Odisha News Portal

ଜାଣନ୍ତୁ ଏଭଳି ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ……

ଆଜିର ସମୟରେ ପ୍ରତ୍ୟେକ ଲୋକମାନେ ଶିକ୍ଷା ଗ୍ରହଣ କରୁଛନ୍ତି , ଶିକ୍ଷା ମାଧ୍ୟମରେ ସେମାନେ ଉନ୍ନତରୁ ଉନ୍ନତ ସ୍ତରରୁ ଯାଇପାରୁଛନ୍ତି । କିଛି ବର୍ଷର କଥା କହିବା ତ ଆପଣ ମାନେ କୌଣସି ସ୍ଥାନକୁ ଏକ ଚାକିରୀ କରିବା ପାଇଁ ଗଲେ ସେଥିରେ ଆପଣଙ୍କର ମାର୍କ ବେସିସରେ ସିଲେକସନ ହେଉଥିଲେ , ଅର୍ଥାତ ଯାହାର ଅଧିକ ମାର୍କ ରହୁଥିଲା ସେ ହିଁ ଚାକିରୀ କରିପାରୁଥିଲା ମାତ୍ର ଏବେକା ସମୟରେ ଆପଣ ମାନେ ଯେ କୌଣସି ଜାଗାକୁ ଜବ କରିବା ପାଇଁ ଗଲେ ପ୍ରଥମେ ଏନଟ୍ରାନ୍ସ , ଇଣ୍ଟରଭ୍ୟୁୟର ସାମ୍ନା କରିବାକୁ ପଡେ ସେଥିରେ ପାସ ହେଲେ ଆପଣଙ୍କୁ ଏକ ଭଲ ସ୍ଥାନରେ ଭଲ ପଦବୀରେ ଜବ ମିଳେ ।

କେତେକ ସମୟରେ ଏହା ମଧ୍ୟ ଦେଖିବାକୁ ମିଳେ କି ଅନେକ ବ୍ୟକ୍ତି ମାନେ ଡିଗ୍ରୀ ପରିଚୟ ହାସଲ କରିଥିଲେ ମଧ୍ୟ ସେମାନଙ୍କର ପାଖରେ ସାଧାରଣ ଜ୍ଞାନ ବିଷୟରେ ବହୁତ କମ ନଲେଜ ରହିଥାଏ । ଯାହା ଦ୍ୱାରା କି ହଠାତ କେହି ସେମାନଙ୍କୁ ଏହା ପଚାରିଦେଲେ ସେଟାରେ ସେମାନେ ଅପମାନିତ ହୋଇଥାନ୍ତି ।

ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି କିଛି ଜେନେରାଲ ନଲେଜ ପ୍ରଶ୍ନ ପଚାରିବୁ , ଆପଣ ମାନେ ହୁଏତ ତାହା ଜାଣିଥିବେ ମାତ୍ର ଅନ୍ୟ ପ୍ରଶ୍ନ ଗୁଜିକ ଯଦି ଜାଣିନଥିବେ ତେବେ ଜାଣିଯିବେ । ଯାହା ଫଳରେ କି ଆପଣଙ୍କର ଜ୍ଞାନର ସୀମାକୁ ଅଧିକ ବୃଦ୍ଧି କରିପାରିବେ । ତେବେ ଆସନ୍ତୁ ଜାଣିବା ସେମିତି କିଛି ପ୍ରଶ୍ନ ବିଷୟରେ ।

1–କେତେ ଫର୍ଦ୍ କାଗଜ ରେ ଏକ ଦିସ୍ତା ହୁଏ ?

ଉତ୍ତର:- ୨୪ ଫର୍ଦ୍ କାଗଜ କୁ ମିଶାଇଲେ।

2–ଚୁଲି ରୁ କେଉଁ କାଠ ପାତ୍ର ରେ ପାଉଁଶ କାଢ଼ ଯାଏ , ତାକୁ କଣ କୁହନ୍ତି ?

ଉତ୍ତର:- ସରା କୁହା ଯାଏ

3–ରାମାୟଣ ମକର ଧ୍ୟଜ୍ କାହାର ପୁତ୍ର ଥିଲେ ?

ଉତ୍ତର:- ହନୁମାନ ଙ୍କର ପୁତ୍ର ଥିଲେ।

4–ପୂରଣ ଅନୁସାରେ ବିଷ୍ଣୁ କାହାର ଅଭିଶାପ ଯୋଗୁ ସାଲଗ୍ରମ ରୂପ ଧାରଣ କାରି ଥିଲେ ?

ଉତ୍ତର:- ବୃନ୍ଦାବତୀ ଙ୍କ ଅଭିଶାପ ଯୋଗୁ

5– ବାରବାଟୀ ଷ୍ଟାଡିୟମ କେଉଁଠାରେ ଅବସ୍ଥିତ ?

 

ଉତ୍ତର – କଟକ

6– ବ୍ରଜିଲ୍ ର ଜାତୀୟ ଖେଳ ର ନାମ କଣ ?

ଉତ୍ତର:- ଫୁଟବଲ ଏହାର ଜାତୀୟ ଖେଳ

7—ଶ୍ମଶାନ ବାଟ ଦେଇ ରାତିରେ ଯିବା ଆସିବା କରିବା କାହିଁକି ଅନୁଚିତ ?

ଉତ୍ତର- ରାତିରେ ନକରାତ୍ମକ ଶକ୍ତି ଅଧିକ ଥିବାରୁ

8–ଦିଲ୍ଲୀ ଭାରତର ରାଜଧାନୀ କେବେ ହେଲା ?

ଉତ୍ତର- 1911 ମସିହାରେ ଦିଲ୍ଲୀ ଭାରତର ରାଜଧାନୀ ହୋଇଥିଲା ।

9–ସ୍ତ୍ରୀ କାହିଁକି ସବୁବେଳେ ସ୍ଵାମୀର ବାମ ପଟେ ଶୋଇଥାଏ ?

ଉତ୍ତର- କାରଣ ସ୍ତ୍ରୀ କୁ ସ୍ଵାମୀର ବାମାଙ୍ଗୀ କୁହାଯାଏ । ସେଥିପାଇଁ ସ୍ତ୍ରୀ ସ୍ଵାମୀର ବାମପଟେ ଶୋଇଲେ ଶୁଭ ହୋଇଥାଏ ।

10–କସାରୀ କେଉଁ ଦେବତା ଙ୍କୁ କୁହା ଯାଏ ?

ଉତ୍ତର:- ପ୍ରଭୁ ଶ୍ରୀ କୃଷ୍ଣ ଙ୍କୁ କୁହା ଯାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।