟ୍ୟ ରେ ଷ୍ଟେଜ୍ ରେ ଅର୍ଚ୍ଚିତା ଙ୍କ ଧୁମ ନାଚ ଗୀତ କଲେ କମାଲ… ମାତ୍ର 4 ଘଣ୍ଟାରେ Million Plus ରୁ ଅଧିକ ଲୋକ ଦେଖି ସାରିଲେଣି…

ତେବେ ବନ୍ଧୁଗଣ ଆପଣ ମାନେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମାନଙ୍କର ମନ ଖୁସି ହୋଇଯିବ | ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି କି କେଉଁଭଳି ଭାବରେ ଷ୍ଟେଜ ଉପରେ ନିଜର ଦମଦାର ଅଭିନୟ ସାଙ୍ଗକୁ ଡାନ୍ସ ର କମାଲ ଦେଖାଇବାକୁ ଲାଗିଛନ୍ତି ଅର୍ଚିତା | ଯାତ୍ରା ର ମହା ମଞ୍ଚରେ ଅର୍ଚ୍ଚିତା ଙ୍କର ଏହିଭଳି ପୋରଫୋମେନ୍ସ ସମସ୍ତଙ୍କର ମନକୁ ବେଶ ଆକୃଷ୍ଟ କରେଇଛି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ଆଉ ଅଲିଉଡ ଇଣ୍ଡୋଷ୍ଟ୍ରି ରେ ନିଜର ଅଭିନୟ ର ଯାଦୁ ରେ ସମସ୍ତଙ୍କର ମନକୁ ଆତ୍ମବିଭୋର କରୁଥିବା ମିସ ଇଣ୍ଡିଆ ତଥା ଆମ ସମସ୍ତଙ୍କର ପ୍ରିୟ ର ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ବିଷୟରେ ଆପଣ ମାନେ ତ ବେଶ ଭଲ ଭାବରେ ଜାଣିଥିଲେ | ତେବେ ସେହି ଚୁଲବୁଲି ସୁନ୍ଦରୀ ନାୟିକା ବର୍ତ୍ତମାନ ନଜର ଆସିଛନ୍ତି କଳିଙ୍ଗ ଗଣନାଟ୍ୟ ର ମଞ୍ଚରେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଲୋକ ମାନେ ଏହି ଚୁଲବୁଲି ନାୟିକା କୁ ପାଖରେ ପାଇଁକି ବେଶ ଖୁସି ମଧ୍ୟ ଅଛନ୍ତି | ଆଉ ଅର୍ଚ୍ଚିତା ଙ୍କର ଷ୍ଟେଜ ପୋରଫୋମେନ୍ସ ର ଭୋର ପୁର ମଜା ମଧ୍ୟ ନେଉଛନ୍ତି |

ତେବେ ଅର୍ଚ୍ଚିତା ଦର୍ଶକ ମାନଙ୍କର ମନକୁ ଆକୃଷ୍ଟ କରିବା ପାଇଁ ଦର୍ଶକ ମାନଙ୍କର ପସନ୍ଦ ର ଗୀତ ଆଉ ଡାନ୍ସ କରିବେ ବୋଲି କହିଛନ୍ତି | ଆଉ ଦର୍ଶକ ମାନେ ତାଙ୍କୁ ବାବୁ ଆଇ ଲଭ ଇଉ ଗୀତରେ ନାଚିବା ପାଇଁ କହିଥିଲେ | ଆଉ ଅର୍ଚ୍ଚିତା ମଧ୍ୟ ତାଙ୍କର ଏହି ଫ୍ଲିମ ର ସୁନ୍ଦର ଗୀତ ଟି ଗାଇବାକୁ ଲାଗିଥିଲେ ତାଙ୍କର ସୁ ମଧୁର କଣ୍ଠ ରେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଦର୍ଶକ ମାନଙ୍କୁ ବେଶ ସୁନ୍ଦର ଭାବରେ ସମସ୍ତ ଦର୍ଶକ ମାନଙ୍କର ମନକୁ ଛୁଇଁବା ଭଳି ପୋରଫୋମାନ୍ସ କରିବାକୁ ଲାଗିଛନ୍ତି ଯାତ୍ରା ମଞ୍ଚରେ ଅଲିଉଡ ର ଜଣା ଶୁଣା ନାୟିକା ଅର୍ଚ୍ଚିତା |

ଆଉ ଏଠାରେ ଦେଖୁବାକୁ ମିଳିଛି କି ଅର୍ଚ୍ଚିତା ଙ୍କ ସହିତ ଉପସ୍ଥିତ ଦର୍ଶକ ମାନେ ମଧ୍ୟ ଖୁସି ମଜା କରୁବାକୁ ଲାଗିଛନ୍ତି ଆଉ ଅର୍ଚ୍ଚିତା ଙ୍କର ଗୀତ ଆଉ ନାଚରେ ପୁରା ପୁରୀ ଝୁମି ଯାଇଥିବାର ଦେଖିବାକୁ ମଧ୍ୟ ମିଳିଛି |ତେବେ ଅର୍ଚ୍ଚିତା ଯାତ୍ରା ମଞ୍ଚରେ ନିଜର ଝଲକ ଦେଖାଇବା ସହିତ ଯାତ୍ରା କଳାକାର ମାନଙ୍କର ମଧ୍ୟ ବେଶ ପ୍ରସଂଶା କରିଛନ୍ତି | ଆଉ ଯେଉଁ ଭିଡ଼ିଓ ର ଝଲକ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment