Odisha News Portal

ହେ ଭଗବାନ ! ପୁଣି ଗୋଟିଏ ଲଜ୍ୟାଜନକ ଘଟଣା ! 10 ଦିନର ପ୍ରେମରେ ଯୁବତୀ ଜଣଙ୍କ ହେଲେ ଗର୍ଭବତୀ ! କାରଣ ଜାଣିଲେ ଆପଣଙ୍କ ହୋସ ରହିବନି…..

ଦଶ ଦିନର ପ୍ରେମରେ ଝିଅ ହେଲା ଗର୍ଭବତୀ , ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି କଥା ବିଷୟରେ କହିବୁ ଯାହାକି ଆମ ସମାଜରେ ବହୁତ ସମୟରେ ଦେଖିବାକୁ ମିଳିଥାଏ । ଆଜି ଆମେ ଆପଣ ମାନଙ୍କୁ ଯେଉଁ କଥା ବିଷୟରେ କହିବୁ ତାହା ପ୍ରେମ ସଂପର୍କକୁ ନେଇକରି । ଆଜିର ଦୁନିଆରେ ପ୍ରେମ ଏକ ଖେଳନା ପାଲଟି ଯାଇଛି ପ୍ରେମର ଅର୍ଥ ଆଉ ପିଲା ମାନେ ବୁଝୁନାହାନ୍ତି ଯାହାକି ବା ଯାହା ଦ୍ୱାରା ସେମାନେ ବହୁତ ଖରାପ ରାସ୍ତାକୁ ଚାଲି ଯାଉଛନ୍ତି । ଆଜିର ସମୟରେ ପ୍ରକୃତ ପ୍ରେମ ପାଇବା ବହୁକତ କଷ୍ଟକର ଅଟେ କାରଣ ଆଜିର ପ୍ରେମ ମାନେ ହେଉଛି ଧୋକା ।

ଆପଣ ମାନେ ତ ଜାଣନ୍ତି କି ପ୍ରେମ କେତେବେଳେ କାହା ସହ ହୋଇଯାଏ ତାହା କେବେ କହି ହେବ ନାହିଁ । ଏହି ପ୍ରେମ ପାଇଁ ପିଲା ମାନେ ବାପା ମାଙ୍କର ଭଲପାଇବା , ସ୍ନେହ ଆଦିକୁ ପଛରେ ପକାଇ ଦିଅନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ପ୍ରେମ କାହାଣୀ ବିଷୟରେ କହିବୁ ଯାହା ଆପଣ ମାନଙ୍କ ମଧ୍ୟରୁ ରୁ କାହା ସହିତ ହୁଏତ ଏମିତି ହୋଇ ଥାଇପାରେ । ଏହି ପ୍ରେମ କାହାଣୀ ବହୁତ କୋହଭରା ଅଟେ । ଯେଉଁମାନେ ପ୍ରକୃତ ପ୍ରେମ କରୁଥିବେ ସେମାନେ ଏହି କଥା ଶୁଣିଲେ ବହୁତ ହିଁ ଦୁଃଖ ପ୍ରକାଶ କରିବେ । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ କଥା ବିଷୟରେ ।

ଆଜିକାଲିକା ଇଣ୍ଟରନେଟ ଯୁଗରେ ଆପଣ ମାନେ ତ ଜାଣନ୍ତି କି ଅଜଣା ବ୍ୟକ୍ତି ସହିତ ସଂପର୍କ ସ୍ଥାପନ ହୋଇ ପାରୁଛି । ତେବେ ଏହି ପ୍ରେମଟି ମଧ୍ୟ ସେହି ଇଣ୍ଟରନେଟରୁ ଆରମ୍ଭ ହୋଇଥିଲା । ଯେଉଁଥିରେ କି ଦୁଇ ପ୍ରେମୀ ଯୁଗଳ ପର ସ୍ପରକୁ ଚିହ୍ନି ନଥିଲେ କି ଜାଣିନଥିଲେ ସେମାନେ ସୋସିଆଲ ଆକାଉଣ୍ଟରେ ପରସ୍ପର ସହିତ ବନ୍ଧୁତା ସ୍ଥାପନ କରିଥିଲେ ।

କଥାରେ କଥାରେ ସେମାନେ ଦୁହେଁ ଦୁହିଁଙ୍କୁ ପ୍ରେମର ଆବେଦନ ମଧ୍ୟ କରିଲେ । ତେବେ ଏହି ପ୍ରେମ ସଂପର୍କ ଧୀରେ ଦୀରେ ବହୁତ ଗଭୀରତା ଆଡକୁ ଯିବା ପାଇଁ ଲାଗିଲା । ହଠାଟ ଯୁବକର ଯୁବତୀ ପ୍ରତି ଶାରିରୀକ ଆକର୍ଷଣ ବଢିଲା ଏବଂ ସେ ଯୁବତୀ ପ୍ରତି କିଛି ଅଲଗା ଆଶା କରିଲା । ମାତ୍ର ଯୁବତୀ ଜଣକ ବିବାହ ପୂର୍ବରୁ ଏହି ସମସ୍ତ କଥାକୁ ଭୁଲ ବୋଲି କହିଥିଲା ମାତ୍ର ସେହି ସମୟରେ ପ୍ରେମ ମଧ୍ୟରେ ଅଭିମାନ ଆରମ୍ଭ ହୋଇଥିଲା ।

ଯୁବକଟି ତାହାକୁ ଅନୁରୋଧ କରିଲା ଏବଂ ଯୁବତୀ ଜଣକ ତାହାକୁ ଏତେ ଭଲ ପାଉଥିଲା କି ତା କଥାରେ ସହମତି ହେଲା । ଯାହା ଦ୍ୱାରା ସେମାନଙ୍କ ମଧ୍ୟରେ ଗଢି ଉଠିଥିଲା ଶାରିରୀକ ସଂପର୍କ । ଏହି ଘଟଣାର ତିନି ମାସ ପରେ ଯେତେବେଳେ ଯୁବତୀଟି ଜାଣିଲା କି ସେ ଗର୍ଭବତୀ ହୋଇଛି ବୋଲି ତେବେ ସେ ତାର ପ୍ରେମିକାକୁ ଏହି କଥା କହିଲା ।

ତାର ପ୍ରେମିକା ତାହାକୁ ଆବୋରସନ କରିବା ପାଇଁ କହିଲା ମାତ୍ର ସେ ଯେତେବେଳେ ତାର କଥା ମାନି ନଥିଲା । ଯୁବକଟୁ ତାହାକୁ ବହୁତ ଗାଳି କଲା ତାହାକୁ ବେଶ୍ୟା କହିବା ସହ ପେଟର ପିଲା ଆଉ କାହାର ମଧ୍ୟ କହିଥିଲା । ଏହା ଶୁଣିବା ପରେ ଯୁବତୀଟି ଆତ୍ମହତ୍ୟା କରିଥିଲା ଯାହା ଫଳରେ ସେ ମରିବା ସହିତ ତା ପେଟରେ ଥିବା ପିଲା ମଧ୍ୟ ମୃତ୍ୟୁ ବରଣ କରିଥିଲା । ତେବେ ଯଦି ଆପଣ ମାନେ ପ୍ରେମ କରୁଛନ୍ତି ତେବେ ପ୍ରେମର ଏତେ ଗଭୀରତାକୁ କେବେବି ଯାଆନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।