ଯାତ୍ରାକୁ ଝଟକା କାନ୍ଦିଲେ ସମସ୍ତେ… ଦୁର୍ଗା ପୂଜାରେ ଟଳି ପଡିଲେ କଳାକାର, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ | ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ | ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ | ତେବେ ସମସ୍ତଙ୍କ ମନକୁ ଛୁଇଁଲା ଭଳି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ | ଅନେକ ସମୟରେ କିଛି ଏମିତି ଦୁଃଖଦ ଘଟଣା ସାମ୍ନା ଆସିଥାଏ ଯେ ଯାହାକୁ ଦେଖିବା କ୍ଷଣି ଆଖିରୁ ଲୁହ ଆସିଯାଇଥାଏ | ତେବେ ସେହିପରି କିଛି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ହୁଏତ ଆପଣ ବିଶ୍ୱାସ କରିବେନି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଥିବା ସେହି ଭିଡ଼ିଓ ସମ୍ପର୍କ ରେ ଜାଣିବା |

ତେବେ ବନ୍ଧୁଗଣ ଓଡିଆ ଯାତ୍ରା ଜଗତର ନିଜର ଅଭିନୟ କଳା ମାଧ୍ୟମରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବିଭିନ୍ନ ଯାତ୍ରା ପାଟି ମାନଙ୍କ ମଧ୍ୟରୁ ସୂର୍ଯ୍ୟ ମନ୍ଦିର ଅନ୍ୟତମ | ଯାହାର ନାମ ଶୁଣିବା ମାତ୍ର ଦର୍ଶକ ମାନଙ୍କ ମନରେ ଯାତ୍ରା ଦେଖିବା ର ଆଗ୍ରହ ସୃଷ୍ଟି କରିଥାଏ | ସେଥିପାଇଁ ତୋ ଆଜି ଲୋକମାନଙ୍କ ହୃଦୟ ରେ ସେମାନେ ଜାଗା ସୃଷ୍ଟି କରିପାରିଛନ୍ତି | କାରଣ ଓଡିଶା ହେଉଛି କଳାର ଭୂମି ତେଣୁ ଏଠାକାର ଲୋକ ମଧ୍ୟ କଳାକୁ ବେଶୀ ଭଲ ପାଇଥାନ୍ତି | ତେଣୁ ବିଭିନ୍ନ ଯାତ୍ରା ମାନଙ୍କ ମଧ୍ୟରୁ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାତ୍ରା ଜଗତର ବାଦଶାହ ସୂର୍ଯ୍ୟମନ୍ଦିର ର | ତେବେ ଏହି ସୁଯ୍ୟମନ୍ଦିର ଯାତ୍ରା ରେ ଜଣେ ମୃତ୍ୟବରଣ କରିଥିବା ର ସୂଚନା ମିଳିଛି ବୋଲି କୁହାଯାଇଛି |

ତେବେ ଏବେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଯାତ୍ରା ସୁଯ୍ୟ ମନ୍ଦିର ସେହି ଦୁଃଖ ପୂର୍ଣ୍ଣ ଘଟଣା | ଯାହା ଓଡିଶା ଯାତ୍ରା କୁ ଏକ ବଡ଼ ଝଟକା ଦେଇଛି ବୋଲି ଜଣା ପଡିଛି | ହଁ ଦର୍ଶକ ବନ୍ଧୁ ଓଡ଼ିଆ ଯାତ୍ରା ଜଗତ ତଥା ଓଡିଶା ଅଗଣତି ଦର୍ଶକଙ୍କୁ ଏକ ବଡ଼ ଝଟକା ଲାଗିଛି ବୋଲି କୁହାଯାଇଛି | ତେବେ ଓଡିଶାର ଲୋକପ୍ରିୟତା ହାସଲ କରିଥିବା ସେହି କଳାକାର ଯାହାଙ୍କର ବାଦ୍ୟ ଯନ୍ତ୍ରରେ ତାଳେ ତାଳେ ହଜାର ହଜାର ଦର୍ଶକ ଯାତ୍ରା ପ୍ୟାଣ୍ଡେଲ ଭିତରେ ଝୁମିବାକୁ ଲାଗିଥାନ୍ତି |

ତେବେ ଏମିତି କିଛି ଘଟଣା ଏବେ ସାମ୍ନା କୁ ଆସିଛି ଯାହା ଓଡିଶା କକାକାର ମାନଙ୍କ ସହିତ ଓଡିଶାର ଦର୍ଶକ ମାନଙ୍କୁ ବଡ଼ ଝଟକା ଦେଇଛି | ତେବେ ମିଳିଥିବା ସୂଚନା ଅନୁଯାୟୀ ଯାତ୍ରା ରେ କାର୍ଯ୍ୟରତ ଥିବା ସମୟରେ ଜଣେ ବାଦ୍ୟ କଳାକାର, ମ୍ୟୁଜିକ ସିଆନ ଙ୍କର ମୃତ୍ୟ ହେଇଯାଇଛି ବୋଲି ସୂଚନା ମିଳିଛି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସମସ୍ତଙ୍କ ମନରେ ଦୁଃଖ ଭରିଦେବା ସହିତ, ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment