ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ଭିଡ଼ିଓ ଭିତରୁ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ନବ ଦାସ ଙ୍କର ମୃତ କୁ ନେଇକି ଭାଇରାଲ ହେଉଥିବା କିଛି ଭିଡ଼ିଓ ର ଦୃଶ୍ୟ | ଆଉ ଯେଉଁଠି କୁହାଯାଉଛି କି ନବ ଦାସ ଯେତେବେଳେ ଝାଡ଼ସୁଗୁଡା କୁ ଆସିଥିଲେ ତାଙ୍କର ଗୋଟିଏ ସରକାରୀ କାର୍ଯ୍ୟାନୁଷ୍ଠାନ କୁ ଉଦଘାଟନ କରିବା ପାଇଁ ଠିକ ସେହି ସମୟରେ ଗୁଳି ଚଳାଇଥିଲେ ଗୋପାଳ ଦାସ | ଆଉ ସେ କେଉଁ ଭଳି ଭାବରେ ରିଭଲଭର କୁ ଚଳାଇଥିଲେ ଆଉ ସାମ୍ନା ରୁ କେଉଁ ଭଳି ଭାବରେ ଗୁଳି ମାଡ଼ କରିଥିଲେ ତାହା ଏଠାରେ କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇଵା |
କୁହାଯାଉଛି କି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଯାହା ଦେଖିବାକୁ ମିଳିଛି ଝାଡ଼ସୁଗୁଡା ରେ ଏକ ଉଦ୍ଘାଟନୀ ସଫା ପାଇଁ ଯାଇଥିଲେ ନବ ଦାସ | ଆଉ ତାଙ୍କୁ ବିଜେଡି କର୍ମୀ ମାନେ ନବ ଦାସ କୁ କୁ ସ୍ୱାଗତ କରିବା ପାଇଁ କାର ନିକଟକୁ ଆସିଥିଲେ | ଆଉ ସ୍ୱାଗତ ର ସହିତ ତାଙ୍କୁ ଫୁଲ ମାଳ ଦେବା ପାଇଁ ଆସି ଥିଲେ କାର ନିକଟରେ ଯେତେବେଳେ ସେ ଅଲ୍ହାଇଵା ପାଇଁ ଆସୁଥିଲେ ସେତେବେଳେ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଥିଲା ଗୋପାଳ ଦାସ ରିଭଲଭର କୁ ଧରିଥିଲେ ଆଉ ତାଙ୍କ ଉପରେ ଗୁଳି ଚଳାଇବା ପାଇଁ ମଧ୍ୟ ପ୍ରସ୍ତୁତ ହେଉଥିଲେ |
ଆଉ ଯାହା ଦେଖିବାକୁ ମିଳିଥିଲା କି ASI ଗୋପାଳ ଦାସ ତାଙ୍କର ରିଭଲଭର କୁ ଧରିକି ଯାଇଥିଲେ ଆଉ ସୁଯୋଗ କୁ ଖୋଜିବା ପାଇଁ ଲାଗି ପଡିଥିଲେ | ତାହା ପରେ କେଉଁ ଭଳି ଭାବରେ ନବ ଦାସ କୁ ସେ ଗୁଳି ଚଳାଇବେ ତାହାର ସୁଯୋଗ ମଧ୍ୟ ଖୋଜୁଥିଲେ ଆଉ ହାତରେ ରିଭଲଭର କୁ ଧରିକି ଗୁଳି ଚଳେଇବା ପାଇଁ ମଧ୍ୟ ଭିଡ଼ ଭିତରକୁ ଯିବା ପାଇଁ ମଧ୍ୟ ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ | ଆଉ ତାହା ପରେ ଦେଖିବାକୁ ମିଳିଥିଲା କି ନବ ଦାସ ଝାଡ଼ସୁଗୁଡା ରେ ଉଦ୍ଘାଟନୀ ସଫା ପାଇଁ କାର ରୁ ଅଲ୍ହାଇବାକୁ ଲାଗିଥିଲେ |
ଆଉ ତାହା ପରେ ଦେଖିବାକୁ ମିଳିଛି ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଯେତେବେଳେ ନବ ଦାସ କାର କୁ ତଳକୁ ଉଲ୍ହାଇ ଥିଲେ ସେତେବେଳେ କର୍ମୀ ମାନେ ତାଙ୍କୁ ଫୁଲ ମାଳ ଦେଉଥିଲେ ସେହି ସମୟରେ ଗୁଳି ମାଡ଼ କରିବାକୁ ଲାଗିଥିଲେ ଗୋପାଳ ଦାସ ବୋଲି କୁହାଯାଉଛି | ଆଉ ଏହି ଭଳି ଏକ ଭାଇରାଲ ହେଉଥିବା ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।