Odisha News Portal

Secret Tips – ଜଲଦି ଗର୍ଭବତୀ ହେବା ପାଇଁ କେଉଁ ଦିନ ସହବାସ କରିବେ ଜାଣି ରଖନ୍ତୁ….

ଗର୍ଭବତୀ ହେବା ପ୍ରତ୍ୟେକ ମହିଳାଙ୍କ ଜୀବନର ଏକ ସୁଖଦ ଅନୁଭୂତି ସ କିନ୍ତୁ ଅନେକ ମହିଳା ଏହି ଅନୁଭୂତିରୁ ବଞ୍ଚିତ ହେଉଛନ୍ତି । ବାରମ୍ୱାର ଚେଷ୍ଟା କଲେ ମଧ୍ୟ ପ୍ରେଗନେଣ୍ଟ ହୋଇ ପାରୁ ନାହାନ୍ତି , ଏହାର କାରଣ ହେଉଛି ସଠିକ୍ ସମୟରେ ସହବାସ ନକରିବା । ଗର୍ଭଧାରଣ ପାଇଁ ସଠିକ୍ ସମୟରେ ସହବାସ କରିବା ନିତ୍ୟାନ୍ତ ଜରୁରୀ ହୋଇଥାଏ । ପ୍ରତ୍ୟେକ ମାସର ଏମିତି କେତୋଟି ଦିନ ଥାଏ , ଯେଉଁଦିନ ସହବାସ କଲେ ପ୍ରେଗନେଣ୍ଟ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ଥାଏ । ଏହି ଦିନ ପ୍ରତ୍ୟେକ ମହିଳାଙ୍କ ପାଇଁ ଅଲଗା ଅଲଗା ହୋଇଥାଏ , ଏହି ଦିନ ମହିଳା ମାନଙ୍କର ମାସିକ ଧର୍ମ ଉପରେ ନିର୍ଭର କରିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଦିନ ମାନଙ୍କରେ ସହବାସ କରିବା ଉଚିତ୍ ହୋଇଥାଏ ।

1. ସହବାସ ପରେ 30 ମିନିଟ ଶୋଇ ରୁହନ୍ତୁ :-

ସହବାସ କରିବା ପରେ 30 ମିନିଟ ପର୍ଯ୍ୟନ୍ତ ମହିଳା ମାନଙ୍କୁ ବେଡ୍ ରେ ଚିତ ହୋଇ ଶୋଇ ରହିବା ଉଚିତ୍ । କାରଣ ଏମିତି ହେଲେ ପୁରୁଷଙ୍କ ସ୍ପନ ଗର୍ଭାଶୟ ମଧ୍ୟକୁ ସହଜରେ ପ୍ରବେଶ କରି ଡିମ୍ୱକୁ ଫଟିଲାଇଜର କରିବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଥାଏ ।

2. ବ୍ୟାୟାମ କରନ୍ତୁ :-

ଗର୍ଭବତୀ ହେବାକୁ ଚେଷ୍ଟା କରୁଥିବା ମହିଳା ମାନେ ପ୍ରତିଦିନ ଅଳ୍ପ ଅଳ୍ପ ବ୍ୟାୟାମ କରିବା ଜରୁରୀ ହୋଇଥାଏ । ଏହା ସହିତ ଉତ୍ତମ ଭୋଜନ ଏବଂ ଫଳ ଖାଇବା ଆବଶ୍ୟକ ହୋଇଥାଏ । କାରଣ ଏଥିରୁ ଶରୀରକୁ ଉପଯୁକ୍ତ ଭିଟାମିନ ଏବଂ ମିନେରାଲ ମିଳି ନଥାଏ .।

3. ରକ୍ତ ପରୀକ୍ଷା କରି ନେବା ଉଚିତ :-

ଗର୍ଭଧାରଣ ପାଇଁ ପ୍ରୟାସ କରୁଥିବା ମହିଳା ମାନେ ରକ୍ତ ପରୀକ୍ଷା କରି ଶରୀରରେ ଥିବା ହିମୋଗ୍ଲୋବିନ ଏବଂ ଆଇରନର ପରିମାଣ ଜାଣିବା ଦରକାର । ଯଦି ଏହା କମ ଥାଏ ,ତେବେ ଡାକ୍ତରଙ୍କ ଠାରେ ପରାମର୍ଶ କରି ମେଡିସିନ ନେବା ଉଚିତ୍ । କାରଣ ଉପଯୁକ୍ତ ଆଇରନର ଅଭାବରେ ମହିଳାଙ୍କ ଡିମ୍ୱ ଫଟିଲାଇଜ ହୋଇପାରି ନଥାଏ । ଶୀଘ୍ର ପ୍ରେଗନେନ୍ସି ହେବା ପାଇଁ ମିସଓନାରୀ ପୋଜ ରେ ସହବାସ କଲେ ଶୀଘ୍ର ଗର୍ଭଧାରଣ ହୋଇଥାଏ । ଏହି ପୋଜ ରେ ମହିଳା ଉପରେ ପୁରୁଷ ରହିଥାନ୍ତି ।

4. ମାନସିକ ଚାପ ରୁ ଦୂରେଇ ରୁହନ୍ତୁ :-

ପ୍ରେଗନେନ୍ସି ସମୟରେ ଚେଷ୍ଟା କରୁଥିବା ସମୟରେ ସବୁ ପ୍ରକାର ଚିନ୍ତା ମାନସିକ ଚାପ ଇତ୍ୟାଦିରୁ ନିଜକୁ ଦୂରେଇ ରଖିବା ଉଚିତ୍ । କାରଣ ମାନସିକ ଚାପ ଦ୍ୱାରା ଶରୀରରେ ହରୋମନର ସନ୍ତୁଳନ ଖରାପ ହୋଇଥାଏ । ଯାହା ଗର୍ଭଧାରଣରେ ସମସ୍ୟା ସୃଷ୍ଟି କରେ ।

5. ଗର୍ଭନିରୋଧକ ବଟିକା ଖାଇବା ବନ୍ଦ କରନ୍ତୁ :-

ପ୍ରେଗନେନ୍ସି ପାଇଁ ପ୍ଲାନିଙ୍ଗ କରିବାର 3 ମାସ ଆଗରୁ ଗର୍ଭନିରୋଧକ ବଟିକା ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ଦରକାର । ଏଥିପାଇଁ ପୁରୁଷ ମାନଙ୍କୁ ମଧ୍ୟ କେତେକ ସତର୍କତା ଅବଲମ୍ନନ କରିବାକୁ ପଡିଥାଏ । ଯେପରିକି ଗରମ ସ୍ଥାନରେ ନରିହିବା , ନିଶାଦ୍ରବ୍ୟ ସେବନ ନକରିବା , ଉପଯୁକ୍ତ ନିଦ୍ରା ନେବା , ଗରମ ପାଣିରେ ନଗାଧୋଇବା ଠାରୁ ଦୂରେଇ ରହିବା ଉଚିତ୍ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।