ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ଭଲ ପ୍ରଶ୍ନ ବିଷୟରେ କହିବୁ । ତେବେ କଥାଟି ହେଉଛି କି ଆପଣ ମାନଙ୍କୁ ତ ଅନେକ କଥା ବିଷୟରେ ଜ୍ଞାନ ରହିଥିବ । ମାତ୍ର ଆଜି ଆମେ ଆପଣ ମାନଙ୍କୁ କିଛି ପୁରାଣରେ କଥା ବିଷୟରେ ଅଜଣା କଥା ବିଷୟରେ କହିବୁ ଯାହାକୁ ଆପଣ ମାନେ ହୁଏତ ଶୁଣିଥିବେ ମାତ୍ର କେହି ପଚାରିଲେ ଆପଣ ମାନେ ତାହାକୁ ହଠାତ କରି କହିପାରିବେ ନାହିଁ । ପୁରାଣରେ ଆଗରୁ ହୋଇଥିବା ବିଭିନ୍ନ କତା ଯେମିତି ମହାଭାରତର , ରାମାୟଣ ଆଦି ବିଷୟରେ ଭଲ ଭାବରେ ବର୍ଣ୍ଣନା କରାଯାଇଛି । ଏହା ସହିତ ତାହାକୁ ଆମେ ମାନେ କିପରି ଭଲ ଭାବରେ ବୁଝିପାରିବା ସେହି ରାମାୟଣ ଏବଂ ମହାଭାରତକୁ ତାହା ପାଇଂ ଧାରାବାହିକ ମଧ୍ୟ ପ୍ରାସାରିତ ହୋଇଛି ।
ଯାହାକୁ ଦେଖିକରି ଆମେ ମାନେ ଆଗ କାଳରେ କଣ ହୋଇତିଲା ସେ ବିଷୟରେ ଜାଣିପାରୁ । ତେବେ ଆପଣ ମାନଙ୍କୁ ସେହି ବିଷୟରେ ତ ଜ୍ଞାନ ଥିବ , ଏବଂ କେତେବେଳେ କେଉଁ ଘଟଣା ଘଟିଥିଲା କିଏ କାହାକୁ ବଧ କରିଥିଲା ସେ ବିଷୟରେ ଆପଣ ମାନେ ସମସ୍ତେ ଜାଣଇଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ବିଷୟରେ କିଛି କଥା ପଚାରିବୁ । ଅର୍ଥାତ ଆଜି ଆମେ ଆପଣ ମାନଙ୍କୁ ରାମାୟଣ ବିଷୟରେ କିଛି ପ୍ରଶ୍ନ ପଚାରିବୁ । ଯଦି ଆପଣ ମାନେ ରାମାୟଣ ଦେଖିଥିବେ ବା ପଢିଥିବେ ତେବେ ତା ବିଷୟରେ ସଠିକ ଉତ୍ତର ପ୍ରଦାନ କରିପାରିବେ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।
1–ପ୍ରଭୁ ଶ୍ରୀ ରାମ କେଉଁ ବଂଶ ର ଥିଲେ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ସୂର୍ଯ୍ୟ ବଂଶ
2–ରାମାୟଣ ଅନୁସାରେ ଲଙ୍କାପତି ରାବଣ ର ପିତାଙ୍କ ନାମ କଣ ଥିଲେ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ବିଶ୍ରବା ଋଷି
3–ରାବଣ କୁ ରାବଣ ନାମ କିଏ ଦେଇଥିଲେ ?
ଉତ୍ତର — ଶିବ ରାବଣ କୁ ରାବଣ ନାମ ଦେଇଥିଲେ
4–ରାମଚନ୍ଦ୍ର ଙ୍କୁ ବ୍ରହ୍ମ ଅସ୍ତ୍ର କିଏ ଦେଇ ଥିଲେ ?
ଉତ୍ତର -ଏହାର ସଠିକ୍ ଉତ୍ତର ହେଉଛି ଅଗସ୍ତ୍ୟ ମୁନି
5– ରାବଣ ମାତା ସୀତା ଙ୍କୁ କେଉଁଠାରୁ ଚୋରି କରି ନେଇଥିଲା ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ପଞ୍ଚବଟୀ
6– ପିତାମହ ବ୍ରହ୍ମା ଙ୍କ ର କେତୋଟି ମସ୍ତକ ଅଟେ ?
ଉତ୍ତର -ଏହାର ସଠିକ୍ ଉତ୍ତର ହେଉଛି ୪ ଟି
7–ରାବଣ ଭୟ ରେ କୁବେର କେଉଁ ଠାରେ ଲୁଚି ଯାଇ ଥିଲେ ?
ଉତ୍ତର – ଭୟ ରେ କୁବେର କୈଳାସ ପର୍ବତ ଠାରେ ଲୁଚି ଯାଇ ଥିଲେ
8–ଦଶରଥଙ୍କର କେତେଜଣ ପତ୍ନୀ ଥିଲେ
ଉତ୍ତର–3 ଜଣ
9–ରାମଙ୍କର ପ୍ରିୟ ଭକ୍ତ କିଏ
ଉତ୍ତର–ହନୁମାନ
10–ମାତା ସୀତାଙ୍କୁ ଲଙ୍କାରେ ପ୍ରଥମେ କିଏ ଦେଖା କରିବାକୁ ଯାଇଥିଲେ
ଉତ୍ତର–ହନୁମାନ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।