Odisha News Portal

ଯାଇଥିଲେ ବେଶ୍ୟାଳୟ କିନ୍ତୁ ମିଳିଗଲେ ହଜିଯାଇଥିବା ଭଉଣୀ , ତା ପରେ ଯାହା ହେଲା ଭିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ !

ଆଜି ଆମେ ଆପଣ ମାନଙ୍କୁ ରେଡ ଲାଇଟ ଏରିଆର ଏପରି ଏକ କଥା ବିଷୟରେ କହିବୁ ଯାହାକୁ ଆପଣ ମାନେ କେବେ ହେଲେ ମଧ୍ୟ ସ୍ୱପ୍ନରେ ସୁଦ୍ଧା ମଧ୍ୟ ବାବିନଥିବେ । ଏହି ଘଟଣାରେ ଜଣେ ଯୁବକ ବେଶ୍ୟା ସନ୍ଧାନରେ ଯାଇ ପହଞ୍ଚିଥିଲେ ଗୋଟିଏ କୋଟୀରେ ମା୍ର ସେଟାରେ ଆଶ୍ଚର୍ୟ୍ୟଜନକ ଭାବେ ମିଳିଗଲା ତାଙ୍କର ହଜିଯାଇଥିବା ଭଉଣୀ । ଏହା ପରେ ଏମିତି କିଛି ଘଟିଲା କି ଯାହା ଜାଣିଲେ ଆପଣ ମାନଙ୍କର ହୋସ ଉଡିଯିବ । ତେବେ ଆସନ୍ତୁ ଜାଣିବା ସେହି ଘଟଣା ବିଷୟରେ ।

ଆମେ ଆପଣ ମାନଙ୍କୁ ଯେଉଁ ଘଟଣା ବିଷୟରେ କହୁଛୁ ସେ ଘଟଣାଟି ହେଉଛି ଦିଲ୍ଲୀର ଏକ ରେଡ ଲାଇଟ ଏରିଆର । ବିହାରରୁ ଆସିଥିବା ଜଣେ ଯୁବ ଏକ ବେଶ୍ୟା ସନ୍ଦାନରେ ଯାଇ ପହଞ୍ଚିଥିଲେ ରେଡ ଲାଇଟ ଏରିଆରେ ଥିବା ଏକ କୋଠୀରେ ।

ସେଠାରେ ଥିବା ସମସ୍ତ ଝିଅକୁ ଯେତେବେଳେ ସାମ୍ନାକୁ ଡକାଗଲା ସେହି ସମୟରେ ସେ ଯାହା ଦେଖିଲେ ତାଙ୍କର ହୋସ ଉଡିଗଲା । ସେଠାରେ ଯୁବକ ଜଣକ ଦେଖିଲେ କି ଅନେକ ଦିନରୁ ହଜିଯାଇଥିବା ତାଙ୍କର ଏକ ସଂପର୍କୀୟ ଭଉଣୀ ସେଥିରେ ସାମିଲ ହୋଇଛନ୍ତି । ଏହା ପରେ ସେ ବୁଦ୍ଧି ଖଟାଇ ଭଉଣୀଙ୍କ ସହ ରୁମକୁ ଯିବା ପାଇଁ କୋଠୀର ମାଲିକାଣୀକୁ କହିଥିଲେ ।

ଏହା ପରେ ସେ ରୁମକୁ ଯାଇ ଭଲ ଭାବରେ ତାଙ୍କୁ ସମସ୍ତ କଥା ପଚାରିଥିଲେ ଏବଂ ଜାଣିବାକୁ ପାଇଲେ କି ସଂପୂର୍ଣ୍ଣ ଘଟଣା ବିଷୟରେ । ତେବେ ସେ ଯୁବତୀ ଜଣକ କହିଥିଲେ କି ଅସଦ ଖଲ୍ଲୀ ନାମକ ଜମେ ଯୁବକ ତାଙ୍କ ଭଉଣୀଙ୍କର ସହ ଭଲପାଇବାର ନାଟକ କରି ଏଟାରେ ଜୋର ଜବରଦସ୍ତ ଆଣି ଚାଡିଦେଇଛି ।

ଏହା ପରେ ଏ ସମସ୍ତ କଥା ଶୁଣିବା ପରେ ସେହି ସଂପର୍କୀୟ ଭାଇ ଜଣକ ସେହି ଯୁବତୀର ପରିବାରକୁ ସମସ୍ତ କଥା ଜଣଆଇଥିଲେ । ଏହା ପରେ ପୋଲିସ ସହିତ ମିସି ଏକ ପ୍ଲାନ ମଧ୍ୟ କରିଥିଲେ । ଏହା ପରେ କିଛି ଦିନ ପରେ ପୁଣି ସେହି ସ୍ଥାନକୁ ଯାଇଥିଲେ ଏହି ଯୁବକ ଜଣକ ।

 ଏହା ପରେ ବେସ୍ୟା ରୂପେ ଉଭଣୀକୁ ନେଇ ରୁମକୁ ଯାଇଥିଲେ ଏବଂ ପରେ ପୋଲିସକୁ ଫୋନ କରିଥିଲେ । ଏହା ପରେ ଟିକ 5 ମିନିଟ ପରେ ପୋଲିସ ଆସି ପହଞ୍ଚିଥିଲା ଏବଂ ଯୁବତୀକୁ ସେହି ଦଲାଲଙ୍କ ଠାରୁ ଉଦ୍ଦାର କରିଥିଲା ।

ତେଣୁ କରି ଏବେକା ସମୟରେ ପ୍ରେମ କରିବା ପାଇଁ ମଧ୍ୟ ବହୁତ ମହଙ୍ଗା ପଡିଗଲାଣି । କାରଣ ପ୍ରେମରେ ମଧ୍ୟ ଏବେ ଏମିତିକା ଧୋକା ମିଳୁଛି ତେଣୁ କରି ଯଦି ଆପଣ ମାନେ କାହାକୁ ପ୍ରେମ କରୁଛନ୍ତି ତେବେ ତା ବିଷୟରେ ସମସ୍ତ କଥା ଜାଣିରଖିବା ଉଚିତ । ନଚେଟ ଆପଣ ମାନେ ମଧ୍ୟ କେତେକ ସମୟରେ ଏହି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।