ଲୋକପ୍ରିୟ ସିରିଏଲ ହିରୋଇନ ଜଙ୍କଲୀନ ( janklin) ଙ୍କ ଘରକୁ ଆସିଲା ନୂଆ କୁନି ଅତିଥି – ଦେଖନ୍ତୁ ଭିଡିଓ…

ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ତଥା ବୈବାହିକ ସମ୍ପର୍କ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।

ତେବେ ବନ୍ଧୁଗଣ ଆପଣ ମାନେ ଓଡ଼ିଆ ସିରିଏଲ ର ଅଭିନେତ୍ରୀ ଜାକଲିଂନ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ ଏବଂ ତାଙ୍କର ସ୍ୱାମୀ ଅରିନ୍ଦମ ଙ୍କୁ ମଧ୍ୟ। ତେବେ ଜାକଲିଂନ ଜଣେ ପରିଚିତ ଓଡ଼ିଆ ସିରିଏଲ ଅଭିନେତ୍ରୀ ଅଟନ୍ତି ତାଙ୍କର ଅଭିନୟ ଦ୍ୱାରା ସେ ସମସ୍ତ ଙ୍କୁ ନିଜର କରି ପାରନ୍ତି। ତେବେ ବିବାହ ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କ ର ଏକ ୟୁ ଟ୍ୟୁବ ଚେନାଲ ରହିଛି ଯେଉଁ ଥିରେ ସେମାନେ ଭିନ୍ନ ଭିନ୍ନ ସବୁ ଭିଡ଼ିଓ ବନାଇ ସୋସିଆଲ ମିଡ଼ିଆ ରେ ସେୟାର କରିଥାନ୍ତି ଏବଂ ଲାଇଭ ଆସି ମଧ୍ୟ ଲୋକଙ୍କ ସହ ବେଶ ହସ ମଜା କରିଥାନ୍ତି।

ତେବେ ବର୍ତ୍ତମାନ

ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି ଯେଉଁ ଥିରେ ପ୍ରଥମ ଥର ପାଇଁ ଜାକଲିଂନ କଙ୍କଡା ତରକାରୀ ବନାଇ ଖାଇଛନ୍ତି। ତେବେ ଭିଡିଓ ରେ ଦେଖା ଯାଇଛି କି ସେ କଙ୍କଡା ଆଣିବାକୁ ମାର୍କେଟ ଯାଇଛନ୍ତି ଏବଂ ସେଠାରୁ କଙ୍କଡା ଆଣି ତାକୁ ସଫା କରି ନିଜର ବ୍ରେକ ଫାଷ୍ଟ କରିଛନ୍ତି। ଆଉ ବ୍ରେକ ଫାଷ୍ଟ ରେ ସେ ଚକୁଳି ଏବଂ ଭଜା ଖାଇଛନ୍ତି ।ଏ ଭିତରେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଥଟ୍ଟା ମଜା ମଧ୍ୟ ଚାଲିଛି ଯାହାକୁ ଦେଖିଲେ ଆପଣ ଙ୍କୁ ଭଲ ଲାଗିବ।

ତେବେ ତା ପରେ ମନ ଲଗେଇ ଭଲ ଭାବରେ କଙ୍କଡା ତରକାରୀ ପ୍ରସ୍ତୁତ କରିଛନ୍ତି ଜାକଲିଂନ ଆଉ ସ୍ୱାମୀ ଙ୍କୁ ଖାଇବା କୁ କହୁଛନ୍ତି। ମାତ୍ର ଅରିନ୍ଦମ ଖାଇବେ ନାହିଁ ବୋଲି କହିଛନ୍ତି ତା ପରେ ଜାକଲିଂନ ତାକୁ ଖାଇଛନ୍ତି ଏବଂ ଖୁବ ଟେଷ୍ଟି ହୋଇଥିବା କହିଛନ୍ତି। ତେବେ ଏହା ପରେ ସେମାନେ ତାଙ୍କର ଜଣେ ସମ୍ପର୍କୀୟ ଙ୍କ ଘରକୁ ଯାଇଛନ୍ତି କୁନି ଛୁଆ କୁ ଏକ ମାସ ର ବଧେଇ ଜଣେଇବା ପାଇଁ। ଆଉ ସେଠାରେ ବେଶ ଖୁସି ମଜା କରିଛନ୍ତି ଆଉ ଜାକଲିଂନ କୁନି ଝିଅ କୁ ଧରି ତାଙ୍କୁ ବହୁତ ଭଲ ଲାଗିଥିବା କହିଛନ୍ତି। ତେବେ ତାଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି ତାହାକୁ ଆପଣ ମାନେ ମଧ୍ୟ ଦେଖନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment