Odisha News Portal

ଯଦି ଆପଣ ଙ୍କ ପିଲାର ପାଠ ମନେ ରହୁ ନାହିଁ ତେବେ ପିଲାର ପଢା ଘରେ ରଖନ୍ତୁ ଏହି ଅଦ୍ଭୁତ ଜିନିଷ ! ଚମତ୍କାର ନିଶ୍ଚୟ ପାଇବେ….

0 4

ଅନେକ ସମୟରେ ଦେଖିବାକୁ ମିଳେ କି ପିଲା ମାନେ ଯେତେ ମନ ଦେଇ ପାଠ ପଢିଲେ ମଧ୍ୟ ସେମାନଙ୍କର ସେହି ପାଠ ମନେ ରହେନାହିଁ । କ୍ୟାରିୟର ଗଢିବରେ ଅନେକ ବାଧା ବିଘ୍ନର ସମ୍ମୁଖୀନ ହେବାକୁ ପଡେ । ଯାହା ପଡିଲେ ତାହା ମନେ ରହେ ନାହିଁ । ତେବେ ଆପଣ ମାନେ ଜାଣିଛନ୍ତି କି ଏମିତି କାହିଁକି ହୋଇଥାଏ । ଏହାର କାରଣ ହୋଇପାରେ ଆପଣଙ୍କର ଘରେ ରହିଥିବା କିଛି ବାସ୍ତୁ ଦୋଷ । ସେଥିପାଇଁ ଆପଣ ମାନେ ଏହା କଥାପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଆଜି ଆମେ ଆପଣ ମାନଙ୍କୁ ବାସ୍ତୁ ,ସାସ୍ତ୍ର ଅନୁସାରେ ଏମିତି ଏକ ଜିନିଷ ବିଷୟରେ କହିବୁ ଯାହାକୁ ଆପଣ ମାନେ ଘରେ ରଖିଲେ ଆପଣଙ୍କର ଏବଂ ଆପଣଙ୍କର ପିଲାର ପାଠ ପଢାରେ କିଛି ସମସ୍ୟା ରହିବ ନାହିଁ । ଏହା ସହିତ ପିଲାର କ୍ୟାରିୟର ଉଜ୍ଜ୍ୱଳ ହୋଇଯିବ ।

ପିଲା ମାନେ ପାଠ ପଢିବା କି ନାହିଁ ଏହା ସେମାନଙ୍କର ମନ ଉପରେ ନିର୍ଭର କରିଥାଏ । କାରଣ ଜଣେ ପିଲା ଯଦି ଚାହିଁବ ତେବେ ସେ ସମସ୍ତ ପରିସ୍ଥିତିରେ ମଧ୍ୟ ପଢିପାରିବ ଏହା ସହିତ ଭଲ କ୍ୟାରିୟର ଗଢି ପାରିବ । ମାତ୍ର ତଥାପି ଦେଖାଯାଏ କି ଜଣେ ଯେତେ ଚାହିଁଲେ ମଧ୍ୟ ସେ ପାଠ ପଡିପାରେ ନାହିଁ ।

ସର୍ବଦା ମନରେ କିଛି ଚିନ୍ତା ଆସିଥାଏ ଯେଉଁଥିପାଇଁ ସେ ପଢିପାରେନାହିଁ । ତେବେ ଏହି ସମସ୍ତ ଜିନିଷ ଗୁଡିକ ପିଲା ମାନଙ୍କ ପଢା ଘରେ ରଖିଲେ ସେମାନଙ୍କର ମନକୁ ଶାନ୍ତି ମିଳିବା ସହିତ ପାଠ ପଢାରେ ସର୍ବଦା ମନ ଲାଗି ରହିବ । ଏହି ଜିନିଷ ଘରର ସମସ୍ତ ବାସ୍ତୁ ଦୋଷକୁ ଦୂର କରିଥାଏ । ତେବେ ଆସନ୍ତୁ ଜାଣିବା କଣ ସେହି ଜିନିଷ ।

1–ସ୍ୱରସ୍ୱତି ମୂର୍ତ୍ତି

ସମସ୍ତେ ଜାଣଇଛନ୍ତି କି ଦେବା ସରସ୍ୱତି ହେଉଛନ୍ତି ବିଦଦ୍ୟାର ଦେବୀ , ତେଣୁ ଆପଣ ମାନେ ପିଲାଙ୍କ ପାଠ ପଢାରେ ଘରେ ଏହି ମୂର୍ତ୍ତି ପିଲା ମାନଙ୍କ ମନ ପଡାରେ ଲାଗିଥାଏ । ଘରର ସମସ୍ତ ବାସ୍ତୁ ଦୋଷକୁ ଏହା ଦୂର କରିବା ସହିତ ପିଲାଙ୍କ ମନରେ ଶାନ୍ତି ଆସିଥାଏ ।

2–ବୀଣା

ଯଦି ଘରେ କେହି ବ୍ୟକ୍ତି ପାଠ ପଢିବା ପରେ ତାର କିଛି ପାଠ ମନେ ରହୁନି ତେବେ ଘରେ ସ୍ୱରସ୍ୱତିଙ୍କ ମୂର୍ତ୍ତି ନିକଟରେ ଆପଣ ମାନେ ବୀଣା ରଖନ୍ତୁ । ଏହା ଦ୍ୱାରା ଘରେ ସୁଖ ସାନ୍ତି ଆସିବା ସହ ପିଲା ମାନେ ୟାହା ପାଠ ପଢୁଛନ୍ତି ତାହା ମଧ୍ୟ ମନେ ରହିବ ।

3–ହଂସ

ହଂସର ମୂର୍ତ୍ତି ବା ଫଟୋ ଘରର ଦ୍ୱାର ମୁଁହରେ ରଖିଲେ ପିଲା ମାନେ ଅନ୍ୟ ମନସ୍କ ରହେ ନାହିଁ । ପାଠ ପଢାରେ ଭଲ ମନ ଦେଇଥାଏ , କାରଣ ହଂସ ସ୍ୱରସ୍ୱତିଙ୍କର ବାହନ ହୋଇଥିବାରୁ ବାସ୍ତୁ ଅନୁସାରେ ଏହା ପଢା ପାଇଁ ଶୁଭ ଫଳ ପ୍ରଦାନ କରିଥାଏ ।

4–ମୟୂର ପୁଚ୍ଛ

ଘରେ ମୟୂର ପୁଚ୍ଛ ରଖିଲେ ବହୁତ ଭଲ ହୋଇଥାଏ କାରଣ ଏହା ଘରକୁ ନକରାତ୍ମକ ଶକ୍ତିକୁ ପ୍ରବେଶ କରିବା ପାଇଁ ଦିଏ ନାହିଁ । ପିଲାଙ୍କ ମନ ଶାନ୍ତି ରହିବା ସହ ସେମାନଙ୍କର ମନରେ ଅନ୍ୟ କିଛି ଚିନ୍ତା ପଶେ ନାହିଁ । ପିଲାର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।