Odisha News Portal

Jyotisha Shastra – ଯଦି ଆପଣଙ୍କ ରାଶି ତୁଳା, କନ୍ୟା, କର୍କଟ, ମେଷ, ମିଥୁନ ଓ ମକର ରାଶି ଅଟେ,ତେବେ ଜାଣନ୍ତୁ ଭୋଳାନାଥ ଶିବ ଙ୍କ କୃପାରୁ କ’ଣ ସବୁ ଘଟିବାକୁ ଯାଉଛି…..

ମନୁଷ୍ୟ ଜୀବନ ରେ ରାଶିଚକ୍ର ର ବହୁତ ମହତ୍ତ୍ଵ ରହିଛି । ମନୁଷ୍ୟ ନିଜର ରାଶି ଦ୍ୱାରା ନିଜର ଆଗତ ଭବିଷ୍ୟତ ସମ୍ପର୍କରେ ସମସ୍ତ ପ୍ରକାର ସୂଚନା ପାଇ ପାରିଥାଏ । ଯେତେବେଳେ ଜଣେ ବ୍ୟକ୍ତି ଜନ୍ମ ହୋଇଥାଏ ସେତେବେଳେ ତାର ଜନ୍ମ ସମୟ ତିଥି ଓ ମାସ କୁ ବିଚାର କରି ସେହି ବ୍ୟକ୍ତି ର ରାଶି ନିର୍ଧାରଣ କରାଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଶାରେ ରେ ମନୁଷ୍ୟ ରାଶିରୁ ତାର ସମସ୍ତ ସ୍ଵଭାଵ ସମ୍ପର୍କରେ ଜାଣିବାକୁ ମିଳିଥାଏ ।

ତେବେ ଯଦି ଆପଣ ଙ୍କ ର ତୁଳା , କନ୍ୟା , କର୍କଟ , ମେଷ ,ମିଥୁନ ଓ ମକର ରାଶି ମଧ୍ୟରୁ କେଉଁଟି ବି ଅଟେ ତେବେ ଆପଣଙ୍କ ଜୀବନ ରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଏହି ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ଜୀବନ ରେ ଅନେକ ଶୁଭ କାର୍ଯ୍ୟ ର ଆରମ୍ଭ ହେବାକୁ ଯାଉଛି । ତେବେ କଣ ସବୁ ପରିବର୍ତ୍ତନ ହେବାକୁ ଯାଉଛି ଆସନ୍ତୁ ଜାଣିବା ;

ଏହି ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ଜୀବନ ରେ ଅନେକ ଶୁଭ ହେବାକୁ ଯାଉଛି । ଏହି ସମୟ ରେ ଆପଣ ଅନେକ ଧନ ସମ୍ପତ୍ତି ଲାଭ କରିବେ । ବ୍ୟାପାର ବାଣିଜ୍ୟରେ ଆପଣଂକର ବହୁତ ଲାଭ ହେବ । ଏହି ସମୟ ରେ ଆପଣଙ୍କ ର ଅର୍ଥ ଜନିତ କୌଣସି ସମସ୍ୟା ରହିବ ନାହିଁ । ସମାଜ ରେ ଆପଣଙ୍କ ର ମାନସମ୍ମାନ ବୃଦ୍ଧି ପାଇବ । ଆପଣଙ୍କର ସମସ୍ତ ସମସ୍ୟା ର ଅନ୍ତ ଘଟିବ । ଆପଣ ନିଜ ପରିବାର ରୁ ଖୁବ ପ୍ରେମ ଓ ପ୍ରଶଂସା ପାଇବେ । ପାରିବାରିକ ଜୀବନ ସୁଖମୟ ହେବ । ଜୀବନ ରେ ସକାରାତ୍ମକ ଭାବନା ଜାଗ୍ରତ ହେବ।

ଏହି ସମୟ ରେ ଆପଣଙ୍କ ର ଧନ ପ୍ରାପ୍ତି ର ଯୋଗ ରହିଛି । ଆପଣ ଏହି ସମୟ ରେ ଅନ୍ୟ କୁ ଯେତେ ସାହାଯ୍ୟ କରିବେ ଆପଣଙ୍କ ର ମଧ୍ୟ ସେତେ ଲାଭ ହେବ । ଆପଣଙ୍କୁ ଆପଣ ଙ୍କ ପରିଶ୍ରମ ର ଉଚିତ୍ ଫଳ ପ୍ରାପ୍ତି ହେବ।ଆପଣ କୁ ଆପଣଙ୍କ ଘର ର ବଡ ସଦସ୍ୟ ଙ୍କ ସହଯୋଗ ପ୍ରାପ୍ତି ହେବ ଯାହା ଦ୍ୱାରା ଆପଣ ଙ୍କ ମନ ଶାନ୍ତି ରହିବ । କୌଣସି ବଡ଼ କାର୍ଯ୍ୟ କୁ ପୂରଣ କରିବେ।ଆଗାମୀ ଦିନରେ ଆପଣଙ୍କ ସବୁ କାର୍ଯ୍ୟ ପୂର୍ଣ୍ଣ ହେବା ସହିତ ସବୁ କାର୍ଯ୍ୟ ରେ ସଫଳତା ମିଳିବ ।

ତେବେ ଯାହା ବି ନିଷ୍ପତି ନେଉଛନ୍ତି ଭାବି ଚିନ୍ତି ନିଅନ୍ତୁ ଏହା ଦ୍ଵାରା ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବ । ସବୁ କାର୍ଯ୍ୟ ରେ ଆବଶ୍ୟକ ରୁ ଅଧିକ ସଫଳତା ପ୍ରାପ୍ତି କରିବେ । ଆପଣଙ୍କ ଦମ୍ପଦ୍ୟ ଜୀବନ ସୁଖମୟ ହେବ। ଆପଣଙ୍କ ପ୍ରେମ ଜୀବନରେ ମଧୁରତା ଆସିବ ଏବଂ ଏକ ଦୃଢ଼ ସମ୍ପର୍କ ସ୍ଥାପିତ ହେବ। ସାମାଜିକ କାର୍ଯ୍ୟ ରେ ମନ ବଳାଇ ପାରନ୍ତି । ତେବେ ଯଦି ଆପଣ ଙ୍କ ର ଏହି ରାଶି ମଧ୍ୟରୁ କୌଣସି ବି ରାଶି ଅଟେ ତେବେ ଆମକୁ କମେଣ୍ଟେ ମାଧ୍ୟମ ରେ ନିଶ୍ଚୟ ଜଣାନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।