Odisha News Portal

“ଯଦି ମୁଁ ଯାତ୍ରା ପାର୍ଟିରେ ଥା’ନ୍ତି ତାହେଲେ କେବେ ବି ସିରିଏଲ୍ କରିନଥା’ନ୍ତି” ଏମିତି କାହିଁକି କହିଲେ ମନୀଷା ରଥ… ଦେଖନ୍ତୁ Video

ବେଳେ ବେଳେ ଏମିତି କିଛି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥାଏ ଯାହା ଆପଣ ମାନେ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାଆନ୍ତି ଏବଂ ଆଉ କିଛି ଭିଡ଼ିଓ ରୁ କିଛି ଜାଣିବା କୁ ମିଳିଥାଏ ସମୟରେ ଏଠାରେ ଏକ ଭିଡ଼ିଓ ରୁ ଆଲୋଚନା କରିଥିବା ନେଇ ଦେଖିବାକୁ ମିଳିଛି। ଆଉ ଅଧିକାଂଶ ସମୟରେ ଲୋକ ମାନେ ଯାତ୍ରା ଜଗତ କୁ ଏମିତି କିଛି ଛୋଟ ଭାବି ଥାଆନ୍ତି ଏବଂ ବର୍ତ୍ତମାନ ସମୟରେ ସେ ସମ୍ପର୍କରେ ଜାଣିବା ପରେ ଆପଣ ମାନେ ମୁଣ୍ଡରେ ହାତ ଦେବେ। ତେବେ ଆସନ୍ତି ଜାଣିବା ଏହି ସିରିଏଲ ଅଭିନେତ୍ରୀ ଯାତ୍ରା ଓ ସିରିଏଲ କୁ ନେଇ ଏବେ ଚର୍ଚ୍ଚା ରେ।

ଏହିଠାରେ ଜଣେ ଅଭିନେତ୍ରୀ ଏମିତି କିଛି କହିଛନ୍ତି ଯାହା ଆପଣ ମାନେ ଜାଣିଲେ ମୁଣ୍ଡରେ ହାତ ଦେଇ ଦେବେ। ଆଉ ଯାତ୍ରା ଜଗତ ଏମିତି ଏକ ପ୍ଲାଟଫର୍ମ ଯାହା ସାରା ଜୀବନ ସେଥିରେ ଆପଣଙ୍କ ଭବିଷ୍ୟତ କଟିଯିବ। ଆଉ ସେହି ପ୍ଲାଟଫର୍ମ ରେ ରହିବା ପରେ ସମସ୍ତଙ୍କ ଭବିଷ୍ୟତ ତିଆରି ହୋଇ ଯାଇଥାଏ ଯାହା ଏବେ ଏହି ଅଭିନେତ୍ରୀ ଜଣଙ୍କ କହିଥିବାର ନଜରକୁ ଆସିଛନ୍ତି। ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରଲ ହୋଇଥିବାର ନଜରକୁ ଆସିଛନ୍ତି। ଆଉ ଏଠାରେ ସେ ଏମିତି କିଛି କହିଛନ୍ତି ଯାହା ପାଇଁ ବହୁତ ଚର୍ଚ୍ଚା ରେ ରହିଛନ୍ତି। ତାଙ୍କର ସେହି ଦୁଇପଦ କଥା ସାରା ରାଜ୍ୟ ବାସୀଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି।

ସେହି ଯାତ୍ରା ଜଗତ ଏମିତି ଏକ ପ୍ଲାଟଫର୍ମ ଯାହାର ଯେତେ ପ୍ରଶଂସା କଲେ ମଧ୍ୟ ତାହା କମ ହେବ ଯାହା ଏଠାରେ ଜଣେ ଅଭିନେତ୍ରୀ କହିଛନ୍ତି। ଆଉ ସେ ଏବେ ଏମିତି କିଛି ଯାତ୍ରା ଓ ସିରିଏଲ ଜଗତ କୁ ନେଇ କିଛି ବୟାନ ଦେଇଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚା ଧରିଛି। ଆଉ ଏମିତି ତାଙ୍କର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ସେ ଏଠାରେ ଓଡ଼ିଆ ସିରିଏଲ ଜଗତରେ କାମ କରି ଥାଆନ୍ତି ହେଲେ ଯାତ୍ରା ରେ କରୁଛନ୍ତି ବୋଲି କେହି ବୋଧ ହୁଏ କହିଛନ୍ତି ଯାହା ପାଇଁ ଏଠାରେ ସେ ଏମିତି କିଛି କହିଛନ୍ତି। ଆଉ ସେ କହିଲେ କି ଆଗରୁ କିଛି ଯାତ୍ରା ମଧ୍ୟ କରିଛନ୍ତି ଏବଂ ସେଠାରେ ଅଧିକ ପଇସା ହେଲେ ଏଠି ସେତିକି ନାହିଁ।

ଆଉ ଯାତ୍ରା ଜଗତ ରେ ଯେଉଁ ମାନେ ରହିଛନ୍ତି ସେମାନେ କେବେ ସିରିଏଲ କୁ ଆସି ପାରିବେ ନାହିଁ ଏବଂ ସିରିଏଲ ଯେଉଁମାନେ ରହିଛନ୍ତି ସେଠାକୁ ଯିବାକୁ କେବେ ପସନ୍ଦ କରନ୍ତି ନାହିଁ। ଆଉ ଯାତ୍ରା ଜଗତ ଆଗରୁ ଲୋକ ମାନେ ଏମିତି କିଛି ଭାବୁଥିଲେ ଏବଂ ଛୋଟ ନଜରରେ ଦେଖିବା ସମ୍ପର୍କରେ ସେହି ଅଭିନେତ୍ରୀ କହିଛନ୍ତି ଯାହା ଆପଣ ମାନେ ମଧ୍ୟ ଏହିଠାରେ ଦେଖିବାକୁ ପାଇଥିବେ। ଆଉ ଏମିତି ବର୍ତ୍ତମାନ ଯାତ୍ରା ପ୍ଲାଟଫର୍ମ ହୋଇଗଲାଣି ଏବେ ବର୍ତ୍ତମାନ ସମୟରେ ବହୁତ ଉଚ୍ଚ ରେ ଏବଂ ଏହାକୁ ଦେଖିବା ପାଇଁ ଅନେକ ଲୋକ ମଧ୍ୟ ଭିଡ଼ କରି ଥାଆନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।