Private Parts ଯାଦୁ, କାଛୁ, କୁଣ୍ଡିଆଣ ୩ ଦିନରେ ମୂଳରୁ ଶେଷ ହେବ | Best Home ରେମେଡିଏସ..

ଆଜି ଆମେ ଆପଣ ମାନଙ୍କ ପାଇଁ ଯାଦୁ, କାଛୁ ଓ କୁଣ୍ଡିଆ ଭଳି ସମସ୍ୟାର ସରଳ ଉପାୟ ନେଇ ଆସିଛୁ। ତେବେ ଯାଦୁ, କାଛୁ ଓ କୁଣ୍ଡିଆ ଭଳି ସମସ୍ୟା ବିଶେଷ କରି ଶୀତ ଦିନେ ଅଧିକା ଦେଖା ଯାଇଥାଏ। ଆଉ ଏବେ ତ ଶୀତ ଦିନ ଚାଲିଛି ଆଉ ଅଧିକାଂଶ ବ୍ୟକ୍ତିମାନଙ୍କ ପାଖରେ ସ୍କିନ ଜନିତ ସମସ୍ୟା ଅଧିକ ଦେଖା ଦେଉଛି।

ଯାଦୁ,କାଛୁ, କୁଣ୍ଡିଆ ,ଏକଜିମା ବା କୌଣସି ପ୍ରକାର ଫ୍ଲୋଙ୍ଗାଲ ଇନଫେକ୍ସନ ବା ସ୍କିନ ଇନଫେକ୍ସନ ଦୂର କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଚମତ୍କାରୀ ଘରୋଇ ଉପଚାର ନେଇ ଆସିଛୁ। ଆପଣ ଏହାକୁ ଆପଣଙ୍କ ଫ୍ଲୋଙ୍ଗାଲ ଇନଫେକ୍ସନ ବା ସ୍କିନ ଇନଫେକ୍ସନ ଜାଗାରେ ପ୍ରୟୋଗ କରି ଦେଖନ୍ତୁ କିଛି ଦିନ ମଧ୍ୟରେ ଆପଣଙ୍କର ଏହି ସମସ୍ୟା ମୂଳରୁ ଦୂର ହୋଇଯିବ। ଏହା ବହୁ ଚମତ୍କାରୀ ଏବଂ ସମ୍ପୂର୍ଣ୍ଣ ଘରୋଇ ଉପଚାର ଆଉ ଏଥିରେ କିଛି ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ଦେଖିବା ପାଇଁ ମିଳି ନଥାଏ ଏବଂ ଏଥିରୁ ଆପଣଙ୍କୁ ୧୦୦% ଫାଇଦା ମିଳିବ।ତେବେ ଆସନ୍ତୁ ଜାଣିବା ଆଜିର ଏହି ଘରୋଇ ଉପଚାରକୁ କିପରି ପ୍ରସ୍ତୁତ କରିବେ ଏବଂ ଏହାକୁ କିପରି ଆପଣଙ୍କ ସ୍କିନରେ ପ୍ରୟୋଗ କରିବେ।
ପ୍ରସ୍ତୁତି ପ୍ରଣାଳୀ:-

ପ୍ରଥମେ ଆପଣ ଏକ ପାତ୍ର ରେ ଚାରି ଚାମଚ୍ ନଡ଼ିଆ ତେଲ ନିଅନ୍ତୁ। ଏହା ପରେ ଆପଣ ଅଧା ଚାମଚ ଫଲିକ୍ ଏସିଡ ପାଉଡରକୁ ନିଅନ୍ତୁ।ଶେଷରେ ଆପଣ ଦୁଇଟି କର୍ପୂର ନେଇ ଗୁଣ୍ଡ କରି ଏଥିରେ ମିଶାଇ ଦିଅନ୍ତୁ। ଆପଣ ପୂଜାରେ ବ୍ୟବହାର କରୁଥିବା କର୍ପୂରକୁ ବ୍ୟବହାର କରି ପାରିବେ। ବର୍ତ୍ତମାନ ଆପଣ ଏହି ତିନୋଟି ସାମଗ୍ରୀ କୁ ଭଲ ଭାବରେ ମିଶାଇ ଦିଅନ୍ତୁ କିଛି ସମୟ ଏହାକୁ ଭଲ ଭାବରେ ମିଶାଇବା ପରେ ଏହା ଏକ ଲୋଶନରେ ପରିଣତ ହୋଇଯିବ।ଏବେ ଆପଣଙ୍କ ରେମିଡି ପ୍ରସ୍ତୁତ ହୋଇଗଲା।
ବ୍ୟବହାର :-

ଏବେ ଏହି ଲୋଶନକୁ ନେଇ ଆପଣଙ୍କ ଯେଉଁ ଯାଗାରେ ଏହି ସ୍କିନ ଇନଫେକ୍ସନ ଏରିଆରେ ଲଗାଇ ଦିଅନ୍ତୁ। ଏକ ତୁଳା ସାହାଯ୍ୟ ରେ ଆପଣ ଆପଣଙ୍କ ସ୍କିନ ଇନଫେକ୍ସନ ଏରିଆ ଏହି ଲୋଶନକୁ ଲଗାଇ ଦିଅନ୍ତୁ। ଆପଣ ଏହାକୁ ରାତିରେ ହିଁ ଆପଣଙ୍କ ସ୍କିନରେ ଲଗାନ୍ତୁ।ରାତି ସାରା ଏହି ଲୋଶନକୁ ବଡ଼ିରେ ଲାଗି ରହିବା ପାଇଁ ଦିଅନ୍ତୁ ଏବଂ ସକାଳ ଏହାକୁ ନର୍ମାଲ ପାଣିରେ ଭଲ ଭାବରେ ରେ ଧୋଇ ଦିଅନ୍ତୁ। କିଛି ଦିନର ବ୍ୟବହାର ପରେ ଆପଣ ନିଜେ ଏହାର ଫାଇଦା ବାବଦରେ ଜାଣି ପାରିବେ। ତେବେ ଆପଣ ଏହି ରେମେଡି ନିଶ୍ଚୟ ଆପଣଙ୍କ ସ୍କିନରେ ପ୍ରୟୋଗ କରନ୍ତୁ ଧିରେ ଧିରେ ଯାଦୁ,କାଛୁ, କୁଣ୍ଡିଆ ,ଏକଜିମା ବା କୌଣସି ପ୍ରକାର ଫ୍ଲୋଙ୍ଗାଲ ଇନଫେକ୍ସନ ବା ସ୍କିନ ଇନଫେକ୍ସନ ଭଳି ସମସ୍ୟା ସମ୍ପୂର୍ଣ୍ଣ ଭାବେ ଭଲ ହୋଇଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment