ଆଜିକାଲି ଅନେକ କିଛି ଘଟଣା ପ୍ରତିଦିନ ଦେଖିବା ପାଇଁ ପାଇଥିବେ। ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଫୋଟୋ ଭିଡ଼ିଓ ଭାଇରାଲ ହୋଇଥାଏ। ସେଥିପାଇଁ ସବୁବେଳେ କିଛି କାମ କରିବା ପୂର୍ବରୁ ପବ୍ଲିକ ରେ ସବୁବେଳେ ସିସିଟିଭି କ୍ୟାମେରା ଇତ୍ୟାଦି କଥା ମନେ ପଡେ। ଯଦି ଆମର ବ୍ୟବହାର କିଛି ଲଜ୍ୟାଜନକ ବା ସମାଜ ବିରୋଧୀ ହେଲା। ତେବେ ତାହା ରେକର୍ଡ ହେବା ପରେ ନିମିଶକ ମଧ୍ୟରେ ଭାଇରାଲ ହୋଇଯାଇଥାଏ। ଆଉ ତାକୁ ସାରା ଦୁନିଆ ଦେଖିଥାନ୍ତି। ଏଭଳି ଅନେକ ଫୋଟୋ ଭିଡ଼ିଓ ଦେଖିବା ପାଇଁ ମିଳିଥାଏ।
ଲୋକ ମାନେ ସବୁ ବୁଝି ସୁଝି ମଧ୍ୟ ଏଭଳି ହରକତ କରିବା ପାଇଁ ଲାଗନ୍ତି। ପରମୁହୂର୍ତ୍ତରେ ସେମାନଙ୍କୁ ଅନେକ କିଛି ସାମ୍ନା କରିବା ପାଇଁ ପଡ଼ିଥାଏ। ବନ୍ଧୁଗଣ ଏସବୁ କହିବାର ଅର୍ଥ ହେଉଛି ଯେ, ବର୍ତ୍ତମାନ ଚାଲିଥିବା IPL ମ୍ୟାଚ ରେ କପୁଲ ଚୁମ୍ବନ ଫୋଟୋ ସୋସିଆଲ ମିଡ଼ିଆ ରେ ଦେଖିବା ପାଇଁ ମିଳିଛି। ଏଠାରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଦୃଶ୍ୟ ସାମ୍ନାକୁ ଆସିଛି ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରଲ ହେବାରେ ଲାଗିଛି। ଏହିଠାରେ ଏବେ IPL ମ୍ୟାଚ ଚାଲିଛି ଯାହା କୁ ଦେଖିବା ଦେଶ ବିଦେଶର ଲୋକ ଅପେକ୍ଷା ରେ ଥାଆନ୍ତି।
ଆଉ ଖେଳାଳି ମଧ୍ୟ ଦେଶ ବାହାର ରୁ ଆସିକି ମଧ୍ୟ ଯୋଗ ଦେଇ ଥାଆନ୍ତି। ଆଉ ଏବେ ଏମିତି ଫଟୋ ରେକର୍ଡ଼ିଂଗ ହୋଇଛି ଯାହାକୁ ସେହି ଦୁଇ ପ୍ରେମୀ ଯୁଗଳ ବୋଧ ହୁଏ ଜାଣି ନଥିଲେ। ଆଉ ଆପଣ ମାନେ ସମସ୍ତେ ଜାଣିଥିବେ IPL ଖେଳ ସମୟରେ କ୍ୟାମେରା ଚାରିଆଡ଼େ ଲାଗିଥାଏ ଏବଂ ଖେଳାଳି ମାନଙ୍କ ସହିତ ସାଧାରଣ ଲୋକଙ୍କ ଉପରେ କ୍ୟାମେରା ର ନଜର ରହିଥାଏ। ଆଉ ଏବେ ଏମିତି ଏକ ଦୃଶ୍ୟ ନଜରକୁ ଆସିଛି ଯାହା ବହୁଳ ମାତ୍ରାରେ ଭାଇରଲ ହୋଇଛି। ଆଉ ଏଠାରେ ଖେଳ ଚାଲିବା ସମୟରେ ଦୁଇ ପ୍ରେମୀ ଯୁଗଳ ଏପଟେ କିସ ସିନ ଭିତରେ ନିଜକୁ ହଜେଇ ଦେଇଛନ୍ତି।
ଆଉ ସେପଟେ ଗୁଜୁରାଟ ଓ ଦିଲ୍ଲୀ ଭିତରେ ସଂଘର୍ଷ ପୁର୍ଣ୍ଣ ମ୍ୟାଚ ଚାଲିଥିବା ସମୟରେ ଆଡେ ଦୁହିଁଙ୍କର ପ୍ରେମ ଭିତରେ ଖେଳ ଚାଲିଛି ଯାହା ସେଦୁହେଁ ବୋଧ ହୁଏ ଜାଣି ନଥିଲେ କ୍ୟାମେରା ରେ ସବୁ ରେକର୍ଡ ହୋଇଛି। ଆଉ ଏହାକୁ କ୍ୟାମେରା ମ୍ୟାନ ଉଠେଇବା ପରେ ସୋସିଆଲ ମିଡ଼ିଆରେ ଛାଡି ଦେଇଥିଲେ ଏବଂ ଯାହା କୁ ନେଇ ଏବେ ସୋସିଆଲ ମିଡ଼ିଆରେ ଅନେକ ୟୁଜର ମଧ୍ୟ ନିଜର ମନ୍ତବ୍ୟ ଦେଇଛନ୍ତି। ଆଉ ଏହିପରି ଏକ ଦୃଶ୍ୟ ଯାହା ଖେଳ ସହିତ ଅନେକ ମନୋହର ମଧ୍ୟ କରିଛି।ଯାହାବି ହେଉ ଆପଣ ମାନେ ସବୁବେଳେ ନିଜର ସଂଯମତା ରଖିବା ପାଇଁ ଚେଷ୍ଟା କରନ୍ତୁ। ନଚେତ ଆପଣ ମାନଙ୍କୁ ଅନେକ କିଛି ସହିବା ପାଇଁ ପଡିବ। ସେଥିପାଇଁ ଆପଣ ମାନେ ମଧ୍ୟ ସତର୍କ ହୋଇଯାଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।