ବ୍ଲାକମେଲର ମହିଳାଙ୍କ ଘର ଦେଖିଲେ ଆଖି ଝଲସି ଯିବ… ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅକ୍ଷୟ ପରିଜା ଙ୍କୁ ନେଇକି ଘଟିଥିବା ଘାଟଣା ର ସତ୍ୟା ସତ୍ୟ ସାମ୍ନା କୁ ଆସିଛି | ଆଉ ଯେଉଁଠି ମହିଳା ଜଣଙ୍କୁ କମିଶନର ପୋଲିସ ମଧ୍ୟ ଗିରଫ କରିଛି |ଆଉ ବର୍ତମାନ ତାଙ୍କର ଘର ଉପରେ ମଧ୍ୟ ନଜର ପକା ଯାଇଛି | ଆଉ ଯାହାକୁ ଦେଖିଲେ ଆପଣ ମାନେ ବେଶ ଭଲ ଭାବରେ ଜାଣି ପାରିବେ କି କେଉଁଭଳି ଭାବରେ ମହିଳା ଜଣଙ୍କୁ ନେତା ଆଉ ରାଜ ନେତା ମାନଙ୍କୁ ନିଜର ପ୍ରେମ ଜାଲରେ ଫୋସାଉଥିଲେ | ଆଉ ସେମାନଙ୍କ ପାଖରୁ ମୋଟା ଅଙ୍କରେ ଟଙ୍କା ନେଇକି ବ୍ଲାକ ମେଲିଙ୍ଗ ମଧ୍ୟ କରିବାକୁ ଲାଗିଥିଲେ ଅର୍ଚନା ଚାନ୍ଦ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘାଟଣା ଉପରେ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଯାହା ଦେଖିବାକୁ ମିଳିଛି କି ଅର୍ଚ୍ଚନା ତାଙ୍କର ସ୍ୱାମୀ ଙ୍କ ସହିତ ମିଶି ବଡ଼ ବଡ଼ ନେତା ଆଉ ରାଜ ନେତା ମାନଙ୍କୁ ବ୍ଲାକ ମେଲିଙ୍ଗ କରିବାକୁ ଲାଗିଥିଲେ | ଆଉ ରାଜକିୟ ଶୌଳି ରେ ବହୁତ ସୁନ୍ଦର ଭାବରେ ବନେଇବାକୁ ଲାଗିଥିଲେ ନିଜର ଘର | ଆଉ ଘରଟିକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଘରର ସାଜ ସଜ୍ଜା ଏଭଳି ହୋଇଥିଲା କି ଜଣେ ସେଲିବ୍ରିଟି ବା ଏକ୍ଟର ଙ୍କ ଛଡା ଆମ ସାଧାରଣ ଲୋକ ସେଭଳି ଘର ବନେଇ ପାରିବେ ନାହିଁ | ଆଉ ସେ ପୂର୍ବରୁ ବଡ ବଡ଼ ହୋଟେଲ ମାଲିକ ଓ ସୁନା ଦୋକାନୀ ଙ୍କୁ ମଧ୍ୟ ଏହି ପ୍ରେମ ଜାଲରେ ଫସେଇଥିଲେ |

ଆଉ ଯାହା ଜଣା ପଡିଛି କି ମୋଟା ଅଙ୍କର ଟଙ୍କା ନେଇ ନିଜର ବହୁତ ବଡ଼ ମହଲ ତିଆରି କରିଥିଲେ |ତେବେ ମହିଳା ଜଣଙ୍କର ଘର ବେଡ଼ରୁମ ରେ ଲଗାଇଥିବା ସିସି ଟିଭି ରେ ସମସ୍ତ ଭିଡିଓ କୋଏଦ ହେଇକି ରହୁଥିଲା | ଆଉ ଶାରୀରିକ ସମ୍ପର୍କ ର ଅନ୍ତରଙ୍ଗ ମୁହୂର୍ତ୍ତ ର ଭିଡିଓ କୁ ନିଜ ପାଖରେ ରଖି ସ୍ୱାମୀ ଜଗବନ୍ଧୁ ଙ୍କ ସହିତ କରିବାକୁ ଲାଗିଥିଲେ ବ୍ଲାକ ମେଲିଙ୍ଗ | ଆଉ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଆଦାୟ କରୁଥିଲେ ଆଉ ଘରେ ଖଞ୍ଜି ଦେଇଥିଲେ ବିଭିନ୍ନ ପ୍ରକାରର ଦାମୀ ଜିନିଷ |ତାହା ସାଙ୍ଗକୁ ଦାମୀ କାର ଓ ଭଳିକି ଭଳି ଦାମୀ କୁକୁର ମଧ୍ୟ |

ତେବେ ତାହା ସହିତ ଅର୍ଚନା ଉପରେ ଓକିଲ ଭଳି ଭଦ୍ର ମୁଖା ପିନ୍ଧିଥିବା ବେଳେ ଭିତରେ ଏହିଭଳି ଗୋଟିଏ ଅମାନୁଷିକ କାର୍ଯ୍ୟ କରୁଥିବାର ସୂଚନା ମିଳିଛି ବୋଲି କୁହାଯାଇଛି |ଆଉ ଏଭଳି ଘର କରିଥିଲେ ଯେଉଁଠିକୁ ବହୁତ ଅଭିନେତା ମାନେ ଆସୁଥିଲେ ସେମାନଙ୍କର ୱେବ ସିରିଜ ର ସୁଟିଂ ପାଇଁ ମଧ୍ୟ | ଆଉ ସେମାନଙ୍କୁ ପ୍ରେମ ଜାଲରେ ଫସେଇ ମୋଟା ଅଙ୍କରେ ଟଙ୍କା ଆଦାୟ କରିବା ପାଇଁ ମଧ୍ୟ ଲାଗି ପଡିଥିଲେ ବୋଲି କୁହାଯାଇଛି | ଯାହା ଏବେ ଏହି ଘଟଣା ଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment