Odisha News Portal

2021 IPL ହେଲା ବଡ ପରବର୍ତ୍ତନ ! ଜାଣନ୍ତୁ କେଉଁ ଦଳ କାହାକୁ ରଖିଲା କାହାକୁ ବିଦା କଲା

ଆଇପିଏଲ ନିଲାମି ପୂର୍ବରୁ ଆସିଲା ବହୁତ ବଡ ଖବର , ନିଲାମି ପୂର୍ବରୁ ହେଲା ବହୁତ ଅଦଲ ବଦଳ । 2021 ଆଇପିଏଲ ପୂର୍ବରୁ ଅଧିକାଂଶ ଫ୍ରାନଚାଇଜ ନିଜ ଦଳରୁ ଖେଳାଳିଙ୍କୁ ନିଲାମ କରିଛନ୍ତି । ସେହି ପରି ଏକାଧିକ ଖେଳଳୀଙ୍କୁ ମଧ୍ୟ ନିଜ ପାଖରେ ରଖିଛନ୍ତି । ଚଳିତ ବର୍ଷ ଆଇପିଏଲ ଖେଳ ପୂର୍ବରୁ ବିରାଟ କୋହଲିଙ୍କର ଆରସିବି ସର୍ବାଧିକ 12 ଜଣ ଖେଳାଳିଙ୍କୁ ରିଲିଜ କରିଛି । ସେହିପରି ଲାଜିତ ବାଲିକାଙ୍କ ସହିତ ମୁମ୍ବାଇ ଇଣ୍ଡିଆନ୍ସ 12 ବର୍ଷର ସଂପର୍କ ଛିନ୍ନ କରିଛି ।

ଅନ୍ୟ ପକ୍ଷରେ ରାଜସ୍ଥାନ ରୟାଲସର କିମ କିନ୍ସଙ୍କ ଅଧିନାୟକ ପୂର୍ବରୁ ବିଦା କରିଥିବା ବେଳେ ସୁରେଶ ରାଇନାଙ୍କୁ ଚେନାନାଇ ସୁପର କିଙ୍ଗ ପୂର୍ବପରି ରିଟେଣ୍ଣ କରିଛି । ତେବେ ଆସନ୍ତୁ ଜାଣିବା କି କେଉଁ ଦେଶ କାହାକୁ ରଖିଲା ଏବଂ କାହାକୁ ଛାଡିଲା ।

ମୁମ୍ବାଇ ଇଣ୍ଡିଆନ୍ସ ରଖିଥିବା ଖେଲାଲୀ ଗୁଡିକ ହେଲେ ରୋହିତ ଶର୍ମା , କାଏରନ ପୋଲାର୍ଡ , ହାରଦିକ ପାଣ୍ଡିଆ , ଟ୍ରେଣ୍ଡ ବୋଲ୍ଡ , କ୍ୱିଣ୍ଟନ ଜି କକ , ସୂର୍ଯ୍ୟ କୁମାନ ଯାଦବ , ଯଶପ୍ରିତ ବୁମ୍ରା , ରାହୁଲ ଚର , ଇଶାନ ଜିଷନ , କୃନାଲ ପାଣ୍ଡିଆ , କ୍ରିସ ଲିନ , ଧୱନ କୁଲକର୍ଣ୍ଣି , ଅଙ୍କୁର ରୟ , ମୋହସିର ଖାନ , ଆଦିତ୍ୟ ତାରେ , ସୌରଭ ତିୱାରୀ , ଜୟନ୍ତ ଯାଦବ ଏବଂ ଅନମୋଲପ୍ରିତ ସିଂ ।

ମୁମ୍ବାଇ ଇଣ୍ଡିଆ ଛାଡିଥିବା ଖେଳାଳି ଗୁଡିକ ହେଲେ ଲସିଥ ମାଲିଙ୍ଗା , ଲେଥନ କୁଲଟର ନାଇଭ , ଜେମ୍ସ ପାଟିନସନ୍ସ, ରଥର ଫୋର୍ଡ , ମିଚେଲ ମ୍ୟାଘେନ , ପ୍ରିନ୍ସ ବଳବନ୍ତରାୟ ଏବଂ ଦିଗବିଜୟ ଦେଶମୁଖ ।


ଚେନ୍ନାଇ ସୁପରକିଙ୍କ ରଖିଥିବା ଖେଳାଳୀ ହେଲେ ମହେନ୍ଦ୍ର ସିଂ ଦୋନୀ , ରବୀନ୍ଦ୍ର ଜାଡେଜା , ସୁରେଶ ରାଇନା , ତୁ ପ୍ଲେସିବ , ସାନ କରେନା , ଡନ ବ୍ରାଭୋ , ଜନ ହେଜେଲେଡ , ଆମ୍ବାତି ଲାଇତୁ , ଲୁଙ୍ଗି ଏନ୍ସିଡି , କରନ ଶର୍ମା , ମିଡେଲ ସ୍ଲାନଟର , ଶାର୍ଦ୍ଦୁଲ ଠାକୁର , ଋତୁରାଜ ଗାଏକ୍ୱାଡ , ଏନ ଜଗଦୀଶନ , ଇମ୍ରାନ ତାହିର , ଦୀପକ ଚହର , କେଏମ ଅସିଫ , ଆର ସାଇ କିଶେର । ଛାଡିଥିବା ଖେଳାଳୀ ପୀୟୁଷ ଚାୱଲା , କେଦାର ଯାଦବ , ମୁରଲୀ ବିଜୟ, ହରଭଜନ ସିଂ , ମୋନୁ କୁମାର ସିଂ ଓ ସେନ ୱାଟସନ ।

ରୟାଲ ଚେଲେଜର୍ସ ବ୍ୟାଙ୍ଗଲୋର ରଖିଥିବା ଖେଳାଳୀ ବିରାଟ କୋହଲି , ଏବି ଡିଭିଲିୟସ , ୟୁଜେ ବେନ୍ଦର ଚହଲ , ଦେବରାଜ ପାଡ୍ଡିକଲ , ୱାସିଙ୍ଗଟନ ସୁନ୍ଦର , ମହମ୍ମଦ ସିରାଜ , ନଭଦୀପ ସାଇନି , ଆଡାମା ଜାମ୍ପା , ଶାହାବାଜ ଅହମ୍ମଦ , ଜଶ ପିଲ୍ସି , କେନ ରିଚାର୍ଜସନ ଓ ପବନ ଦେଶପାଣ୍ଡେ । ବାହାର କରିଥିବା ଖେଳାଳୀ ମୋଇନୀ ଅଲ୍ଲୀ , ଶୁଭମ ଦିବେ , ଗୁରକୀରତ ସିଂ ମାନ , ଆରୋନ ଫିଞ୍ଚ , କ୍ରିସ ମୋରିସ , ପବନ ନେଗୀ , ପାର୍ଥୀବ ପଟେଲ , ଡେସ ଷ୍ଟ୍ରେନ , ଇଶ୍ରୁ ଉଦାମା ଓ ଉମେଶ ଯାଦବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।