ଜଙ୍ଗଲକୁ ଟାଣି ନେଇ ମହିଳାଙ୍କ ସହ କଲେ ଏପରି କାମ ! ଭିଡିଓ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି …..

ଆଜି ଆମେ ଆପଣ ମାନଙ୍କୁ ଏପରି ଏକ କଥା ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣ ମାନେ ବହୁତ ହିଁ ନିଜକୁ ନିଜେ ଅପମାନିତ ମନେ କରିବେ । ତେବେ ଆପଣ ମାନେ ତ ଜାଣିଛନ୍ତି କ ଏବେ ସମାଜରେ ଲୋକମାନେ ବହୁତ ପ୍ରକାର ହିଂସ୍ର ଭଳି କାମ କରୁଛନ୍ତି । ,ସମାଜରେ ଏପରି ଘଟଣା ପ୍ରତ୍ୟେକ ଦିନ ସାମ୍ନାକୁ ଆସୁଛି ଯାହାକୁ ଦେଖି କରି ଲୋକମାନେ ମଧ୍ୟ ବହୁତ ହିଁ ଅସହାୟ ହୋଇପଡୁଛନ୍ତି । ବିଶେଷ କରି ମହିଳା ମାନେ ଏପରି ସମାଜରେ ନିଜକୁ କେବେବି ସୁରକ୍ଷିତ ମନେ କରିପାରୁନାହାନ୍ତି । କାରଣ ପ୍ରତ୍ୟେକ ଦିନ ହତ୍ୟା, ଦୁଷ୍କର୍ମ, ବଳାତ୍କାର ଭଳି ଅମାନବୀୟ ଏବଂ ଅମାନୁଷିକ କାର୍ଯ୍ୟ ଆଜିର ସମାଜରେ ଦିନକୁ ଦିନ ବଢ଼ିବାରେ ଲାଗିଛି ।

ଦେଶ ଏତେ ଆଗକୁ ଗଲାଣି , ଶିକ୍ଷିତ ସମାଜ ରେ ମଣିଷ ମାନେ ଧୀରେ ଧୀରେ ଅଶିକ୍ଷିତ ଭଳି କାର୍ଯ୍ୟ କରୁଛନ୍ତି, ଯାହା ଦ୍ୱାରା ଅନ୍ୟ ମାନେ ଅସୁବିଧାର ସମୁଖୀନ ହେଉଛନ୍ତି,ଆଉ ଏହାକୁ ରୋକିବା ବହୁତ କଠିନ ହୋଇ ଯାଇଛି । ମନୁଷ୍ୟ ମାନଙ୍କର ଚିନ୍ତାଧାରା ଏବେ ବହୁତ ନୀଚ ହୋଇଗଲାଣି ।

ମଣିଷ ମାନଙ୍କ ଭିତରେ ଖାଲି କ୍ରୋଧ , ହିଂସା , ଲୋଭ , ରାଗ ଆଦି ଭରି ରହିଛି, ଯାହା ଦ୍ୱାରା ସେମାନେ ଗୋଟେ ପରେ ଗୋଟେ ଅନ୍ୟାୟ୍ ଅତ୍ୟାଚାର କରି ଚାଲିଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘଟଣା ବିଷୟରେ କହିବୁ ଯାହା ଏବେକା ସମାଜରେ ଆଧିକାଁଶ ସମୟରେ ଦେଖିବାକୁ ମିଳୁଛି ।

ଆଜିର ଏହି ସମାଜରେ କୌଣସି ନାରୀ ମଧ୍ୟ ସୁରକ୍ଷିତ ନାହାନ୍ତି , କୌଣସି ବି ନାରୀ କୌଣସି କ୍ଷେତ୍ରରେ ନିଜକୁ ସୁରକ୍ଷିତ ଭାବିବା ପାଇଁ ଉଚିତ୍ ମନେ କରୁ ନାହାନ୍ତି କାରଣ ସମାଜରେ ଏପରି ଅମାନବୀୟ ଘଟଣା ଘଟୁଛି ଯାହା ଆଜିର ସମାଜର ନାରୀ ମାନଙ୍କ ପାଇଁ ବହୁତ ହିଁ ସେମାନଙ୍କୁ ଅସହାୟ ମନେ କରୁଛି । ତେବେ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ନାରୀ ମାନେ ସୁରକ୍ଷିତ ନାହାନ୍ତି ।

କାରଣ ଏମିତି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଯାହା ଆମ ମାନଙ୍କୁ ଏପରି ଭାବିବା ପାଇଁ ବାଧ୍ୟ କରୁଛି । ତେବେ ଘଟଣାଟି ହେଉଛି କି କିଛି ଦିନ ତଳେ କିଛି ଯୁବକ ଜଣେ ମହିଳାଙ୍କୁ ଜଙ୍ଗଲ ଭିତରକୁ ଟାଣି ନେଇ ତାଙ୍କ ସହ ଜବରଦସ୍ତି କରିବା ପାଇଁ ଉଦ୍ୟମ କରିଥିଲେ । ଏହା ପରେ ଅନ୍ୟ ଜଣେ ଯୁବକ ସେହି ଲୋକମାନଙ୍କର ସେପରି କାର୍ଯ୍ୟକଳାପକୁ ତାଙ୍କର ମୋବାଇଲରେ ରେକର୍ଡ କରୁଥିଲେ ।

ଅନ୍ୟ ଦୁଇ ଯୁବକ ମହିଳା ଙ୍କ ସହିତ ଖରାପ୍ ବ୍ୟବହାର କରିବା ସହିତ ତାଙ୍କୁ ଜୋର୍ ପାଟିରେ ଗାଳି ଦେଉଛନ୍ତି ମଧ୍ୟ,ଉତ୍ତ୍ୟକ୍ତ ହୋଇ ମହିଳା ଜଣଙ୍କୁ ଟାଣି ଓଟାରି ସେମାନେ ହଇରାଣ କରୁଛନ୍ତି । ସେହି ଦୁଇ ଅପରାଧୀ ହେଲେ ରାହୁଲ ଏବଂ ଆକାଶ । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଘଟଣା ର ଖବର ପାଇ ପୋଲିସ ସେହି ଅପରାଧୀ ଙ୍କୁ ଧରିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment