ଆମେ ତ ଆପଣ ମାନଙ୍କୁ ଅନେକ ପ୍ରଶ୍ନ ସମ୍ବଦ୍ଧରେ ସର୍ବଦା କହିଥାଇ , ଯାହା ଦ୍ୱାରା ଆପଣ ମାନେ କିଛି ପ୍ରଶ୍ନ ସମ୍ବଦ୍ଧରେ ଜାଣିପାରନ୍ତି । ତେବେ ଆଜି ମଧ୍ୟ ଆମେ ଆପଣ ମାନଙ୍କୁ ସେମିତି କିଛି ପ୍ରଶ୍ନ ସମ୍ବଦ୍ଧରେ କହିବୁ , ମାତ୍ର ସେହି ପ୍ରଶ୍ନ ବିସେଷ କରି ଆମ ଭାରତକୁ ନେଇ କରି । ଏହା ଅତ୍ୟନ୍ତ ସାଧାରଣ ପ୍ରଶ୍ନ ମାତ୍ର ଏହି ସାଧାରଣ ପ୍ରଶ୍ନ ସମ୍ବଦ୍ଧରେ ଆପଣ ମାନେ ଜାଣିରଖିବା ନିତାନ୍ତ ଆବସ୍ୟକ , କାହିଁକିନା ଏହି ସାଧାରଣ ପ୍ରଶ୍ନ ଆମେ ବେଳେବେଳେ କହିପାରିନଥାଉ । ପ୍ରଶ୍ନଟି ସାଧାରଣ ମାତ୍ର ମହତ୍ତ୍ୱ ବହୁତ ରହିଛି , ତେଣୁ ଆପମ ମାନେ ସର୍ବଦା ଏହି ପ୍ରଶ୍ନକୁ ମନେ ରଖିବା ନିତାନ୍ତ ଆବଶ୍ୟକ ।
ଆପଣ ମାନେ ଭାରତ ବିଷୟରେ ଅନେକ କଥା ଜାଣିଛନ୍ତି ଏଠାରେ କଣ ହୁଏ , ନହୁଏ ପ୍ରତ୍ୟେକ ବିଷୟରେ ଆପଣଙ୍କର ଜ୍ଞାନ ରହିଛି । ମାତ୍ର ଆଜି ଆମେ ଆପଣ ମାନଙ୍କୁ ସେହିପରି କିଛି ଜ୍ଞାନ ସମ୍ବଦ୍ଧିତ କଥା ବିଷୟରେ କହିବୁ , ଯାହାକୁ ଆପଣ ମାନେ ନିଶ୍ଚିତ ଜାଣିବା ଆବଶ୍ୟକ ।
କାରଣ ଏମିତି କିଛି କଥା ରହିଥାଏ ଯାହାକୁ ଆମେ ମାନେ ଜାଣିନଥାଉ ମାତ୍ର ସେହି କଥା ସମ୍ବଦ୍ଧରେ ଆମର ଜାଣିରଖିବା ନିତାନ୍ତ ଆବସ୍ୟକ ଅଟେ । କାରଣ ବେଳେ ବେଳେ ସେହି ସମସ୍ତ କଥା ବା ପ୍ରଶ୍ନ ପାଇଁ ଆମେ ମାନେ ଅନ୍ୟ ଆଗରେ ଲଜ୍ଜ୍ୟାର ପାତ୍ର ହୋଇଥାଉ । ତେଣୁ ଏପରି କିଛି ଆମ ସହିତ ନହେଉ ଅର୍ଥାତ ଆମେ କେହି ସମୟରେ କାହା ଆଗରେ ଅପମାନିତ ନହେବା ସେଥିପାଇଁ କିଛି ସାଧାରଣ ଜ୍ଞାନ ସମ୍ବଦ୍ଧରେ ଆମର ଜାଣିରଖିବା ନିତାନ୍ତ ଆବଶ୍ୟକ ଅଟେ । ତେବେ ସେହିୁପରି କିଛି ସାଧାରଣ ପ୍ରଶ୍ନ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବୁ , ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।
1–ଭାରତର ଜାତୀୟ ସଂଙ୍ଗୀତର ନାମ କଣ ଅଟେ
ଉତ୍ତର–ଜନ ଗଣ ମନ
2–ଭାରତର ଜାତୀୟ ସଂଙ୍ଗୀତ କେତେ ସମୟ ଯାଏ ଗାନ କରାଯାଏ
ଉତ୍ତର–52 ସେକେଣ୍ଡ
3–ଭାରତର ଜାତୀୟ ସଂଙ୍ଗୀତ କିଏ ରଚନା କରିଥିଲେ

ଉତ୍ତର–ରବିନ୍ଦ୍ର ନାଥ ଟାଗୋର
4–ବନ୍ଦେ ମାତରମ କିଏ ରଚନା କରିଥିଲେ
ଉତ୍ତର–ବଙ୍କିମ ଚନ୍ଦ୍ର ଚାଟାର୍ଜୀ
5–ଆମେରିକାର ଜାତୀୟ ସଂଙ୍ଗୀତର ନାମ କଣ
ଉତ୍ତର–ଦି ଷ୍ଟାର ସ୍ପାଙ୍ଗଲେଡ ବେନର
6–ଭାରତର ପ୍ରଧାନ ମନ୍ତ୍ରୀର ନାମ କଣ
ଉତ୍ତର–ନରେନ୍ଦ୍ର ଦାମୋଦର ମୋଦୀ
7–ଆମେରିକାର ରାଷ୍ଟ୍ରପତି କିଏ ଅଟନ୍ତି
ଉତ୍ତର–ଜର୍ଜ ବିଡେନ
8–ଭାରତର ପେଟ୍ରୋଲିୟମ ମନ୍ତ୍ରୀ କିଏ ଅଟନ୍ତି
ଉତ୍ତର–ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।