Odisha News Portal

ଯାତ୍ରା ହିରୋଇନ kaberi କହିଲେ ମୋତେ ଅଶ୍ଲୀଳ ନୃତ୍ୟ ପସନ୍ଦ… କଣ କହୁ କହୁ କହିଦେଲେ… ଦେଖନ୍ତୁ Vide

ଯାତ୍ରା ଦେଖିବାକୁ ପ୍ରାୟତଃ ଅନେକ ଦର୍ଶକ ବହୁତ୍ ଭଲ ପାଆନ୍ତି। ଯଲିଉଡ ଦୁନିଆର କିଛି ଏମିତି କଳାକାର ରହିଛନ୍ତି ଯେଉଁମାନେ ତାଙ୍କର ଅଭିନୟର ଭିନ୍ନ ଧରଣର ଅନ୍ଦାଜ ରେ ଅଗଣିତ ଦର୍ଶକ ଙ୍କ ପ୍ରିୟର କଳାକାର ହୋଇ ପାରିଛନ୍ତି।ଅଭିନୟ ଜଗତର କଳାକାର ମାନେ ଅନେକ ସମୟରେ ସେମାନଙ୍କ ର କିଛି ଭିନ୍ନ ଅନ୍ଦାଜ, ଲାଇଫ ଷ୍ଟାଇଲ କୁ ଦେଖାଇ ସେମାନେ ତାଙ୍କର ଦର୍ଶକ ମାନଙ୍କ ର ନିକଟତର ହୋଇଥାନ୍ତି ଏବଂ ସେମାନଂକୁ ଆକର୍ଷିତ କରିଥାନ୍ତି। ଦର୍ଶକ, ପ୍ରସଂଶକ ମାନଙ୍କ ସହିତ ସେମାନେ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେୟାର କରିଥାନ୍ତି। ତେବେ ଅଭିନୟ ଜଗତର କଳାକାର ବା ସେଲିବ୍ରେଟି ମାନଙ୍କର ଜୀବନଶୈଳୀ ସାଧାରଣତଃ ଟିକେ ଭିନ୍ନ ଏବଂ ଆକର୍ଷିତ କଲା ଭଳି ହୋଇଥାଏ।

ଲୋକେ ସେମାନଂକୁ ବହୁତ୍ ଭଲ ପାଆନ୍ତି ଏବଂ ସେମାନଂକୁ ଅନୁସରଣ ବି କରନ୍ତି। ଯଦି ଆମେ ଓଡ଼ିଶାର ଯାତ୍ରା ଜଗତର କଥା କହିବା ତେବେ ଏଥିପାଇଁ ଅନେକ ପାଗଳପ୍ରାୟ ଅଟନ୍ତି। ଅନେକ କଳାକାର ମାନେ ସେମାନଙ୍କ ଅଭିନୟ ର ଯାଦୁରେ ଲୋକଙ୍କୁ କିମିଆ କରି ରଖିଛନ୍ତି। ଅନେକ ସମୟରେ ସେମାନେ ତାଙ୍କର ଅଭିନୟ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ତେବେ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଥାଏ।

ଯାତ୍ରା ଜଗତର କଳାକାର ମାନଙ୍କ ପ୍ରତି ଅନେକଙ୍କ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ। ଯାତ୍ରା ଦୁନିଆର କିଛି ଏମିତି କଳାକାର ଅଛନ୍ତି ଯେଉଁମାନେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି ଏବଂ ବେଶ୍ ଲୋକପ୍ରିୟ ମଧ୍ଯ ହୋଇ ପାରିଛନ୍ତି। ସେମାନଙ୍କ ମଧ୍ୟରୁ ଅଭିନେତ୍ରୀ କାବେରୀ ପାଢ଼ୀ ଅନ୍ୟତମ।ସେ ଅନେକ ଯାତ୍ରାରେ ତାଙ୍କର ଚମତ୍କାର ଅଭିନୟ ପାଇଁ ବେଶ୍ ପରିଚିତ।ସେ ଦର୍ଶକ ଏବଂ ପ୍ରସଂଶକ ମାନଙ୍କ ଉପରେ ତାଙ୍କର ଅଭିନୟର ଏକ ସ୍ବତନ୍ତ୍ର ଛାପ ଛାଡ଼ିବାରେ ଲାଗିଛନ୍ତି। ଏବେ ତାଙ୍କର ଗଣମାଧ୍ୟମ ସମ୍ମୁଖରେ ସେ ଦେଇଥିବା ଏକ ବାଇଟ୍ ର ଭିଡିଓ ସାମ୍ନାକୁ ଆସିଛି।

ଯେଉଁଠି ସେ ଅଶ୍ଳୀଳ ନୃତ୍ୟ ପରିବେଷଣ ନେଇ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।ସେ କହିଛନ୍ତି ମୋତେ ବି ଯାତ୍ରା ପାଣ୍ଡେଲରେ ଏପରି ଅଶ୍ଳୀଳ ନୃତ୍ୟ ପରିବେଷଣ ହେବା ପସନ୍ଦ ନୁହେଁ। ଏଥିପାଇଁ ଉଭୟ ମାଲିକ ଏବଂ ଅନୁଷ୍ଠାନ ର ଅନ୍ଯ ମାନଙ୍କ ସହିତ ଦର୍ଶକ ମାନଙ୍କ ମଧ୍ୟରେ ଏକ ସମନ୍ଵୟ ରହିବା ଆବଶ୍ୟକ। ଏହାକୁ ନେଇ ଏକ ଉଚିତ୍ ବିଚାର ଏବଂ ଭାବନା ଆସିବା ଦରକାର ସମସ୍ତଙ୍କ ମନରେ। କିନ୍ତୁ ଅନେକ ଦର୍ଶକ ଏପରି ନୃତ୍ୟକୁ ପସନ୍ଦ କରୁଥିବାରୁ ଏହା ପରିବେଷଣ ହେଉଛି। ତେଣୁ ଏହାକୁ ନେଇ ସମସ୍ତଂକ ପସନ୍ଦ ଭିନ୍ନ ଭିନ୍ନ ରହୁଥିବା ଦେଖିବାକୁ ମିଳୁଥିବା ସେ ତାଙ୍କର ପ୍ରତିକ୍ରିୟା ରେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।