Odisha News Portal

ହେ ଭଗବାନ ! ଏହି ଶିଶୁକୁ ଶତ ସଲାମ ମୃତ୍ୟୁବରଣ କରିବା ଆଗରୁ 7 ଜଣଙ୍କୁ ବାଣ୍ଟିଦେଲା ନିଜ ଜୀବନ !ଏହି ଶିଶୁ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ ଏବଂ ଭଗବାନ ଙ୍କୁ ପ୍ରାର୍ଥନା କରନ୍ତୁ…

0 8

ଅଢେଇ ବର୍ଷର ବାଳକ ୟଶ ଓଝା , ଆଜି ସେହି ପିଲା ଦୁନିଆରେ ନତିଲେ ମଧ୍ୟ ଅମର ହୋଇଯାଇଛି । ଏହି କଅଁଳ ବୟସରେ ତାର ଜୀବନ ଦୀପ ଲିଭିଯାଇଛି । ମାତ୍ର ଯିବା ବେଳେ ସାତ ଜଣଙ୍କୁ ନୂଆ ଜୀବନ ଦେଇଯାଇଛି ଏହି ୟଶ । ଏଥିପାଇଁ କେବଳ ଭାରତ ନୁହେଁ ବିଶ୍ୱର ଅନେକ ଦେଳରୁ ଅନେକ ପ୍ରାନ୍ତରୁ ୟଶଙ୍କର ଆତ୍ମାର ସଦଗତି ଲାଭ ପାଇଁ କାମନା କରୁଛନ୍ତି ଲୋକେ । ଗୁଜୁରାଟର ସୁରତ ସହରର ୟଶ , ପଡୋଶୀଙ୍କ ଘରେ କେଳୁଥିବା ସମୟରେ ବାଲକୋନିରୁ ଖସି ପଡିବାରୁ ମସ୍ତିସ୍କରେ ଆଘାତ ଲାଗି ଅଚେତ ହୋଇଯାଇଥିଲା ।

ଚିକିତ୍ସାରେ ଡିସେମ୍ବର 14 ରେ ଡାକ୍ତର ତାଙ୍କୁ ବ୍ରେନ ଡେଡ ଘୋଷଣା କରିଥିଲେ । ଏହା ପରେ ବାପା ସଞ୍ଜିବ ଓଝା ଏବଂ ମା ଅର୍ଚ୍ଚନା ନିଜ ପୁଅର ଅଂଗଦାନ କରିବା ପାଇଁ ଚାହିଁଥିଲେ । ୟଶ ସର୍ବ ଗରିଷ୍ଟ ଶିଶୁ ରୂପେ ନିଜର ହାର୍ଟ , ଲିଭର , ଫୁସଫୁସ , କିଡନୀ ଏବଂ ଆଖି ଦାନ କରିଛନ୍ତି ।

ୟଶର ହୃତପିଣ୍ଡ ରୁଷର ଜଣେ ଚାରି ବର୍ଷର ଶିଶୁ ଓ ଫୁସଫୁସ .କ୍ଲେନର ଜଣେ ଚାରି ବର୍ଷର ଶିଶୁର ଶରୀରରେ ପ୍ରତିରୋପଣ କରାଯାଇଛି । ସେହିପରି ୟଶର ଦୁଇଟି କିଡନୀ ଜଣେ 13 ବର୍ଷର ଝିଅ ଏବଂ ଜଣେ 17 ବର୍ଷର ଝିଅ ଶରୀରରେ ପ୍ରତିରୋପଣ କରାଯାଇଛି ।
ଯେତେବେଳେ ପରିବାରର ଲୋକମାନେ ଅଂଗଦାନ କରିବାର ନିର୍ଣ୍ଣୟ ନେଇଥିଲେ , ସେହି ସମୟରେ ଡାକ୍ତର ମନେ ଟେଷ୍ଟ ଅରଗାନାଇଜେସନ ଏବଂ ଟିସୁ ଟ୍ରାନ୍ସଫର ଅରଗାନାଇଜେସନ ସମ୍ବଦ୍ଧରେ ଜାଣି ତାଙ୍କୁ ଏ ବିଷୟରେ ସୂଚନା ଦେଲେ

ଗୁଜୁରାଟରେ କେହି ବାଳକ ହାର୍ଟ ଟ୍ରାନ୍ସଫର ନଥିବା ହେତୁ ଏହି ଲିଡକୁ ତୁରନ୍ତ ମୁମ୍ବାଇକୁ ପଠାଇ ଦିଆଗଲା । ମାତ୍ର ମୁମ୍ବାଇରେ ମଧ୍ୟ କେହି ବାଳକଙ୍କର ହାର୍ଟ ଟ୍ରାନ୍ସଫର ନହେବାରୁ ତାହାକୁ ତୁରନ୍ତ ହିଁ ଲୋଟୋକୁ ଫରୱାଡ କରାଗଲା । ତେବେ ଲୋଟୋ ଦ୍ୱାରା ପୂରା ଦେଶରେ ତାହାକୁ ଆଲର୍ଟ କରାଗଲା , ମାତ୍ର ଭାରତରେ ମଧ୍ୟ ବି ପଜିଟିଭର କୌଣସି ଭାରତୀୟ ବାଳକ ନଥିବା ହେତୁ ଏହି ହାର୍ଟ ଏବଂ ଫୁସଫୁସକୁ ଚେନ୍ନାଇର ଏଫଡିଏମ ହସ୍ପିଟାଲରେ ଟ୍ରାସଫର ଏବଂ ସାରବାର ନେଇଥିବା ରଷିଆ ଏବଂ କ୍ଲେନରର 2 ଟି 4 ବର୍ଷର ପିଲାଙ୍କ ଶରୀରରେ ଆଲର୍ଟ କରାଗଲା ।

ଅମୃତା ହସ୍ପିଟାଲ ସୁରତରେ ଗ୍ରୀନ କୋରିଡର ମାଧ୍ୟମରେ ଏହି ହାର୍ଟ ଏବଂ ଫୁସଫୁସକୁ ଏୟାରପୋର୍ଟ ପଠାଗଲା । ଏହା ପରେ ଚାର୍ଟାର ଫ୍ଲାଇଟ ମାଧ୍ୟମରେ 1600 କିମି ଚେନ୍ନାଇର ଯେଉଁ ରାସ୍ତା ତାହାକୁ ନେଇ ଚେନ୍ନାଇର ଏଫଡିଏମ ହସ୍ପିଟାଲରେ ପହଞ୍ଚାଗଲା । ଜଣେ ଦୁଇ ବର୍ଷର ଝିଅକୁ ଲିଭର ଦାନ କରି ୟଶ ହୋଇଯାଇଛନ୍ତି ଅମର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।