ଜାପାନୀଙ୍କ କଥାରେ କ’ଣ ହ୍ୟୁମାନ ( Humane Sagar ) ସାଗର ଚାଲିବେ ? ସେ ଯାହା କହିବେ ସେୟା କାରିକୁ ବାଧ୍ୟ କି ହ୍ୟୁମାନ… ଦେଖନ୍ତୁ Video

ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି କିଛି ଘଟଣା ନଜରକୁ ଆସିଥାଏ ଯାହା କୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାଆନ୍ତି। ଏମିତି ଏକ ଦୃଶ୍ୟ ଏବେ ଆଖି ସାମ୍ନାକୁଆସିଛି ଯେଉଁଠି ଜଣେ ସିଙ୍ଗର ଓ ସଙ୍ଗୀତ ନିର୍ଦେଶକ ମଧ୍ୟରେ ଏମିତି ବିବାଦ ଦେଖା ଦେଇଛି ଆସନ୍ତୁ ଜାଣିବା। ଏଠାରେ କିଛି ଦିନ ପୂର୍ବେ ଏକ ଘଟଣା ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହୋଇଥିଲା ଯାହାର ଭିଡ଼ିଓ ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ।

ସେହି ଭିଡ଼ିଓ ଟିରେ ଏକ ଘଟଣା ସାମ୍ନାକୁ ଆସିଥିଲା ଯାହା ସାରା ରାଜ୍ୟରେ ଓ ଓଡ଼ିଆ ଟେଲିଭିଜନ ଜଗତ ରେ ଚହଳ ସୃଷ୍ଟି କରିଛି। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ସଂଗୀତ ନିର୍ଦ୍ଦେଶକ ଜାପାନୀ ଭାଇ ଯିଏ କି ଜଣେ ବିଶିଷ୍ଟ ନିର୍ଦେଶକ ଅଛନ୍ତି। ତାଙ୍କର ଏକ ଭଜନ ମହାପ୍ରଭୁଙ୍କ ପାଇଁ ନିର୍ମିତ ହେଵାକୁ ଯାଉଥିଲା ହେଲେ ପରବର୍ତ୍ତୀ ସମୟରେ ଏହି ସଙ୍ଗୀତ କୁ ଗାଇବା ପାଇଁ କଣ୍ଠଶିଳ୍ପୀ ମଧ୍ୟ ଚୟନ କରା ଯାଇଥିଲା ହେଲେ ସେ ସିଧା ସିଧା ମନା କରି ଦେଇଥିଲେ ଯାହା ଏଠାରେ ଜାପାନୀ ଭାଇ ଅଭିଯୋଗ ଆଣିଛନ୍ତି।

ନିକଟରେ ଘଟଣା ଟି ଘଟି ଯାଇଥିଲା ହେଲେ ପରବର୍ତ୍ତୀ ସମୟରେ ଏହାକୁ ନେଇ ବିଶିଷ୍ଟ ସିଙ୍ଗର ହ୍ୟୁମାନ ସାଗର ମଧ୍ୟ ଏହି ଘଟଣା କୁ ନେଇ ନିଜର ପ୍ରତିକ୍ରିୟା ରଖିଥିଲେ ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି।ଆଉ ଏଠାରେ ସେ କହିଲେ ଯେ ମହାପ୍ରଭୁଙ୍କ ଗୀତ ଗାଇବି ହେଲେ ଏବେ ନୁହେଁ ଏମିତି କିଛି କହିଛନ୍ତି ଯାହା ସୂଚନା ମିଳିଛି। ଆଉ ତାଙ୍କର ସେହି ଘଟଣା କୁ ନେଇ ଏବେ ସଙ୍ଗୀତ ନିର୍ଦେଶକ ଜାପାନୀ ଭାଇ ବର୍ତ୍ତମାନ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯାହା ଭିଡ଼ିଓ ରେ ଏବେ ନଜରକୁ ଆସିଛି। ତାଙ୍କର ସେହିଭଳି କିଛି କଥା କୁ ନେଇ ଏବେ ସାରା ରାଜ୍ୟ ରେ ଚହଳ ସୃଷ୍ଟି କରିଛି ଯାହା ଏବେ ଭାଇରଲ ହେବାରେ ଲାଗିଛି। ଏଠାରେ କହିବାକୁ ଗଲେ କଣ ସତ ରେ ଜଣେ ଗୀତ ଗାଇବାକୁ ହେଲେ ନିଜ ଇଚ୍ଛାରେ ଗାଇବ ନା ଆଉ ଜଣଙ୍କ ମତ ରେ।

ଆଉ ଏବେ ହ୍ୟୁମାନ ସାଗର ଗୀତ ଗାଇବା ପାଇଁ କଣ ଜାପାନୀ ଭାଇଙ୍କର ପରାମର୍ଶ ନେବା ନିହାତି ଦରକାର ଯାହା ଏବେ ପ୍ରଶ୍ନବାଚୀ ଉଠୁଛି ସାଧାରଣ ରେ। ଜଣେ କଣ୍ଠଶିଳ୍ପୀ ଗୀତ ଗାଇବା ସେଇଟା କଣ ଜାପାନୀ ଭାଇ ସ୍ଥିର କରିବେ। ଆଉ ଜଣେ ସିଙ୍ଗର କଣ ଗାଇବେ ତାହା କୁ କଣ ସଂଗୀତ ନିର୍ଦ୍ଦେଶକ ତାହାକୁ ଚୟନ କରିବେ। ସିଙ୍ଗର ନିଜ ପସନ୍ଦର ଗୀତ ଗାଇ ପାରିବେ ନାହିଁ। ଯାହା କୁ ନେଇ ଏବେ ସୋସିଆଲ ମିଡ଼ିଆରେ ଭିଡ଼ିଓ ଜୋର ରେ ଭାଇରଲ ହେବାରେ ଲାଗିଛି। ଏହି ସବୁ କୁ ନେଇ ଏବେ ବିଭିନ୍ନ ମହଲ ର ଚର୍ଚା ଜୋର ଧରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment