Odisha News Portal

ଦୀର୍ଘ 500 ବର୍ଷ ପରେ ବନୁଛି ମହା ସଂଯୋଗ , ପାଞ୍ଚୋଟି ରାଶିରେ ଧନର ବର୍ଷା ଏବଂ 8ଟି ରାଶିରେ ମହାବିପଦ !ଆପଣ ଙ୍କର କେଉଁ ରାଶି ?

0 122

ଇଂରାଜୀ ନବବର୍ଷ 2021 ଉପଲକ୍ଷେ ଆପଣ ମାନଙ୍କୁ ଆମ ତରଫରୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା । ଆଜିର ଏହି ଲେଖାରେ ଆମେ ଜାଣିବା ଏହି ନୂଆବର୍ଷର ଜାନୁୟାରୀ ମାସ କିପରି ରହିବ ଆପଣଙ୍କର ଭାଗ୍ୟ । ଏହି ଜାନୁୟାରୀ ମାସ 2021ରେ ସଂମ୍ପୂର୍ଣ୍ଣ 12ଟି ରାଶିର ଫଳାଫଳ କଣ ରହିବ । ଜାନୁୟାରୀ ମାସଟି ଆପଣଙ୍କ ପାଇଂ କିପରି ସାବ୍ୟସ୍ତ ହେବ ।

ଏହି ମାସରେ ଗ୍ରହମାନଙ୍କର ଗୋଚର ଆପଣଙ୍କ ଜୀବନରେ କି ପ୍ରକାର ପ୍ରଭାବ ପକାଇବ । ଏହି ମାସରେ ରାଶି ମାନଙ୍କର ପରିବର୍ତ୍ତନ ଦେଖିବାକୁ ମିଳିବ । ଗ୍ରହମାନଙ୍କର ଗୋଚର ଏହି ମାସରେ ଆପଣଙ୍କୁ ବହୁତ କିଛି ଦେଇ କରି ଯିବ କିନ୍ତୁ ବହୁତ କିଛି ଆପଣଙ୍କ ଠାରୁ ଛଡାଇ ନେଇପାରେ ମଧ୍ୟ ।

ମେଷରାଶି –

ଏହି ମାସରେ ଆପଣଙ୍କୁ ଧନପ୍ରାପ୍ତି ହୋଇପାରେ । ସନ୍ତାନମାନେ ଶିକ୍ଷାରେ ଉନ୍ନତି କରିବେ, ତୀର୍ଥ ଦର୍ଶନର ଯୋଗ ମଧ୍ୟ ରହୁଛି । ଚୋର ଭସ ରହିଥିବାରୁ ସାବଧାନ ହୋଇ ଚଳିବା ଉଚିତ ରହବି । ବ୍ୟବସାୟୀମାନେ କର୍ତ୍ତବ୍ୟ ପଥରେ ଆଗେଇଯିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ବୃଷରାଶି-

ପରିବାରରେ ଅଶାନ୍ତି ଦେଖାଦେବ । ବ୍ୟବସାୟରେ କ୍ଷତିର ସମ୍ଭାବନା ରହୁଅଛି । ଶିକ୍ଷାର୍ଥୀମାନେ ବୈଷୟୀକ ଶିକ୍ଷା ପ୍ରାପ୍ତି କରିବେ । ମହିଳାମାନେ ବିଷେଶ କାର୍ଯ୍ୟରେ ବ୍ୟସ୍ତ ରହିବେ । ସଂମ୍ପୂର୍ଣ୍ଣ ମାସଟି ମହିଳା ମାନଙ୍କ ପାଇଁ ଶୁଭ ରହବି ।

ମିଥୁନରାଶି –

ମାଲିମକନ୍ଦମାରେ ଜୟଯୁକ୍ତ ହୋଇ ପାରନ୍ତି । ଶାରିରୀକ ସୁସ୍ଥତା ମିଳିବ । ବ୍ୟବସାୟରେ ସାମନ୍ୟ ଲାଭ ମିଳିପାରେ । କର୍ମକ୍ଷେତ୍ରରେ ଅବନ୍ନତି ହୋଇପାରେ ।

କର୍କଟରାଶି –

ପାରିବାରିକ ଶାନ୍ତି ମିଳିବ । ସ୍ବାସ୍ଥ୍ୟ ଭଲ ରହିବ । କର୍ମକ୍ଷେତ୍ରରେ ପ୍ରସଂଶିତ ହେବେ । ବ୍ୟବସାୟରେ ବନ୍ଧୁତ୍ବ ଦ୍ବାରା ଲାଭବାନ ହେବେ । କୃଷି କାର୍ଯ୍ୟରେ ଉନ୍ନତି ହେବ ।

ସିଂହରାଶି –

ଗୃହ ମଧ୍ୟରେ ବିବାଦ ଲାଗି ରହିବ । ବନ୍ଦି ବିଦେଶ୍ବ ଘଟିପାରେ କର୍ମକ୍ଷେତ୍ରରେ ସହକର୍ମୀମାନେ ଅସୁବିଧାରେ ପକାଇ ପାରନ୍ତି । ବ୍ୟବସାୟରେ କ୍ଷତି ଘଟିପାରେ ଏବଂ ବେକାରୀ ସମସ୍ୟା ଦୂର ହୋଇପାରେ । ମହିଳା ଏବଂ ଶିକ୍ଷାର୍ଥୀମାନେ ନିନ୍ଦିତ ହେବେ ।

କନ୍ୟାରାଶି –

ବିଦେଶ ଯାତ୍ରାର ଯୋଗ ରହୁଅଛି । ଅଯଥା ଶତୃ ଭୟ ଦେଖାଦେବ । କର୍ମକ୍ଷେତ୍ରରେ ଅପମାନିତ ହୋଇ ପାରନ୍ତି । ବ୍ୟବସାୟରେ ଲାଭର ଆଶା କମ୍ ରହିବ ।

ତୁଳାରାଶି –

ଅସୁସ୍ଥତା ବୃଦ୍ଧି ପାଇବ । ନିଜ ବ୍ୟକ୍ତିଙ୍କ ସହିତ ମତାନ୍ତର ଘଟିପାରେ । କର୍ମକ୍ଷେତ୍ରରେ ଶତୃତା ଏବଂ ବ୍ୟବସାୟରେ କ୍ଷତିର ସମ୍ଭାବନା ରହୁଅଛି ।

ବିଛାରାଶି –

ବ୍ୟବସାୟରେ ଉନ୍ନତି ଘଟିପାରେ । ସ୍ବାସ୍ଥ୍ୟ ଭଲ ରହିବ , ପରିବାରରେ ଶାନ୍ତି ମିଳିବ ଏବଂ ବିଦ୍ୟାର୍ଥୀମାନେ ସପଳ ହେବେ ।
ଧନୁରାଶି –
ଲାଭର ଆଶାର ରହୁଅଛି । ପାରିବାରିକତ ଗଣ୍ଡୋଗଳ ଦେଖା ଦେଇପାରେ । ବନ୍ଧୁମାନେ ସାହାଯ୍ୟ ସହଯୋଗ କରିବେ , ବ୍ୟବସାୟରେ ଲାଭର ଆଶା କମ୍ ରହିବ । କର୍ମକ୍ଷେତ୍ରରେ ସହକର୍ମୀମାନେ ଇର୍ଷାନୀତ ହେବେ , ସ୍ବାସ୍ଯ୍ୟ ଖରାପ ରହବି ।

ମକରରାଶି –
କୃଷିକ୍ଷେତ୍ରରେ ଯଥେଷ୍ଟ ଲାଭବାନ ହେବେ । ସ୍ବାସ୍ଥ୍ୟ ଖରାପ ରହବି , ପରିବାରରେ ଅଶାନ୍ତ ଦେଖାଦେବ । କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ । ମହିଳା , ବିଦ୍ୟାର୍ଥୀମାନେ ଅପମାନିତ ହୋଇପାରନ୍ତି ।

କୁମ୍ଭରାଶି –

ଆୟ ଅପେକ୍ଷା ବ୍ୟୟ ଅଧିକ ରହବି । ଚୋର ଭୟ ରହୁଅଛି । ବ୍ୟବସାୟରେ କ୍ଷତିର ସମ୍ଭାବନା ଅଧିକ ରହବି । କର୍ମତ୍ରେକ୍ଷରେ ସ୍ଥାନାନ୍ତର ହୋଇପାରନ୍ତି । ବିଦ୍ୟାର୍ଥୀ, ମହିଳାମାନେ ଅସୁସ୍ଥତା ଅନୁଭବ କରିପାରନ୍ତି ।

ମୀନରାଶି –
ଧର୍ମ ପ୍ରତି ଆଗ୍ରହ ବଢିବ । ଚାକିରିରେ ପଦନ୍ନୋତିର ସମ୍ଭାବନା ରହୁଅଛି, ଶାରିରୀକ ସୁସ୍ଥତା ମିଳିବ । ପରିବାରରେ ଶାନ୍ତି ରହିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।